/odishatv-khabar/media/media_files/2026/02/15/accident-2026-02-15-18-24-22.jpg)
Accident Photograph: (OTV)
ସାଲୁର୍ ରେ ବସ୍ ଦୁର୍ଘଟଣା। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ ସାଲୁର୍ ବାଇପାସ୍ ରେ ବସ୍ ଦୁର୍ଘଟଣା ଘଟିଛି। ୨୯ ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍ ଟି ଏମ୍ ଭି-୭୯ରୁ ବିଶାଖାପାଟଣା ଯାଉଥିଲା।
Advertisment
ବସ୍ ଷ୍ଟିଅରିଂ ଲକ୍ ହୋଇ ଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା। ଗୁରୁତରମାନେ ବିଜୟନଗରମ୍ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି।...
ସାଲୁର୍ ବାଇପାସରେ ଓଲଟିଲା ବସ୍
ମାଲକାନଗିରି ସୀମାନ୍ତ ସାଲୁର୍ ବାଇପାସରେ ବସ୍ ଦୁର୍ଘଟଣା
୨୯ ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଗୁରୁତର ଆହତ
ବସ୍ଟି ଏମ୍ ଭି-୭୯ରୁ ବିଶାଖାପାଟଣା ଯାଉଥିଲା
ବସ୍ ଷ୍ଟିଅରିଙ୍ଗ ଲକ୍ ହୋଇ ଯିବାରୁ ଦୁର୍ଘଟଣା ସୂଚନା
ଗୁରୁତରମାନେ ବିଜୟନଗରମ୍ ମେଡିକାଲ୍ ରେ ଭର୍ତ୍ତି
Advertisment
Advertisment


Related Articles
Shock in School Hostel: ହଷ୍ଟେଲ ପରିସରରେ ଟଳିପଡିଲେ ଦଶମ ଛାତ୍ର, ମୃତ ଘୋଷଣା କଲେ ଡାକ୍ତର
POSTED

High-Voltage India-Pak Clash Aligns with Maha Shivratri: ଭାରତ-ପାକିସ୍ତାନ ମ୍ୟାଚ୍ ଏବଂ ଦିନଟି ହେଉଛି ମହାଶିବରାତ୍ରି, ୨୩ ବର୍ଷ ପରେ ପୁଣି ଟିମ୍ ଇଣ୍ଡିଆ…
POSTED

No Divide in Village: ଅଙ୍ଗନବାଡ଼ି କେନ୍ଦ୍ରରେ ପଙ୍ଗତ ଭୋଜନରେ ଗାଁ ଲୋକଙ୍କ ସହ ବସି ଖାଇଲେ ସାଂସଦ ବୈଜୟନ୍ତ ପଣ୍ଡା, ଗାଁରେ ନାହିଁ କୌଣସି ଭେଦଭାବ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)