Advertisment

ସୌରଶକ୍ତି ଯୋଗାଣ ଚୁକ୍ତି ଲାଗି ଓଡ଼ିଶାର ସରକାରୀ ଅଧିକାରୀଙ୍କୁ ଆଦାନୀ ଦେଇଛି ମୋଟା ଅଙ୍କର ଲାଞ୍ଚ

ବିଜେଡି ସରକାର ଅମଳର କିଏ ସେ ଅଧିକାରୀ, କେଉଁ ମନ୍ତ୍ରୀଙ୍କ ସମୟରେ ହୋଇଛି ଏତେବଡ଼ ଲାଞ୍ଚ କାରବାର ତାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି ।

Advertisment

ସୌରଶକ୍ତି ଯୋଗାଣ ଚୁକ୍ତି ଲାଗି ଓଡ଼ିଶାର ସରକାରୀ ଅଧିକାରୀଙ୍କୁ ଆଦାନୀ ଦେଇଛି ମୋଟା ଅଙ୍କର ଲାଞ୍ଚ । ଆମେରିକା କୋର୍ଟରେ ଆଦାନୀ ବିରୋଧରେ ମାମଲାରୁ ଏ ତଥ୍ୟ ପଦାକୁ ଆସିବା ପରେ ଓଡ଼ିଶାରେ ହଇଚଇ । ବିଜେଡି ସରକାର ଅମଳର କିଏ ସେ ଅଧିକାରୀ, କେଉଁ ମନ୍ତ୍ରୀଙ୍କ ସମୟରେ ହୋଇଛି ଏତେବଡ଼ ଲାଞ୍ଚ କାରବାର ତାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