/odishatv-khabar/media/media_files/2026/01/15/saliasahi-2026-01-15-17-44-03.jpg)
ମୁକୁଳା ଡ୍ରେନ୍ ନେଲା ଜୀବନ । ଭୁବନେଶ୍ବର ସାଲିଆସାହିରେ ମୁକୁଳା ଡ୍ରେନରେ ଖସିପଡି ଯୁବକଙ୍କ ମୃତ୍ୟୁ । ନୂଆ ରାସ୍ତା ପାଇଁ ତିଆରି ହେଉଥିବା ଡ୍ରେନ୍ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ ।
Advertisment
ବିଏମସି ତରଫରୁ ନୂଆ ରାସ୍ତା ପାଇଁ ପ୍ରସ୍ତୁତ ହେଉଥିବା ରାସ୍ତା କଡ ଡ୍ରେନରେ ଗୋଡ ଖସିଯିବାରୁ ମୁକୁଳା ଡ୍ରେନରେ ପଡିଯାଇଥିଲେ ସେହି ବସ୍ତିର ସିନୁ ଗାଗରାଇ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ଘଟଣାକୁ ନେଇ ବିଏମସି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।
Advertisment



Related Articles
Nipah virus : ପଶ୍ଚିମବଙ୍ଗରେ ଚିହ୍ନଟ ହେଲେ ‘ନିପା ଭୂତାଣୁ’ ଆକ୍ରାନ୍ତ, ଓଡିଶାରେ ବଢିଲା ଛନକା
POSTED

Childless Couple Protests : ଛୁଆକୁ ଫେରାଇବାକୁ ଦାବି କରି, ଜିଲ୍ଲାପାଳଙ୍କ ଅଫିସରେ ଦମ୍ପତ୍ତିଙ୍କ ଜୀବନ ହାରିବାକୁ ଉଦ୍ୟମ
POSTED

ED Row Escalates: ମମତା ବାନାର୍ଜୀ ବନାମ ଇଡି ବିବାଦ, ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ସରକାରଙ୍କୁ ୫ ବଡ଼ ଝଟକା
POSTED

Protests against coal mining : କୋଇଲା ଖଣିକୁ ବିରୋଧ ବେଳେ ଖଣ୍ଡଯୁଦ୍ଧ, ଠିକା କମ୍ପାନୀ ଓ ଗାଁ ଲୋକ ମୁହାଁମୁହିଁ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)