• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vk Pandian

Rift in BJD
Rift in BJD: ରାଗିଲେଣି ବିଜେଡି ନେତା, ଓଡ଼ିଶାରୁ ପାଣ୍ଡିଆନଙ୍କୁ ବିଦା କରିବେ ନବୀନ ?

ପ୍ରଥମ ଥର ପାଇଁ ନବୀନ ନିବାସରେ ଶୁଭିଲା ପାଣ୍ଡିଆନ୍‌ ଗୋ ବ୍ୟାକ୍‌ ନାରା । ତୁରନ୍ତ ସସ୍ମିତଙ୍କୁ ସସ୍‌ପେଣ୍ଡ କର । ଓଡ଼ିଶାରୁ ଭିକେ ପାଣ୍ଡିଆନଙ୍କୁ ବିଦା କର ।  ପାଣ୍ଡିଆନ୍‌ ବିଦା ହେଲେ ବଞ୍ଚିଯିବ ବିଜେଡି । ଇଏ ନବୀନ ନିବାସ ଆଗରେ ସଂଖ୍ୟାଲଘୁ ନେତାଙ୍କ ଗର୍ଜନ ।

Special Story: BJD MPs Support Panidan, Say Party President Knows Everything
BJD Politics: 'ନବୀନ ସବୁ ଜାଣିଛନ୍ତି, ତାଙ୍କ କହିବାନୁସାରେ ସାଂସଦ ଭୋଟ ଦେଇଛନ୍ତି'

ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ଜଣକ ପରେ ଜଣେ ସାଂସଦ । କହିଲେ ବିଜେଡି ମୁଖିଆ ନବୀନ ସବୁ ଜାଣିଛନ୍ତି । ତାଙ୍କ କହିବାନୁସାରେ ସାଂସଦମାନେ ବିବେକାନୁମୋଦିତ ଭୋଟ ଦେଇଛନ୍ତି ।

BJD Split in Halves
BJD Split in Halves: ଦି' ଫାଳ ବିଜେଡି; ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ

ପାଣ୍ଡିଆନଙ୍କ ପାଇଁ ବିଜେଡି ଦି' ଫାଳ । ଗୋଟିଏ ପଟେ ପାଣ୍ଡିଆନଙ୍କ ବିରୋଧରେ ନବୀନ ନିବାସ ଭିତରେ ଓ ନବୀନଙ୍କ ସମ୍ମୁଖରେ ପଡ଼ିଲା ନାରା । ଅନ୍ୟପଟେ ପାଣ୍ଡିଆନଙ୍କ ସପକ୍ଷରେ ଖୋଲୋଖୋଲି ବାହାରିଲେ ୪ ସାଂସଦ । ଦେବାଶିଷ ସାମନ୍ତରାୟଙ୍କୁ କାଉଣ୍ଟର କରି ଏହି ଚାରି ସାଂସଦ ମନ୍ତବ୍ୟ ସ୍ପଷ୍ଟ କରିଛି, ବିଜେଡିରେ ପାଣ୍ଡିଆନ୍ ସପକ୍ଷ ଓ ବିପକ୍ଷ ଦୁଇଗୋଷ୍ଠୀ ।

ବିଜେଡି ଦୁଇଫାଳ
Rift in BJD: ପାଣ୍ଡିଆନଙ୍କୁ ଦୋଷ ଦେବାରୁ ସହି ପାରିଲେନି... ସାରଙ୍କ ପାଇଁ ବାହାରିଲେ ଏହି ତିନି ସାଂସଦ..

ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ୩ ସାଂସଦ । ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟ ପରେ ପାଣ୍ଡିଆନଙ୍କ ପାଇଁ ଓକିଲାତି କଲେ ସାଂସଦ ନିରଞ୍ଜନ ବିଶି, ମାନସ ମଙ୍ଗରାଜ, ସୁଲତା ଦେଓ । ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି ବୋଲି ଲେଖିଲେ ।

\'Pandian Go Back\' Slogan Echoes Outside Naveen Nivas in Bhubaneswar
ନବୀନ ନିବାସରେ ପାଣ୍ଡିଆନ ଗୋ ବ୍ୟାକ୍ ନାରା

‘ପାଣ୍ଡିଆନ ହଟାଅ,  ବିଜେଡି ବଞ୍ଚାଅ। ପାଣ୍ଡିଆନ ଗୋ ବ୍ୟାକ୍।’ ଆଜି ଏପରି କିଛି ନାରାରେ ପ୍ରକମ୍ପିତ ହୋଇଥିଲା ନବୀନ ନିବାସ ଓ ତାହାର ଆଖପାଖ ଅଞ୍ଚଳ।

ଆସୁଛନ୍ତି ସୁଜାତା ?
Special Story: ବିଜେଡିରେ ଯୋଗଦେବେ ସୁଜାତା ! ଧରିବେ ଶଙ୍ଖ ଦଳର ମଙ୍ଗ ?

