/odishatv-khabar/media/media_files/2025/09/27/liquor-size-2025-09-27-17-05-55.jpg)
ମଦ ଭାଟି ଉପରେ ରେଡ୍ Photograph: (OTV)
ପୂଜା ପାଇଁ ରାଜଧାନୀରେ ଚାଲିଥିଲା ଦେଶୀମଦ ପ୍ରସ୍ତୁତି। ଖବର ପାଇ ଭୁବନେଶ୍ବର ସାଲିଆସାହିରେ ଅବକାରୀ ବିଭାଗ କରିଛି ବଡ଼ ରେଡ୍। ଦେଶୀ ମଦ ଭାଟି ଉପରେ ହୋଇଛି ଅତର୍କିତ ଚଢାଉ।
Advertisment
ସିକ୍ରେଟ୍ ଚାମ୍ବରରେ ହେଉଥିଲା ମଦ ପ୍ରସ୍ତୁତି। ଆଗରେ ଘର ଆଉ ଭିତରେ ଗୁପ୍ତ ଭାବେ ଥିଲା ମଦ ଭାଟିକୁ ରାସ୍ତା। ଚଢ଼ାଉ କରି ଶହଶହ ଲିଟର ଦେଶୀ ମଦ ଜବତ ସହିତ କୁଇଣ୍ଟାଲ୍ କୁଇଣ୍ଟାଲ୍ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ। ସେପଟେ ଅବକାରୀ ବିଭାଗକୁ ଦେଖି ଘଟଣାସ୍ଥଳରୁ ଭାଟି ଛାଡି ମାଲିକ ଚମ୍ପଟ ମାରିଛି।
Advertisment



Related Articles
Sonam Wangchuk Arrested: ଲଦାଖ ହିଂସାରେ ନୂଆ ମୋଡ, ସୋନମ ୱାଙ୍ଗଚୁକ ଗିରଫ
POSTED

She Cried Out for Love: ସେ ହାତୀ ହେଲେ କ’ଣ ହେଲା, ସେ ବି ସ୍ନେହ-ପ୍ରେମରେ ବନ୍ଧା
POSTED

Modi’s Grand Road Show: ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ଼ ସୋ'...ମୋଦିଙ୍କୁ ଦେଖି ଉତ୍ସାହିତ ଲୋକେ...
POSTED

Development Projects in Jharsuguda: ୬୦ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଭେଟି, ୯୭ ହଜାର ୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)