/odishatv-khabar/media/media_files/2026/01/14/buda-p-2026-01-14-15-31-53.jpg)
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝର ରାଜନଗର ନିକଟ ବୈତରଣୀର ଶୈବ୍ୟା କାବେରୀ ଘାଟରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିିଲା । ଗତବର୍ଷ ମୁଖ୍ୟମନ୍ତ୍ରୀ ପାଟଣା ପରମେଶ୍ବର ଶିବ ମନ୍ଦିର ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଥିଲେ ।
Advertisment
କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ପର୍ବ । ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ୫ ରୁ ୭ଦିନ ଧରି ଧୁମଧାମରେ ପାଳନ କରିଥାନ୍ତି । ମୁଖ୍ୟମନ୍ତ୍ରୀ ବିଧାୟକ ଥିବା ବେଳେ ମଧ୍ୟ ପୂଣ୍ୟତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଉଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ପରମ୍ପରା ନଭୁଲି ଗଣପର୍ବରେ ସାମିଲ ହେଉଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମକର ବୁଡ ପକାବାକୁ ଯାଇଥିବା କାରଣରୁ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
Advertisment
Advertisment



Related Articles
Kohli Is Back at No.1: ସମସ୍ତଙ୍କୁ ପଛରେ ପକାଇଲେ କୋହଲି, ପୁଣି ନମ୍ବର ୱାନ୍
POSTED

From Daily Struggle to Musical Dreams: ଚର୍ଚ୍ଚାରେ ଦେବିଶ୍ରୀ...ଜୀବନ ଯନ୍ତ୍ରଣା ଭିତରେ ଗାୟିକା ହେବାର ସ୍ବପ୍ନ
POSTED

Odisha Home Dept Silent: ସରକାରଙ୍କ ବୋଲ ମାନୁନାହାନ୍ତି ଅଧିକାରୀ, ଦେଉନାହାନ୍ତି ତଥ୍ୟ
POSTED

Compassion Behind the Khaki: ଥାନାରେ ଶୁଭୁଛି କୁଆଁ କୁଆଁ ଶବ୍ଦ, ଖାକି ବର୍ଦ୍ଦିଧାରୀ ଶୁଣାଉଛନ୍ତି ଲୋରି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)