/odishatv-khabar/media/media_files/2026/02/06/mini-train-derails-at-yatra-2026-02-06-08-51-43.jpg)
Mini Train Derails at Yatra Photograph: (OTV)
ଦୋଳି ଛିଡ଼ି ୪ ଆହତ। ଯାତ୍ରାରେ ଲାଗିଥିବା ଟ୍ରେନ୍ ଦୋଳି ଛିଡ଼ି ପଡ଼ିବାରୁ ଏକାଧିକ ଆହତ ହୋଇଛନ୍ତି। ଘଟଣା ଘଟିଛି, ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଦେଓଗାଁ ଗାଁରେ। ମିଳିଥିବା ସୂଚନା ମୁତାବକ, ଗାଁରେ ଲାଗିଥିବା ଯାତ୍ରାରେ ଲାଗିଥିବା ମିନାବଜାର ଟ୍ରେନ ଦୋଳିର ଗୋଟିଏ ବଗି ଛିଣ୍ଡିଯାଇଛି।
Advertisment
ଦୁର୍ଘଟଣାରେ ଚାରିରୁ ଉର୍ଦ୍ଧ ଆହତ ଓ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
Advertisment



Related Articles
Youth's Death Sparks Highway Blockade: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତଦେହ ରଖି ରାସ୍ତା ଅବରୋଧ
POSTED

Milk Tanker Drags Bike: ବାଇକକୁ ଘୋଷାଡ଼ି ନେଲା କ୍ଷୀର ଗାଡ଼ି, ବାଇକ୍ ଆରୋହୀଙ୍କ ମୃତ୍ୟୁ
POSTED

Clash Between Two Groups: ଭୁଜାଲିରେ ଆକ୍ରମଣ, ବଢ଼ିଲା ଉତ୍ତେଜନା
POSTED

Daily Horoscope 6th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)