/odishatv-khabar/media/media_files/2026/02/14/major-accident-2026-02-14-11-16-40.jpg)
Major Accident Photograph: (OTV)
ଭୁବନେଶ୍ୱର ବଡଗଡ଼ରେ ବଡ଼ ଦୁର୍ଘଟଣା। ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡ଼ିକାଲ ଭର୍ତ୍ତି କରାଯାଇଛି। ଟ୍ରାଭେଲର ଡ୍ରାଇଭର ଥାନାରେ ଅଟକ ରଖାଯାଇଛି।
Advertisment
ବଡଗଡ଼ ବ୍ରିଟ କୋଲନୀ ମୁଖ୍ୟ ରାସ୍ତାରେ ଦ୍ରୁତ ଗତିରେ ଆସି ଆଟୋକୁ ପିଟିଥିଲା ଟ୍ରାଭେଲର। ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଉଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବଡଗଡ଼ ଥାନା ପୋଲିସ ତଦନ୍ତ କରୁଛି।
Advertisment



Related Articles
Woman Volunteer Arrested: ଚାକିରି ଦେବା ନାଁରେ ଠକେଇ; ବନ୍ଧାହେଲେ ମହିଳା ସ୍ବେଚ୍ଛାସେବୀ
POSTED

Privilege Notice Issued to Cuttack Collector: କଟକ ଜିଲ୍ଲାପାଳଙ୍କ ପାଇଁ ବଢିଲା ଅଡ଼ୁଆ, ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି
POSTED

PM Modi's Historic Highway Landing in Dibrugarh: ଇଏଲଏଫରେ ବାୟୁସେନାର ଏରିଏଲ ସୋ ଦେଖିଲେ ମୋଦି, ଭାସ୍କର ବର୍ମା ସେତୁର ଉଦଘାଟନ କରିବେ
POSTED

Excise Raid: ବାରରେ ଏକ୍ସପାରୀ ମଦ ବିକ୍ରି, ଅବକାରୀ ବିଭାଗର ରେଡ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)