ରାଜନୀତିର ପରଦା ପଛରେ କେଉଁ ଗୋଟି ଚଳାଉଛନ୍ତି ପାଣ୍ଡିଆନ୍‌ ? ସୁଜାତାଙ୍କୁ ବିଜେଡିରେ ସାମିଲ ନେଇ କରୁଛନ୍ତି କି ଯୋଜନା ? ହଠାତ୍‌ ସୁଜାତା VRS ନେଲେ କାହିଁକି ?

BJD
Odisha Politics: ଆସୁଛନ୍ତି ସୁଜାତା

ବିଜେଡିର ମଙ୍ଗ ଧରିବେ କି ସୁଜାତା ? ପାଣ୍ଡିଆନଙ୍କୁ ଜନତାଙ୍କ ପ୍ରତ୍ୟାକ୍ଷାନ ପରେ ସୁଜାତାଙ୍କ ଉପରେ ଭରସା କରିବେ କି ନବୀନ ? ସକ୍ରୀୟ ରାଜନୀତିରେ ପାଣ୍ଡିଆନ୍‌ ନଥିଲେ ମଧ୍ୟ ଏବେ ପାଣ୍ଡିଆନ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ହେଉ କି ୱାକଫ୍‌ ବିଲକୁ ନେଇ ସସ୍ମିତଙ୍କ ଓଲଟା ମନ୍ତବ୍ୟ, ସବୁରି ପଛରେ ପାଣ୍ଡିଆନଙ୍କ ଭୂମିକା ଥିବା କୁହାଯାଉଛି ।

naveen
Naveen-Pandian Targeted: ମୁଖ୍ୟ ପରାମର୍ଶଦାତାଙ୍କ ଦ୍ବାରା ନବୀନ ଏବେ ଗୃହବନ୍ଦୀ, ନବୀନ-ପାଣ୍ଡିଆନ୍ ଯୋଡ଼ିଙ୍କୁ ଟାର୍ଗେଟ୍

ରାଜ୍ୟସଭା 'ବିବେକ ଖେଳ'କୁ ନେଇ ବଳଶାଳୀ ହେବାରେ ଲାଗିଛି ବିଜେଡି ଝଡ଼। କାଲି ଦେବାଶିଷଙ୍କ ପରେ ଆଜି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବରିଷ୍ଠ ନେତା ଭୂପିନ୍ଦିର ସିଂ ବି ନବୀନ-ପାଣ୍ଡିଆନ୍ ଯୋଡ଼ିକୁ ଜୋରଦାର ନିଶାନା କରିଛନ୍ତି।

bjd
Pandian destroyed BJD: ପାଣ୍ଡିଆନଙ୍କ ବିରୋଧରେ ତେଜୁଛି ଅସନ୍ତୋଷ, ଦଳ ପାଇଁ ବୋଝ କହିଲେ ପ୍ରଭାତ

୨୪ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ବିଜେଡିରେ ଫାଟ ଜଳଜଳ ହୋଇ ପଦାରେ ପଡିଲାଣି। ଜଣଙ୍କ ପରେ ଜଣେ ନେତା ସାମ୍ନାକୁ ଆସି ଭିକେ ପାଣ୍ଡିଆନଙ୍କୁ ବିରୋଧ କରିବା ଆରମ୍ଭ କଲେଣି। ପ୍ରଥମରୁ କିଛି ନେତା ନାମ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ। ତେବେ ରବିବାର ଖୋଲାଖୋଲି ପାଣ୍ଡିଆନଙ୍କୁ ନିଶାନା ବନାଇଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ।

ଏବେ ନବୀନଙ୍କ ମଉନବ୍ରତ !
Special Story: ସବୁ ଜାଣି ନବୀନ ଚୁପ୍‌, କେବେ ଖୋଲିବ ତୁଣ୍ଡ ?

