Advertisment

Today Panchang 20th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ। ଇଂରାଜୀରେ  ତାରିଖ ୨୦ ଶନିବାର। ଚନ୍ଦ୍ର- ଧନୁ ଅହୋରାତ୍ର। ତିଥି – ଅମାବାସ୍ୟା ପ୍ରାତଃ ୦୭.୧୩ ଗତେ ପ୍ରତିପଦ। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର।

author-image
Deepak Acharya
Panchang Today 28th August 2024

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ। ଇଂରାଜୀରେ  ତାରିଖ ୨୦ ଶନିବାର। ଚନ୍ଦ୍ର- ଧନୁ ଅହୋରାତ୍ର। ତିଥି – ଅମାବାସ୍ୟା ପ୍ରାତଃ ୦୭.୧୩ ଗତେ ପ୍ରତିପଦ। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୭.୪୬ ରୁ ୦୯.୦୨
ଦିବା – ୧୨.୦୫ ରୁ ୦୧.୦୫
ଦିବା – ୦୨.୨୬ ରୁ ୦୨.୫୮
ଦିବା – ୦୩.୪୧ ରୁ ୦୩.୪୭
ରାତ୍ରି – ୦୨.୪୯ ରୁ ୦୩.୪୨
ଅଶୁଭ ସମୟ-
ରାହୁକାଳ- ଦିବା ୦୯.୦୨ ରୁ ୧୦.୨୩
କାଳବେଳା - ପ୍ରାତଃ ୦୬.୨୦ ରୁ ୦୭.୪୧ ଓ ଦିବା ୦୩.୪୭ ରୁ ୦୫.୦୮
ବାରବେଳା- ଦିବା ୦୧.୦୫ ରୁ ୦୨.୨୬
କାଳରାତ୍ରି – ସନ୍ଧ୍ୟା ୦୫.୦୮ ରୁ ୦୬.୪୭ ଓ ନିଶାନ୍ତ ୦୪.୪୧ ରୁ ୦୬.୨୦

Advertisment
Panchang
Advertisment
Related Articles
Advertisment