Advertisment

Kalinga Ghati Safety Boost: ଦୁର୍ଘଟଣା ଏଡାଇବ ସେନସର: ଭେଇକେଲ ସେନ୍ସର ଆଲର୍ଟ ସିଷ୍ଟମ ରାଜ୍ୟରେ ପ୍ରଥମ

ଦୁର୍ଘଟଣା ଏଡାଇବାକୁ କଳିଙ୍ଗାଘାଟିରେ ଲାଗିଲା ସେନସର। ଭେଇକେଲ ସେନ୍ସର ଆଲର୍ଟ ସିଷ୍ଟମ ରାଜ୍ୟରେ ପ୍ରଥମ। ଦୁଇ ପାର୍ଶ୍ୱରୁ ଗାଡି ଆସିଲେ ସାଇରନ ବାଜିବ। ସାଇରନ୍ ସହ ଲାଇଟ୍ ଡ୍ରାଇଭରଙ୍କୁ ଜାଗ୍ରତ କରିବ।

author-image
Chinmayee Sahoo
KALINGA-GHATI

KALINGA-GHATI Photograph: (OTV)

Accident Prone Sites
Advertisment