ନବୀନ ବସିଛନ୍ତି ଚୁପ୍‌ । ନା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ନା ଦଳ ଭିତରେ ଶୃଙ୍ଖଳାର ପାଠ ପଢ଼ାଉଛନ୍ତି । ଫଳରେ ପଦାରେ ପଡ଼ୁଛି କନ୍ଦଳ, ମୁହଁ ଖୋଲୁଛନ୍ତି ନେତା ।

pandian
Pandian is actual vilian: ଭିଲେନ୍ ନୁହଁନ୍ତି ସସ୍ମିତ୍ ପାତ୍ର, ଖେଳ ପଛରେ ପାଣ୍ଡିଆନ

ୱାକଫ୍ ବିଲ୍ କୁ ନେଇ ବିଜେଡିର ୟୁଟର୍ଣ୍ଣ ପଛର ମୁଖ୍ୟ ଖେଳାଳି ସସ୍ମିତ ପାତ୍ର ନୁହଁନ୍ତି ବରଂ ମୁଖ୍ୟ ପରାମର୍ଶଦାତା। ଆଜି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଏଭଳି ବିସ୍ଫୋରଣ ବିଜେଡିରେ ସୃଷ୍ଟି କରିଛି ବଡ଼ କଂପନ। ନାଁ ନେଇ ନେଇ ସିଧା ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ଦେବାଶିଷ। ଏମିତିକି ୟା ପଛରେ ବିଜେପି ସହ ଡିଲ୍ ହୋଇଥିବା ଅଭିଯୋଗ ଆଣି, ବିଜେଡିକୁ ନିନ୍ଦିତ କରିଥିବା ବ୍ୟକ୍ତି ବିରୋଧରେ ଦଳ ସଭାପତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି।

pandian
VK Pandian: ବିଜେଡିରେ ତୀବ୍ର ପାଣ୍ଡିଆନ୍ ବିରୋଧୀ ସ୍ବର, ନବୀନଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ

ବିଜେଡିରେ ବଢୁଛି ପାଣ୍ଡିଆନ୍ ବିରୋଧୀ ସ୍ବର। ଧୈର୍ଯ୍ୟର ବାଡ ଭାଙ୍ଗିଲା। ହଟାଇବା ପ୍ରଚେଷ୍ଟା ଆରମ୍ଭ ହେଲା। ଯୁବଠୁ ବରିଷ୍ଠ ଏବେ ପାଣ୍ଡିଆନଙ୍କୁ ବିଦା କରିବାକୁ ଆରମ୍ଭ କଲେଣି ମିଶନ। ରାଜ୍ୟ ସଭାରେ ସସ୍ମିତ ପାତ୍ରଙ୍କ ୱକ୍ଫ ବିଲ୍ ଆଭିମୁଖ୍ୟ ପରେ ବିଜେଡି ଫାଳ ଫାଳ! ସସ୍ମିତ ଯେ ବଲି କା ବକ୍ରା ତାହା ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଥାରୁ ସ୍ପଷ୍ଟ।

BJD
VK Pandian in BJD Controversy: ଫେଲ୍ ମାରିଗଲା ପାଣ୍ଡିଆନ ପ୍ଲାନ, ଏବେ କରିବେ କ’ଣ ?

ପାଣ୍ଡିଆନ ପଛରେ ରହି ଏବେ ବି ଦଳକୁ ନିୟନ୍ତ୍ରଣ କରୁଛନ୍ତି । କିନ୍ତୁ ପୁଣି ସାମନାକୁ ଆସି ଦଳର ମଙ୍ଗ ଧରିବାକୁ ଯୋଜନା କରିଥିଲେ । ଆସିକା ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡିର ଜଣେ ଯୁବନେତ୍ରୀ ଗତକାଲି ନବୀନ ନିବାସ ଆସିଥିଲେ । ତାଙ୍କ ସହ ତାଙ୍କର ଅନେକ କର୍ମୀ ମଧ୍ୟ ଆସିଥିଲେ । ଯୋଜନା ମୁତାବକ ସେମାନେ ପାଣ୍ଡିଆନଙ୍କୁ ପୁଣି ଦଳକୁ ଫେରାଇ ଆଣିବାକୁ ସଭାପତିଙ୍କୁ ଅନୁରୋଧ କରିଥାଆନ୍ତେ । କିନ୍ତୁ ସେହି ସମୟରେ ବିଧାନସଭାରେ ବିରୋଧୀ ଦଳର ଉପନେତା ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନଙ୍କର ଏକ ଟିମ୍ ଆସି ପହଞ୍ଚିଥିଲେ ନବୀନ ନିବାସରେ ।

