/odishatv-khabar/media/media_files/2026/01/01/cold-wave-2026-01-01-10-37-32.jpg)
Cold Wave Photograph: (OTV)
ରାଜ୍ୟରେ ହାଲକା ଶୀତ କମିଥିବା ବେଳେ ବଢିଛି କୁହୁଡିର ପ୍ରକୋପ । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ। ଦୃଶ୍ୟମାନ ଦୂରତା ୫୦ ମିଟରୁ କମ୍ ରହିଛି। ଘନ କୁହୁଡ଼ି ଯୋଗୁଁ ଯାତାୟତରେ ଉପୁଜିଛି ସମସ୍ୟା । ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ କୁହୁଡ଼ିର ପ୍ରଭାବ ।
Advertisment
ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ କୁହୁଡ଼ିର ପ୍ରଭାବ । ଟ୍ରେନ୍ ଓ ବିମାନ ଚଳାଚଳ ପ୍ରଭାବିତ ଆଶଙ୍କା ରହିଛି । ଗାଡ଼ି, ଟ୍ରେନ୍ ଓ ବିମାନ ଚଳାଚଳ ପ୍ରଭାବିତ ଆଶଙ୍କା । ଆସନ୍ତା ୪ ଦିନରେ ଶୀତ ଆହୁରି କମିବା ନେଇ ପାଣିପାଗ ବିଭାଗର ସୂଚନା ।
ରାଜ୍ୟରେ ହଲକା ଶୀତ କମିଛି, ବଢିଛି କୁହୁଡିର ପ୍ରକୋପ
ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ
Advertisment
Advertisment



Related Articles
New Year's celebrations: ନ୍ୟୁଜିଲାଣ୍ଡରେ ନୂଆବର୍ଷର ପ୍ରଥମ ଝଲକଠାରୁ ନୂଆବର୍ଷ ଆରମ୍ଭ, ୨୦୨୬ କୁ ବେସ୍ ଧୁମଧାମରେ ସ୍ୱାଗତ
POSTED

New Year 2026: ନୂଆ ସଙ୍କଳ୍ପ, ଅନେକ ଆଶା ନେଇ ବର୍ଷ ୨୦୨୬କୁ ୱେଲକମ୍
POSTED

Yearly Horoscope 2026: ଜାନୁଆରୀ ୧ରୁ ଆରମ୍ଭ ହେବ ଏହି ରାଶିଙ୍କର ଶୁଭ ସମୟ...
POSTED

Daily Horoscope 1st January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)