/odishatv-khabar/media/media_files/2025/10/24/rain-2025-10-24-09-01-50.jpg)
rain Photograph: (OTV)
ଆସୁଛି ପଛକୁ ପଛ ଲଘୁଚାପ। ଗୋଟିଏର ପ୍ରଭାବ ସରି ନଥିବା ବେଳେ ଆସୁଛି ଆଉ ଗୋଟିଏ। ଆଜି ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୨୭ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବ। ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ସମେତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ...
ପୁଣି ଆସୁଛି ଲଘୁଚାପ, ବର୍ଷିବ ଜୋରଦାର !
କାଲି ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସମ୍ଭାବନା
ପ୍ରଭାବରେ ୨୭ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପୂର୍ବାନୁମାନ
ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଲଘୁଚାପ
ପରବର୍ତ୍ତୀ ୨୪ ଘଣ୍ଟାରେ ହୋଇପାରେ ଆହୁରି ଘନୀଭୂତ
କାଲି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା: ୟେଲୋ ୱାର୍ଣ୍ଣିଂ ଜାରି
Pitabas Panda Murder Case: ଧରାପଡ଼ି ନାହାନ୍ତି ପୀତବାସଙ୍କ ମର୍ଡର ପ୍ଲଟର ୨ ମାଷ୍ଟରମାଣ୍ଡ, ସୁଦର୍ଶନଙ୍କ ସରେଣ୍ଡର ପରେ ବଢ଼ିଲା ବିକ୍ରମ ପଣ୍ଡାଙ୍କ ଅଡୁଆ

SI Recruitment Mega Scam to Be Exposed: ଖୋଲିବ ପୋଲିସ୍ SI ନିଯୁକ୍ତି ମହାଦୁର୍ନୀତି ପେଡ଼ି, ଜାଲିଆତି ସିଣ୍ଡିକେଟରେ ଜଡିତ ବଡ଼ବଡ଼ିଆଙ୍କ ଛାତି ଧଡ଼ଧଡ଼

Land Deal Controversy: ଶିଳ୍ପ ନାଁରେ ସରକାରୀ ଜମି ବେପାର ଘୋଟାଲା, କିଟ୍ ସହ ସଂପୃକ୍ତ ସଂସ୍ଥାକୁ ଟ୍ରାନସଫର ପାଇଁ ଅନୁମତି

Sweeper Job Scam Worth ₹2 Crore Busted: ଝାଡୁଦାର ଚାକିରି ପାଇଁ ୨ କୋଟି ଠକେଇ, ଡେଲିଭରି ବୟରୁ ମାଷ୍ଟରମାଇଣ୍ଡ ବନିଲା ରାହୁଲ ରାୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)