ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏବେ ଯାଏଁ ୮୫ଟି ପ୍ଲଟ ଠାବ ହେଲାଣି । ତା ଭିତରୁ କେବଳ ଜଳେଶ୍ବରରେ ୮୦ଟି ପ୍ଲଟ୍ ରହିଛି ।
ସପ୍ତାହ ଭିତରେ ଭିଜିଲାନ୍ସ ଜାଲରେ ପଡିଲେଣି ତିନି ତିନି ଜଣ ବଡ଼ ବାବୁ। ପ୍ରଥମେ ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ରାଉତ, ପରେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଏବଂ ଏବେ ପାଳି ପଡିଛି ଜଟଣୀ ବ୍ଲକ୍ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କର।
ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ୪ ଦିନ ତଳେ ଜଣେ ବରିଷ୍ଠ ଯନ୍ତ୍ରୀ ସୁନୀଲ ରାଉତଙ୍କ ଆଖି ତରାଟିଲା ଭଳି ଧନସଂପତ୍ତି ମିଳିଥିଲା ।
ବର୍ତ୍ତମାନ ସୁଦ୍ଧା ରେଡ୍ରୁ ରାମଚନ୍ଦ୍ର ମିଶ୍ରଙ୍କର ୩୦ରୁ ଅଧିକ ପ୍ଲଟ୍ ଥିବା ଠାବ ହୋଇଥିବା ସୂଚନା ମିଳିଛି ।
ଯେଉଁଠି ଦାମୀ ଏରିଆ, ସେଇଠି ଯନ୍ତ୍ରୀ ସୁନୀଲ ବାବୁଙ୍କ ରହିଛି ପ୍ଲଟ । ଭୁବନେଶ୍ବର, ପୁରୀ, କଟକ ହେଉ ଅବା ଢେଙ୍କାନାଳ ସବୁଠି ବାବୁଙ୍କର ଏକର ଏକର ଜମି।
ଯେଉଁଠି ଦାମୀ ଏରିଆ, ସେଇଠି ଯନ୍ତ୍ରୀ ସୁନୀଲ ବାବୁଙ୍କ ରହିଛି ପ୍ଲଟ । ଭୁବନେଶ୍ବର, ପୁରୀ, କଟକ ହେଉ ଅବା ଢେଙ୍କାନାଳ ସବୁଠି ବାବୁଙ୍କର ଏକର ଏକର ଜମି।
ଭୁବନେଶ୍ବରରେ ୨ଟି ଆଲିସାନ କୋଠା ଓ ପୁରୀରେ ୨ଟି ଫ୍ଲାଟ୍ । ଏଯାବତ୍ ଠାବ ହେଲାଣି ୩୪ ପ୍ଲଟ୍, ୯ଟି ସ୍ଥାନରେ ହୋଇଥିଲା ରେଡ୍ ।
ଭୁବନେଶ୍ବରରେ ୨ଟି ଆଲିସାନ କୋଠା ଓ ପୁରୀରେ ୨ଟି ଫ୍ଲାଟ୍ । ଏଯାବତ୍ ଠାବ ହେଲାଣି ୩୪ ପ୍ଲଟ୍, ୯ଟି ସ୍ଥାନରେ ହୋଇଥିଲା ରେଡ୍ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ।
ସ୍ବାମୀଙ୍କ ସହ ଭିଜିଲାନ୍ସ ଜାଲରେ ପଡ଼ିଲେ ସରପଞ୍ଚ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁସୁବା ସରପଞ୍ଚ ମାମାଲି ସାମଲ ଓ ସ୍ୱାମୀ ଶିଶିର ସାମଲ ଭିଜିଲାନସ ହାବୁଡ଼ରେ ପଡ଼ିଛନ୍ତି।
ଡ୍ରଙ୍କ୍ ଆଣ୍ଡ ଡ୍ରାଇଭରେ ଜବତ ଗୋଟିଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ।
ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ଜଣାପଡ଼ିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି।
କୋମନା ତହସିଲର ମିଛାପାଲି ଆରଆଇ ସେକସନର ୩୦ ଜଣ ଲୋକ ଦୀର୍ଘ ୨୦ ବର୍ଷ ହେବ ସରକାରୀ ଜମିକୁ ଜବରଦଖଳ କରି ଚାଷବାସ କରି ଆସୁଥିଲେ ।
