/odishatv-khabar/media/media_files/2026/01/15/kite-2026-01-15-17-59-55.jpg)
ପୁଣି ଥରେ ଗୁଡ଼ି ସୂତା ଲାଗି ରକ୍ତାକ୍ତ ହେଲେ ଯୁବକ। କଟକରେ ଗୁଡ଼ି ସୂତା ଲାଗି ପୁଣି ଜଣେ ଯୁବକ ଆହତ ହୋଇଛନ୍ତି। ଖାନନଗର ଟ୍ରାଫିକରେ ବାଇକରେ ଯିବା ବେଳେ ନାକରେ ଲାଗିଗଲା ସୂତା। ରକ୍ତାକ୍ତ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ଯୁବକ।
Advertisment
Advertisment



Related Articles
Kendrapara Labour: କେନ୍ଦ୍ରାପଡ଼ା ଶ୍ରମିକ କୋଟିପତି, ବିଦେଶରୁ ଆସୁଛି ହଜାର ହଜାର ଡଲାର
POSTED

Man died falling into open drain : ସାଲିଆସାହିରେ ଅଘଟଣ, ମୁକୁଳା ଡ୍ରେନ୍ ନେଲା ଯୁବକଙ୍କ ଜୀବନ
POSTED

Power Projection: ଇରାନ ଅଭିମୁଖେ ଯାଉଛି ଆମେରିକୀୟ ଯୁଦ୍ଧଜାହାଜ, ଏକାକୀ ମୁକାବିଲା କରିପାରିବ ସମଗ୍ର ସେନାର
POSTED

Nipah virus : ପଶ୍ଚିମବଙ୍ଗରେ ଚିହ୍ନଟ ହେଲେ ‘ନିପା ଭୂତାଣୁ’ ଆକ୍ରାନ୍ତ, ଓଡିଶାରେ ବଢିଲା ଛନକା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)