/odishatv-khabar/media/media_files/2026/02/11/niladri-vihar-murder-case-2026-02-11-09-21-46.jpg)
Niladri Vihar Murder Case Photograph: (OTV)
ରାଜଧାନୀରେ କେମିତି କାର୍ ଡ୍ରାଇଭର ସତ୍ୟବ୍ରତଙ୍କୁ କରାଯାଇଥିଲା ହତ୍ୟା ? କେମିତି ହୋଇଥିଲା କାର୍ ଦୁର୍ଘଟଣା ? ହତ୍ୟାକାଣ୍ଡ ସହ କାର୍ ମାଲିକାଣିଙ୍କ ସଂପୃକ୍ତି କ’ଣ ? ଏବେ ଏସବୁର ରହସ୍ୟ ଖୋଲିବ ମୁଖ୍ୟ ଅଭିଯୁକ୍ତ ଦିନେଶ ନାୟକ। ଗତକାଲି ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିବା ପରେ ଦିନେଶକୁ ହେପାଜତକୁ ନେଇଛି କମିଶନରେଟ୍ ପୋଲିସ।
Advertisment
କୋର୍ଟରେ ହାଜର ସହିତ ତାଠାରୁ ଘଟଣାର ଦିନର ଟିକିନିଖି ତଥ୍ୟ ଆଦାୟ କରିବ ପୋଲିସ । ପୂର୍ବରୁ ତାର ପ୍ରେମିକା ଲିଜାକୁ ଅଟକ ରଖି ପଚରାଉଚରା କରାଯାଇଛି । ସେପଟେ ଘଟଣାରେ ଆସିଛି ଆଉ ଏକ ବଡ଼ ଟୁଇଷ୍ଟ ।
ମୃତ ସତ୍ୟବ୍ରତ ପୂର୍ବରୁ ବିବାହ କରିଥିବାବେଳେ ତାଙ୍କର ୩ ବର୍ଷର ଛୁଆଟିଏ ମଧ୍ୟ ରହିଛି । ସତ୍ୟବ୍ରତ ବିବାହ କରିଥିବା ନେଇ ପୂର୍ବରୁ ପ୍ରେମିକା ଲିଜା ଜାଣିନଥିଲେ । ଘଟଣା ଜାଣିବା ପରେ ଉଭୟଙ୍କ ମଧ୍ୟରେ ଘମାଘୋଟ ଝଗଡ଼ା ଲାଗିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।
Advertisment
Advertisment



Related Articles
Daily Horoscope 11th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 11th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

Shooting at School: ବଡ଼ ଖବର; ସ୍କୁଲରେ ଆଖିବୁଜା ଗୁଳିମାଡ଼ରେ ୧୦ ମୃତ, ଅନେକ ଆହତ
POSTED

Boosts NHM AYUSH Doctors Salary: NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)