5T ଯୁଗରେ ରାଜ୍ୟ ସରକାରଙ୍କ ଜଣେ ସରକାରୀ ବାବୁଙ୍କ ସମ୍ପତ୍ତି ଠୁଳର କଳା କାହାଣୀ । ଯିଏ ଜଣେ MVI, କିନ୍ତୁ ଚାକିରୀ କାଳରେ ଏତେ ଧନ ସମ୍ପତ୍ତି ଗୋଟାଇ ବସିଲେ ଯେ, ଗଣି ଗଣି ହାଲିଆ ହୋଇଯାଇଛି ଭିଜିଲାନ୍ସ ।
ସରକାରୀ ଚାକିରୀ..ପଦବୀ ମୋଟର୍ ଭେଇକିଲ୍ ଇନିସପେକ୍ଟର ବା MVI । ଆଉ ଏହି ଲାଭଜନକ ପଦବୀର ଅଧିକାରୀ ହେଉଛନ୍ତି ଜଣେ ସରକାରୀ ବାବୁ । ଯାହାଙ୍କ ନାଁ ପଞ୍ଚାନନ ବେହେରା,ନୟାଗଡ଼ର MVI ।
ପ୍ରଶାନ୍ତଙ୍କ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍, ୫ଟି ପ୍ଲଟ, ୧ କୋଟି ୩୭ ଲକ୍ଷର ବ୍ୟାଙ୍କ ଜମା, ୫ଶହ ଗ୍ରାମରୁ ଅଧିକ ସୁନା ଓ ୧ ଲକ୍ଷ ୨୧ ହଜାର ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ତ ଧରାପଡ଼ିଛନ୍ତି, ତାଙ୍କ ବାପା ମଧ୍ୟ ଦୁର୍ନୀତି ଅଭିଯୋଗରେ ଫସିଥିଲେ ।
ଆଲିସାନ କୋଠା ସହ ବିପୁଳ ଧନର ହିସାବ କରୁଛି ଭିଜିଲାନ୍ସ । କରିତକର୍ମା ପୁଅ ପାଇଁ ଅକଳରେ ପଡ଼ିଗଲେ ରିଟାୟାର୍ଡ ବାପା ।
ଖୋଲୁଛି ଥାନା ବାବୁ ସୁଶାନ୍ତ ଶପତଥୀଙ୍କ ଗୁମର । ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରିଛନ୍ତି ।
ସେହିଭଳି ୨ଟି ଚାରି ଚକିଆ ଯାନ ଠାବ କରାଯାଇଛି। ଏକ ରିୟଲ ଇଷ୍ଟେଟ କମ୍ପାନୀକୁ ୧୬ ଲକ୍ଷ ଅଗ୍ରୀମ ଦେଇଥିବା ସୂଚନା ମିଳିଛି । ବ୍ୟାଙ୍କ, ବୀମା, ପୋଷ୍ଟାଲ ଆଦି ସଞ୍ଚୟର ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
କୋର୍ଟ ଅନୁମତି ପରେ ବି ଛାଡ଼ୁନଥିଲେ ଜବତ ଗାଡ଼ି….ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନାର SI ବିକ୍ରମ କିଶୋର ଦେହୁରୀ …
ତାଙ୍କର ୧୯ ଲକ୍ଷ ଟଙ୍କାର ଜମାରାଶି ସମ୍ପର୍କରେ ସୂଚନା ମିଳିଛି ।ସେପଟେ ସୁଦର୍ଶନଙ୍କ ୩୨୩୨ ନମ୍ବରରେ ୩ଟି ଦାମୀ କାର ସହ ୩୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ ମଧ୍ୟ ରହିଛି।
ଜଣେ ପ୍ରିନ୍ସପାଲଙ୍କର ମଧ୍ୟ ଏତେ ସମ୍ପତ୍ତି ଥାଇପାରେ । ୧୬ଟି ପ୍ଲଟ, ୩ଟି ବହୁତଳ ପ୍ରାସାଦ ଭଳି ଘର, ୫୦ ଲକ୍ଷ ଟଙ୍କାର ଜମାରାଶି । ତା’ସହିତ ୩ଟି ଦାମୀ ୪ ଚକିଆ ଗାଡ଼ି ।
ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।
୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ରେଡ୍ ହାଣ୍ଡେଡ୍ ଧରା ଯାଇଛିା ଆଉ ରେଡ୍ ପରେ ସିବିଆଇ ଅଧିକାରୀଙ୍କ ହୋସ୍ ଉଡ଼ି ଯାଇଛିା