Advertisment

No Divide in Village: ଅଙ୍ଗନବାଡ଼ି କେନ୍ଦ୍ରରେ ପଙ୍ଗତ ଭୋଜନରେ ଗାଁ ଲୋକଙ୍କ ସହ ବସି ଖାଇଲେ ସାଂସଦ ବୈଜୟନ୍ତ ପଣ୍ଡା, ଗାଁରେ ନାହିଁ କୌଣସି ଭେଦଭାବ

ନିଜେ ଅଙ୍ଗନବାଡି ସହାୟିକା ଖାଦ୍ୟ ପରଷିବା ସହ କେମିତି ଲାଗୁଛି ପଚାରି ବୁଝିଥିଲେ। କୌଣସି ଭେଦଭାବ ନାହିଁ ବାର୍ତ୍ତା ଜାତୀୟ ସ୍ତରକୁ ଯାଉ କହିବା ସହିତ ରାଜନଗରରେ ଛୁଆଁ ଅଛୁଆଁ ମନୋଭାବ ନଥିବା ଗାଁ ଲୋକେ କହିଛନ୍ତି।

author-image
Tapan Swain
Jay Panda

Jay Panda Photograph: (OTV)

କେନ୍ଦ୍ରାପଡ଼ା ରାଜନଗରରେ ଜାତିଆଣ ଆରୋପ ଅଭିଯୋଗ ଘଟଣା। ଘଡ଼ିଆମାଳ ଗ୍ରାମପଞ୍ଚାୟତ ନୂଆଗାଁରେ ପହଞ୍ଚିଲେ ସାଂସଦ ବୈଜୟନ୍ତ ପଣ୍ଡା। ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ ପଙ୍ଗତ ଭୋଜନରେ ଗାଁ ଲୋକଙ୍କ ସହ ବସି ଖାଇଲେ ସାଂସଦ ବୈଜୟନ୍ତ ପଣ୍ଡା।

Advertisment

ବିଜେପି ଜିଲ୍ଲା ସଭାପତି ଶଶାଙ୍କ ସେଠୀ, ସଂଜୟ ରଥ, କିଶୋର ପଣ୍ଡା, ବିଜେପି ବିଧାୟକ ପ୍ରାର୍ଥୀ ଲଳିତ ବେହେରା, ରାଜ୍ୟ ମହିଳା କମିଶନ ସଦସ୍ୟା କଳ୍ପନା ମଲ୍ଲିକ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ସହିତ ଶତାଧିକ ଗ୍ରାମବାସୀ ଏକାଠି ବସି ଖାଇଥିଲେ।

ନିଜେ ଅଙ୍ଗନବାଡି ସହାୟିକା ଖାଦ୍ୟ ପରଷିବା ସହ କେମିତି ଲାଗୁଛି ପଚାରି ବୁଝିଥିଲେ। କୌଣସି ଭେଦଭାବ ନାହିଁ ବାର୍ତ୍ତା ଜାତୀୟ ସ୍ତରକୁ ଯାଉ କହିବା ସହିତ ରାଜନଗରରେ ଛୁଆଁ ଅଛୁଆଁ ମନୋଭାବ ନଥିବା ଗାଁ ଲୋକେ କହିଛନ୍ତି। 

Advertisment

କେନ୍ଦ୍ରାପଡ଼ା ରାଜନଗରରେ ଜାତିଆଣ ଆରୋପ ଅଭିଯୋଗ ଘଟଣା

ଘଡ଼ିଆମାଳ ଗ୍ରାମପଞ୍ଚାୟତ ନୂଆଗାଁରେ ପହଞ୍ଚିଲେ ସାଂସଦ ବୈଜୟନ୍ତ ପଣ୍ଡା
ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ଗାଁ ଲୋକଙ୍କ ସହ କଲେ ଆଲୋଚନା
ଅଙ୍ଗନବାଡ଼ି କେନ୍ଦ୍ରରେ ପଙ୍ଗତ ଭୋଜନରେ ଗାଁ ଲୋକଙ୍କ ସହ ବସି ଖାଇଲେ
ନିଜେ ଅଙ୍ଗନବାଡି ସହାୟିକା ଖାଦ୍ୟ ପରଷିଲେ 
କୌଣସି ଭେଦଭାବ ନାହିଁ ବାର୍ତ୍ତା ଜାତୀୟ ସ୍ତରକୁ ଯାଉ ବୋଲି ସମସ୍ତେ କହିଲେ

Community Feast Baijayanta Jay Panda
Advertisment
Related Articles
Advertisment