୨୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ।
୨୪ ଘଣ୍ଟାରେ ଝେଙ୍ଗଜୋ ପ୍ରଦେଶରେ ୫୫୨.୫ ମିଲିମିଟର ବର୍ଷା ହୋଇଛି। ଏଠାରେ ବର୍ଷକୁ ଯେତେ ବୃଷ୍ଟିପାତ ହୁଏ। ଏହା ତାର ୮୭ ପ୍ରତିଶତ। କାର ଓ ଅନ୍ୟ ଯାନବାହାନ ପାଣିରେ ଭାସୁଥିବା ବେଳେ ଘରଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ନଦୀ ଓ ସମୁଦ୍ରର ସ୍ଥିତି ରାତି ଅଧରେ ଲୋକଙ୍କ ଘରେ ଅଣ୍ଟାଏ ଉଚ୍ଚର ପାଣି ପଶିବାରୁ ଆକ୍ତାମାକ୍ତା ହୋଇପଡ଼ିଥିଲା ଜନଜୀବନ। ଏପଟେ ରାସ୍ତାଘାଟର ଦୃଶ୍ୟ ନକହିବା ଭଲ।