Advertisment

Ambulance Crashes: କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ, ୩ ଗୁରୁତର

ଘରେ ପଶିଗଲା ଆମ୍ବୁଲାନ୍ସ। ନୟାଗଡ଼ ଦଶପଲ୍ଲାରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ଦୁର୍ଘଟଣା। ବୁଗୁଡ଼ା ଛକରେ ଥିବା ଏକ ଘର ଭିତରକୁ ଭାରସାମ୍ୟ ହରାଇ ପଶି ଆସିଥିଲା ଆମ୍ବୁଲାନ୍ସ। ଦୁର୍ଘଟଣା ପରେ ଘରର କାନ୍ଥ ଭାଙ୍ଗି ୩ ଗୁରୁତର ହୋଇ ପଡିଛନ୍ତି।

author-image
Madhupriya Mistry
Accident

Accident Photograph: (OTV)

ଘରେ ପଶିଗଲା ଆମ୍ବୁଲାନ୍ସ। ନୟାଗଡ଼ ଦଶପଲ୍ଲାରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ଦୁର୍ଘଟଣା। ବୁଗୁଡ଼ା ଛକରେ ଥିବା ଏକ ଘର ଭିତରକୁ ଭାରସାମ୍ୟ ହରାଇ ପଶି ଆସିଥିଲା ଆମ୍ବୁଲାନ୍ସ। ଦୁର୍ଘଟଣା ପରେ ଘରର କାନ୍ଥ ଭାଙ୍ଗି ୩ ଗୁରୁତର ହୋଇ ପଡିଛନ୍ତି।

Advertisment

୩ ଗୁରୁତରଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ସମସ୍ତେ ଶୋଇଥିବାବେଳେ ଘଟିଥିଲା ଏ ଦୁର୍ଘଟଣା ଘଟିଛି। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତା’ର ତନାଘନା କରୁଛି ପୋଲିସ।

Odisha Nayagarh Accident
Advertisment