ଗାଁରେ ଭାଙ୍ଗୁଛି କି ଶଙ୍ଖ ଦଳର ସଂଗଠନ ବନ୍ଧ ?
ଗାଁରେ ଛିଡୁଚି କି ବିଜେଡି? କାରଣ ବିଜେଡି ହାତରୁ ଖସୁଛନ୍ତି ପଞ୍ଚାୟତ ପ୍ରତନିଧି। ଯେଉଁଥିପାଇଁ ବିଜେଡି କହିଲାଣି ଯେ ବିଜେଡିକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ କରୁଛି ବିଜେପି। ଅନ୍ୟପଟେ ବିଜେପି କହିଛି ବିକାଶ ଧାରାରେ ସାମିଲ୍ ହେବା ଲାଗି ଦଳକୁ ଆସୁଛନ୍ତି ନେତା। ପ୍ରମିଳା ଆଣିଲେ ସାଂଘାତିକ ଅଭିଯୋଗ। 'ବିଜେଡିକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଛି ବିଜେପି'। ବିଜେପିର ଯୁକ୍ତି- ପାଦ ତଳୁ ମାଟି ଖସୁଥିବାରୁ ବାଉଳି ହେଉଛି ବିଜେଡି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)