/odishatv-khabar/media/media_files/2026/02/11/accident-2026-02-11-09-28-09.jpg)
Accident Photograph: (OTV)
ବାଲେଶ୍ୱର ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛରୁ ଧକ୍କା ଦେଲା ଏକ କାର। ଦୁର୍ଘଟଣାରେ ୫ ଗୁରୁତର, ଗାଡି ଚୁରମାର। ଦୁର୍ଘଟଣା ପରେ ରାଜପଥ ପାର୍ଶ୍ୱରେ ଥିବା ଏକ ଦୋକାନକୁ ମଧ୍ୟ ଧକ୍କା ଦେବାରୁ କାରରେ ଥିବା ୫ ଯାତ୍ରୀ ଗୁରୁତର ହୋଇଛନ୍ତି।
Advertisment
କାରଟି ମୟୂରଭଞ୍ଜ ଜିଲ୍ଲା ବେତନଟୀରୁ ପୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ଜାତୀୟ ରାଜପଥ ପାଟ୍ରୋଲିଂ ଗାଡି ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡାକି ସମସ୍ତ ଆହତ ଯାତ୍ରୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଛି। କାରରେ ଥିବା ଦୁଇ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଭୋର ୪ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
Advertisment



Related Articles
Niladri Vihar Murder Case: ନୀଳାଦ୍ରି ବିହାର ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ, ପୂର୍ବରୁ ବିବାହିତ ଥିଲେ ମୃତ ସତ୍ୟବ୍ରତ!
POSTED

Daily Horoscope 11th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 11th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

Shooting at School: ବଡ଼ ଖବର; ସ୍କୁଲରେ ଆଖିବୁଜା ଗୁଳିମାଡ଼ରେ ୧୦ ମୃତ, ଅନେକ ଆହତ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)