/odishatv-khabar/media/media_files/2025/10/06/fire-broke-out-2025-10-06-08-46-39.jpg)
fire broke out Photograph: (OTV)
ରାଜସ୍ଥାନ ଜୟପୁର ସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି । ୫ଜଣ ଗୁରୁତର ଥିବା ସୂଚନା ରହିଛି । ଟ୍ରମା କେୟାର୍ ସେଣ୍ଟର ଆଇସିୟୁରେ ନିଆଁ ଲାଗିଥିଲା । ମଧ୍ୟରାତ୍ରରେ ICU ଷ୍ଟୋର ରୁମ୍ରୁ ସର୍ଟ ସର୍କିଟ ଘଟି ନିଆଁ ବ୍ୟାପିଥିଲା ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ ।
#WATCH | Jaipur, Rajasthan | A massive fire broke out in an ICU ward of Sawai Man Singh (SMS) Hospital, claiming the lives of six patients pic.twitter.com/CBM6vcTMfZ
— ANI (@ANI) October 5, 2025
#WATCH | Jaipur | Rajasthan CM Bhajanlal Sharma arrived at the Sawai Man Singh Hospital (SMS) to review the situation after a massive fire broke out pic.twitter.com/vhqY5S7p7m
— ANI (@ANI) October 5, 2025
ସମଗ୍ର ହସ୍ପିଟାଲ କ୍ୟାମ୍ପସରେ ଭୟର ବାତାବରଣ ଖେଳିଯାଇଥିଲା । ଘଟଣା ସମୟରେ ଆଇସିୟୁରେ ୨୪ଜଣ ରୋଗୀ ରହିଥିଲେ । ନିଆଁର ପ୍ରକୋପ ଦେଖି, ୱାର୍ଡ ବାହାରେ ଥିବା ହସ୍ପିଟାଲ କର୍ମଚାରୀ ଏବଂ ଆଟେଣ୍ଡାଣ୍ଟମାନେ ତୁରନ୍ତ କାର୍ଯ୍ୟରେ ଲାଗି ପଡ଼ି ରୋଗୀମାନଙ୍କୁ ସେମାନଙ୍କ ବେଡ୍ ସହିତ ବାହାର କରିବାକୁ ଲାଗିଥିଲେ ।
#WATCH | Jaipur, Rajasthan | SMS Hospital Trauma centre Incharge Anurag Dhakad says, "Our trauma centre has two ICUs on the second floor: a trauma ICU and a semi-ICU. We had 24 patients there; 11 in the trauma ICU and 13 in the semi-ICU. A short circuit occurred in the trauma… pic.twitter.com/cjMwutRCl3
— ANI (@ANI) October 5, 2025
ଘଟଣା ପରେ, ହସ୍ପିଟାଲ ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ମେଡ଼ିକାଲରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ ।
#WATCH | Jaipur | On the fire incident at the SMS hospital, Rajasthan Minister Jawahar Singh Bedham says, "The CM is here after the information was received that a fire has broken out in an ICU due to a short circuit. The incident is unfortunate. Some people have lost their… pic.twitter.com/pBCVQ9DpK9
— ANI (@ANI) October 5, 2025
Internet Services: କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା, ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ

Kumar Purnima: ଅକ୍ଟୋବର ୬ ନା ୭ରେ କୁମାର ପୂର୍ଣ୍ଣିମା ? ପାଞ୍ଜି ଓ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ତଥ୍ୟ

Big Fight In Nuapada: ବିଗୁଲ୍ ବାଜିନି, ରାଜନୀତି ସରଗରମ...କାଲି ନୂଆପଡାରେ ପାଓ୍ୱାର୍ ଶୋ'

Odisha SI Exam Scam: ପୋଲିସ SI ପରୀକ୍ଷା କେଳେଙ୍କାରୀରେ ଆଉ ଏକ ଗିରଫଦାରି, କ୍ରାଇମବ୍ରାଞ୍ଚ ହାତରେ ଦଲାଲ ନମ୍ବର ୫

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)