Advertisment

Dense Fog: ଘନ କୁହୁଡି; ଲୁଚିଗଲା ରାଜଧାନୀ

ଭୁବନେଶ୍ୱର ଘନ କୁହୁଡ଼ି। ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ। କୁହୁଡିରୁ ଜନଜୀବନ ପ୍ରଭାବିତ। ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ। ରାସ୍ତାରେ ଦୃଶ୍ୟମାନ କ୍ଷମତା ହ୍ରାସ।

author-image
Chinmayee Sahoo
Dense Fog

Dense Fog Photograph: (OTV)

ଭୁବନେଶ୍ୱର ଘନ କୁହୁଡି। ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ପ୍ରବଳ କୁହୁଡିରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଜାତୀୟ ରାଜପଥରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇଥିଲା। 

Advertisment

ଗାଡିଗୁଡିକ ଧିରେ ଧିରେ ଯାଆସ କରୁଥିଲା। କୁହୁଡିରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେବଳ ଧଳା ଧୂଆଁର ଭ୍ରମ ସୃଷ୍ଟି ହୋଇଥିଲା। ବିଭିନ୍ନ ସ୍ଥାନରେ ଭିଜିବିଲିଟି ହ୍ରାସ ପାଇଥିଲା। କିଛି ଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଶୀତ ସହ କୁହୁଡି ମଧ୍ୟ ଅନୁଭୂତ ହେଉଛି।

Dense Fog
Advertisment
Related Articles
Advertisment