ଏବେବି ଚାଲୁଛି ପାଣ୍ଡିଆନ ରାଜ ?
Odisha Politics: ସୁଜାତା କାର୍ତ୍ତିକେୟନଙ୍କ VRS ପରେ, ସାଂଘାତିକ ଅଭିଯୋଗ ଆଣିଲେ ପିସିସି ସଭାପତି

ଆଇଏଏସ ସୁଜାତା ରାଉତ କାର୍ତ୍ତିକେୟନଙ୍କ VRSକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ । ପିସିସି ସଭାପତି ଦେଲେ ସାଂଘାତିକ ବୟାନ । ଆଜି ବିସ୍ଫୋରକ ବୟାନ ଦେଇ ବିଜେପି-ବିଜେଡି ସଂପର୍କରେ ପ୍ରଶ୍ନବାଚୀ ଲଗାଇଛନ୍ତି ଭକ୍ତ ।

Naveen Patnaik
ଏବେ ବି ଏକ୍‌ ନବୀନ-ପାଣ୍ଡିଆନ୍‌ !

ହମ୍‌  ଦୋନୋ  ସାଥ୍‌  ସାଥ୍‌... ଜିତେଙ୍ଗେ ହମ୍‌ ହାରେଙ୍ଗେ ହମ୍‌... ମୁଖ୍ୟମନ୍ତ୍ରୀ ଥିବାବେଳେ ଛାଇ ହୋଇଥିଲି, ପଦ ଯିବା ପରେ ବି ନବୀନଙ୍କ ସାଥୀରେ ସେମିତି ଅଛି...ଏବେ ବି ଏକ୍‌  ନବୀନ- ପାଣ୍ଡିଆନ୍‌...

ରାଜନୀତି କରିବେ ନା ରାଜ୍ୟ ଛାଡ଼ିବେ ?
କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ?

ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ? ବିଜେଡିରେ ଯୋଗ ଦେବେ ନା ବିଦେଶ ପଳେଇବେ ? କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ?

ରାଜନୀତି କରିବେ ନା ରାଜ୍ୟ ଛାଡ଼ିବେ ?
Sujata Karthikeyan: କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ? ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ?

ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ? ବିଜେଡିରେ ଯୋଗ ଦେବେ ନା ବିଦେଶ ପଳେଇବେ ? କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ?

naveen
ଓଡ଼ିଶା ଫେରିଲେ ନବୀନ ପାଣ୍ଡିଆନ

#ଓଡ଼ିଶା_ଫେରିଲେ_ନବୀନ_ପାଣ୍ଡିଆନ ଓଡ଼ିଶା ଫେରିଲେ ନବୀନ-ପାଣ୍ଡିଆନ । ଗତକାଲି ରାତି ପ୍ରାୟ ସାଢେ ୧୨ଟାରୁ ଗୋଟାଏ ମଧ୍ୟରେ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି । ଉଭୟ ଭୁବନେଶ୍ବର ବିମାନ ବନ୍ଦରରେ ଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।

sujata
ରାଗିଲେ ସୁଜାତା ଛାଡ଼ିଦେଲେ ଚାକିରି !

#ରାଗିଲେ_ସୁଜାତା #ଛାଡ଼ିଦେଲେ_ଚାକିରି ! ୩୧ ମେ’ ୨୦୨୪ରୁ ୨୬ ନଭେମ୍ବର ୨୦୨୪ । ମ୍ୟାଡ୍ୟାମ୍‌ ନେଇଥିଲେ ୬ ମାସର ଲମ୍ବା ଛୁଟି । କାରଣ ଥିଲା ଚାଇଲ୍ଡ କେୟାର ଲିଭ । ନବୀନ ସରକାରରେ ଥିବାବେଳେ ସୁଜାତା କରିଥିଲେ ଆବେଦନ, ସଙ୍ଗେ ସଙ୍ଗେ ସରକାର ବି ଦେଇଥିଲେ ଛୁଟି । ହେଲେ ପରେ.

