/odishatv-khabar/media/media_files/2025/12/29/pucc-tension-2025-12-29-17-43-19.jpg)
PUCC Tension Photograph: (OTV)
ପଲ୍ୟୁସନ ସାର୍ଟିଫିକେଟ୍କୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ କଡା ଚେତାବନୀ। ନିୟମ ନ ମାନିଲେ ଦ୍ଣ୍ଡ ଭୋଗିବେ। ଫେବୃଆରୀ 1ରୁ କଡାକଡି ଫାଇନ ନିୟମ ଲାଗୁହେବ। ସବୁ ଗାଡିକୁ ପଲୁସନ ସାର୍ଟିଫିକେଟ ମିଳୁଛି। ମଧ୍ୟପ୍ରଦେଶର ଉଦାହରଣ ଦେଇ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ଯେଉଁଦିନ ପଲ୍ୟୁସନ ସରୁଛି ସେଦିନ ହିଁ ପୁଣି ପଲ୍ୟୁସନ ସାର୍ଟିଫିକେଟ ତିଆରି ହେଉଛି। ଆମେ ନୂଆ ନିୟମ କରିନାହୁଁ ପୁରୁଣା ନିୟମକୁ ଲାଗୁ କରିଛୁ। ଲୋକଙ୍କୁ ଗ୍ରୀନ ଷ୍ଟିକର ବି ଦିଆଯିବ। କିନ୍ତୁ ଏହା ଠିକ୍ ସମୟରେ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଓଡି଼ଶାରେ ଗାଡି ଏକ କୋଟିରେ ପହଂଚିଲାଣି। ଗାଡ଼ିରୁ ନିର୍ଗତ ଧୂଆଁକୁ ନେଇ ପଲ୍ୟୁସନ ସାର୍ଟିଫିକେଟ କରିବା ଆବଶ୍ୟକ। ପୂର୍ବ ଫାଇନକୁ ନେଇ ବିଚାର କରିବା ଆବଶ୍ୟକ ରହିଛି। 77ଲକ୍ଷ ଇ-ଚାଲାଣ ବାକି ଅଛି।
Advertisment
Advertisment



Related Articles
Tragic Incident at Nandankanan: ମା’ ହେଇଗଲା ପିଶାଚୀ; ଜନ୍ମଦେଇ ନିଜ ଛୁଆକୁ ଖାଇଦେଲା
POSTED

Humane Sagar Death: ହ୍ୟୁମାନ ମୃତ୍ୟୁ: ‘ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ’
POSTED

Husband-Wife Dies: ସ୍ୱାମୀ-ସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି; ବିଷ ପିଇଦେଲେ ଦମ୍ପତ୍ତି; ବିଚରା ଶିଶୁ ପୁତ୍ର…
POSTED

Hotel Room Death Mystery: ବାଲେଶ୍ବରରେ ହୋଟେଲ୍ ରୁମରେ ଡେଥ୍ ମିଷ୍ଟ୍ରି; ହଟିବ ସସପେନ୍ସ...
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)