Advertisment

Clash Between Two Groups: ଭୁଜାଲିରେ ଆକ୍ରମଣ, ବଢ଼ିଲା ଉତ୍ତେଜନା

ବରଗଡ଼ରେ ଭୁଜାଲି ଆକ୍ରମଣରେ ଜଣେ ଗୁରୁତର, ଦୁଇ ଆହତ। ଆଉ ଏହାକୁ ନେଇ ଉତ୍ତେଜନା। ବରଗଡ ହାଟପଦା ସାଇ ମନ୍ଦିର ପାଖରେ ୨ ଗୋଷ୍ଠୀ ମଧ୍ୟରେ ଉପୁଜିଛି ସଂଘର୍ଷ।

author-image
Chinmayee Sahoo
Clash

Clash Photograph: (OTV)

ବରଗଡ଼ରେ ଭୁଜାଲି ଆକ୍ରମଣରେ ଜଣେ ଗୁରୁତର, ଦୁଇ ଆହତ। ଆଉ ଏହାକୁ ନେଇ ଉତ୍ତେଜନା। ବରଗଡ ହାଟପଦା ସାଇ ମନ୍ଦିର ପାଖରେ ୨ ଗୋଷ୍ଠୀ ମଧ୍ୟରେ ଉପୁଜିଛି ସଂଘର୍ଷ। କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଭୁଜାଲି ଆକ୍ରମଣରେ ଜଣେ ଗୁରୁତର ହୋଇଥିବାବେଳେ ଦୁଇ ଆହତ ହୋଇଛନ୍ତି। 

Advertisment

କଲେଜ ରୋଡ଼ରେ ପ୍ରଦୀପ ଲୁହାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମୁଖ୍ୟ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡ, ବେକ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ପ୍ରଦୀପଙ୍କ ସହିତ ସାଙ୍ଗ ରୀତିକ ଓ ସୁରଜ ମଧ୍ୟ୍ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Clash Bargarh
Advertisment
Related Articles
Advertisment