/odishatv-khabar/media/media_files/2025/11/19/weather-2025-11-19-18-29-15.jpg)
weather Photograph: (OTV)
ଶୀତ ଦିନେ ଲଘୁଚାପ ସମ୍ଭାବନା। ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପ ସୃଷ୍ଟି ସହ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବ। ୨୪ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତ ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଗତିର ଦିଗ ବଜାୟ ରଖିବ ଅବପାତ। ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ସମ୍ଭାବନା ରହିଛି।
ସେପଟେ ରାଜ୍ୟରେ ସାମାନ୍ୟ କମିଛି ଶୀତ ଲହରି। ଗତ କିଛି ଦିନ ହେବ ପ୍ରବଳ ଜାଡ଼ ହେଉଥିବା ବେଳେ ଗତକାଲିଠୁ ବଢିଛି ରାତି ତାପମାତ୍ରା। ଆଜିଠୁ ଥଣ୍ଡା ପ୍ରକୋପ ଆଉ ଟିକେ କମିପାରେ। ଆସନ୍ତା ୩ ଦିନ ଭିତରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଯାଏଁ ବୃଦ୍ଧି ପାଇବ। ତଥାପି ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଶୀତ ଅନୁଭୂତ ହେବ। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ସେହିପରି ରାଉରକେଲାରେ ସର୍ବାଧିକ ରହିଥିଲା କୁହୁଡିର ପ୍ରଭାବ।
ଆସୁଛି ଲଘୁଚାପ !
୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଲଘୁଚାପ ସୃଷ୍ଟି ସହ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବ
୨୪ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତ ସମ୍ଭାବନା
ପରବର୍ତ୍ତୀ ୪୮ ଘଣ୍ଟାରେ ଗତିର ଦିଗ ବଜାୟ ରଖିବ ଅବପାତ
ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ସମ୍ଭାବନା
Rise of Jitendra Maharana: କିଚେନ ଗାର୍ଡେନରୁ କମ୍ପାନୀ ମାଲିକ , ଭାଗ୍ୟ ବି ଏମିତି ବଦଳେ

Ayodhya Ram Temple: ପାଖେଇ ଆସୁଛି ଐତିହାସିକ ମୁହୂର୍ତ୍ତ , ରାମ ମନ୍ଦିର ଶିଖରରେ ଉଡିବ ଧାର୍ମିକ ଧ୍ବଜା

Before Delhi Blast: ସାମ୍ନାକୁ ଆସିଲା ଆତଙ୍କୀ ଉମର ନବୀର ପାଗଳାମୀର ଭିଡିଓ

Tribute in Cuttack: ହ୍ୟୁମାନଙ୍କ ପାଇଁ ସମର୍ପିତ, ଆଉ କେହି ଗାଇବେନି ଗୀତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)