/odishatv-khabar/media/media_files/2026/01/19/accident-2026-01-19-17-52-44.jpg)
Accident Photograph: (OTV)
ହାଇ ସ୍ପିଡ୍ ହେଲା କାଳ। କାର୍ ଉପରେ ଚଢ଼ିଗଲା କାର୍। ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଭୁବନେଶ୍ବରର ପଳାଶୁଣୀ ଛକରେ। ଏଥିରେ ଜଣେ ଚାଳକ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Advertisment
କଟକରୁ ଆସୁଥିବା ଦ୍ରୁତଗାମୀ କାର୍ ଅନ୍ୟ ଏକ କାର୍ ଉପରେ ଚଢ଼ି ଯାଇଥିଲା। ଫଳରେ ପାଖାପାଖି ୫ ଘଣ୍ଟା ଧରି ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଗାଡ଼ି ମଟର ଚଳାଚଳ ବ୍ୟାଘତ ହୋଇଥିଲା। ଖବର ପାଇ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ କ୍ରେନ୍ ସାହାଯ୍ୟରେ ୨ଟି କାର୍ ରାସ୍ତାରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।
ଭୁବନେଶ୍ୱରରେ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍
ପଳାଶୁଣୀ ଛକରେ ଦୁର୍ଘଟଣାରେ କାର ଡ୍ରାଇଭର ଆହତ
କଟକରୁ ଆସୁଥିବା ଦ୍ରୁତଗାମୀ କାର୍ ଅନ୍ୟ ଏକ କାର୍ ଉପରେ ଚଢ଼ିଗଲା
୨ଟି କାର ରାସ୍ତାରୁ ହଟିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ
Advertisment
Advertisment



Related Articles
Choudwar Jailbreak Sparks Controversy: ବିହାରୀ କଏଦୀ ଫେରାର ପଛରେ କାହା ହାତ? ଜେଲରଙ୍କ ନାଁରେ ପାଲଟା ଏତଲା
POSTED

Shankaracharya Sits in Protest: ଶଙ୍କରାଚାର୍ଯ୍ୟଙ୍କ ସାଙ୍ଘାତିକ ଅଭିଯୋଗ; ମତେ ହତ୍ୟା କରିବାକୁ ଷଡଯନ୍ତ୍ର
POSTED

BJP Set for New National Chief: ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ, ନିତିନ ନବୀନ ପରବର୍ତ୍ତୀ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ
POSTED

Police Action Triggers Chaos: ବେଆଇନ୍ ବାଲି ଚାଲାଣ ଉପରେ ପୋଲିସର ଆକ୍ସନ, ଭୟରେ ରାସ୍ତା ଉପରେ ବାଲି ଢାଳିଦେଲେ ହାଇୱା ଡ୍ରାଇଭର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)