Sujata Kartikeyan
Sujata Kartikeyan VRS: IAS ଚାକିରି ଛାଡ଼ିଲେ ସୁଜାତା କାର୍ତ୍ତିକେୟନ, ପୂର୍ବରୁ ସ୍ୱାମୀ ପାଣ୍ଡିଆନ ଛାଡ଼ିଥିଲେ ଚାକିରି

ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ VRS ପାଇଁ ସୁଜାତା ଆବେଦନ କରିଥିଲେ। ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ହେଉଛନ୍ତି ସୁଜାତା । ପୂର୍ବରୁ VRS ନେଇ ରାଜନୀତିକୁ ଆସିଥିଲେ ପାଣ୍ଡିଆନ । ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ ।

Naveen Patnaik
Naveen Patnaik: ସାଙ୍ଗ ହୋଇ ଫେରିଲେ ନବୀନ ଓ ପାଣ୍ଡିଆନ୍, ଯାଇଥିଲେ ରାଜ୍ୟ ବାହାରକୁ

ନବୀନ ଓ ପାଣ୍ଡିଆନ ଭୁବନେଶ୍ବର ବିମାନ ବନ୍ଦରରେ ଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁହେଁ ଏକାଠି ବିମାନରେ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି। ଗତକାଲି କୋଏମ୍ବାଟୁର ଏୟାରପୋର୍ଟରେ ଏହି ଦୁଇଜଣଙ୍କୁ ଦେଖିବାକୁ ମିଳିଥିଲା ।

pandian
Mines Scam: ଏକ୍ ଆଦମି ସବକୋ ଉଲ୍ଲୁ ବନା ଦିୟା: ଖଣିମନ୍ତ୍ରୀ

ବିଧାନସଭାରେ ଖଣି ମନ୍ତ୍ରୀଙ୍କ ସାୟରୀ। ଆଉ ସେହି ସାୟରୀ ଆଳରେ ପୂର୍ବ ବିଜେଡି ସରକାରକୁ ନିଶାନା। ନାଁ ନନେଇ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ। କେମିତି ଖଣି ଲୁଟ କରି ଓଡ଼ିଶାର ସଂପତ୍ତିର ହରିଲୁଟି ହୋଇଛି ଏବଂ ଜଣେ ଲୋକ କିଭଳି ବିଜେଡିର ସର୍ବେସର୍ବା ବନିଯାଇଥିଲା ତାର ଗୁମର ଖୋଲିଛନ୍ତି ବିଭୂତି।

ପାଣ୍ଡିଆନ୍‌ ନବୀନଙ୍କୁ ଗୋଇଠା ମାରିଥିଲେ
'ନବୀନଙ୍କୁ ପାଗଳ କରି ରଖାଯାଇଥିଲା'

କେତେବେଳେ ଫ୍ଲାଇଂ କିସ୍ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ ନବୀନ। ପାଣ୍ଡିଆନ କେତେବେଳ ତାଙ୍କ ହାତ ମାଡି ବାସୁଥିଲେ, ଗୋଇଠା ମାରୁଥିଲେ। କିନ୍ତୁ ଏବେ ନବୀନ ସୁନ୍ଦର ଭାବେ ସମସ୍ତଙ୍କ ସହ ମିଶୁ ଛନ୍ତି, ସୁନ୍ଦର ଭାବେ କଥା ହେଉଛନ୍ତି।

Pandian Action Against Naveen
Pandian Action Against Naveen: ‘ନବୀନ ବାବୁଙ୍କୁ ପାଗଳ କରି ରଖା ଯାଇଥିଲା’

ପଦ୍ମଲୋଚନ କହିଛନ୍ତି ନବୀନ ବାବୁଙ୍କୁ ପାଗଳ କରି ରଖା ଯାଇଥିଲା। କିଛି ବୁଝି ପାରୁ ନଥିଲେ, କିଛି ଜାଣି ପାରୁନଥିଲେ। କେତେବେଳେ ଫ୍ଲାଇଂ କିସ୍ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ ନବୀନ।

ରାଜା ପକେଟ୍‌ରେ ଥିଲେ ଏସ୍‌ପି, କଲେକ୍ଟର
Badri Patra On Raja Chakra: ବଦ୍ରିଙ୍କ ବିସ୍ଫୋରକ ବୟାନ; କହିଲେ, ରାଜାଙ୍କୁ ଫୁଲ୍‌ ପ୍ରୋତ୍ସାହନ ଦେଇଥିଲେ ଜିଲ୍ଲାପାଳ ଓ ଏସପି

ରାଜାର କଳା କାରନାମା ପାଇଁ ଜିଲ୍ଲାପାଳ ଓ ଏସ୍‌ପି ଫୁଲ୍ ପ୍ରୋତ୍ସାହନ ଦେଇଥିଲେ, ଏମିତିକି ରାଜାଙ୍କ ବେପାରରେ ଭାଗିଦାର ଥିଲେ । ଖଣିଠୁ ଚୋରାଚାଲାଣ ଯାଏଁ ସବୁ କିଛିରେ ରାଜାଙ୍କୁ ଖୋଜା ପଡ଼ୁଥିଲା ।