• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Varsha Priyadarshini

Varsha Priyadarshini Files Defamation Complaint Against Hubby Anubhav’s Friend Jagrati Shukla
ବର୍ଷା ଅନୁଭବ କଳିରେ ସାମ୍ନାକୁ ଆସିଲେ ଥାର୍ଡ ପର୍ସନ, କିଏ ଦିଲ୍ଲୀର ଏହି ଯୁବତୀ?

ହିନ୍ଦିରେ ଫିଲ୍ମଟିଏ ଅଛି। ଯାହାର ନାଁ- ପତି ପତ୍ନୀ ଔର୍ ୱ। ଏବେ ଓଡ଼ିଶାର ଦୁଇଜଣ ଚର୍ଚ୍ଚିତ ଅଭିନେତା ଅଭିନେତ୍ରୀଙ୍କ ବାସ୍ତବ ଜୀବନରେ ମଧ୍ୟ ଏହା ଦେଖିବାକୁ ମିଳିଛି। ବିଜେଡିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ କଳିରେ ଜଣେ ତୃତୀୟ ବ୍ଯକ୍ତି ସାମ୍ନାକୁ ଆସିଛନ୍ତି। ସେ ହେଲେ ଦିଲ୍ଲୀର ଜଣେ ଯୁବତୀ। ଯାହାଙ୍କ ନାଁରେ ବର୍ଷା ଗତକାଲି ମାମହାନି ଅଭିଯୋଗ ଆଣି ଥାନାରେ ପହଞ୍ଚିଛନ୍ତି।

Anubhav Barsha Martial Discord
ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

ବର୍ଷା ଜାଲ୍ କାଗଜପତ୍ର ତିଆରି କରିଥିବା ନେଇ ସାଂସଦ ଅନୁଭବ ସଂସଦକୁ ଜଣାଇଥିଲେ।

Ollywood Actress Varsha Priyadarshini Pitches To \'Walk Alone Fearlessly\' in New Video, Sparks Debate
ଓଢଣୀ ଉଡ଼ାଇ ଏକା ଚାଲିବାର ବାଟ ଦେଖାଇଲେ କି ବର୍ଷା? ଭାଇରାଲ ହେଉଛି ଭିଡ଼ିଓ...

ଶୂନଶାନ୍‌ ରାସ୍ତା, ଓଢଣୀ ଉଡେଇ ନାଚୁଛନ୍ତି ବର୍ଷା। ନିଜ ଫେସବୁକ୍‌ ପେଜ୍‌ରେ ଅପଲୋଡ୍‌ ହୋଇଥିବା ଏହି ଭିଡ଼ିଓର କ୍ୟାପସନ୍‌ରେ ଲେଖିଛନ୍ତି ଏକା ଏକା ବଂଚିବାର ଅଭ୍ୟାସ କରନ୍ତୁ ଆପଣ...କାହିଁକି ବର୍ଷା ଏମିତି ଏକା ଏକା ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଅପଲୋଡ୍‌ କଲେ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ ଆପଣ ବି ଦେଖନ୍ତୁ ଏହି ଭିଡ଼ିଓ…

Varsa
ଭିଡ଼ିଓ ସେୟାର କଲେ ବର୍ଷା: କହିଲେ, ଜୀବନରେ ଏକା ଚାଲିବା ଶିଖ...

ମାତ୍ର କିଛି ଘଣ୍ଟା ତଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା। ଏକ ନିଛାଟିଆ ରାସ୍ତାରେ ଏକୁଟିଆ ହସି ହସି ବାଟ ଚାଲୁଥିବାର ଏକ ଭିଡିଓ ଫୋଷ୍ଟ କରି ବର୍ଷା ପ୍ରିୟଦର୍ଶିନୀ କ୍ୟାପସନ୍‌ରେ ଲେଖିଛନ୍ତି.

Anubhav Barsha
ପତ୍ନୀଙ୍କ ବିରୋଧରେ ଅନୁଭବଙ୍କ ଅଭିଯୋଗ, କହିଲେ ବର୍ଷା ଦେଇଥିବା ସବୁ ଡକ୍ୟୁମେଣ୍ଟ ଜାଲ୍

ଅନୁଭବ-ବର୍ଷା କଳି ଯାଇ ପହଞ୍ଚିଛି ଲୋକସଭାରେ । ଅଦାଲତରେ ଏହାର ବିଚାର ଚାଲିଥିବା ବେଳେ ସାଂସଦ ଅନୁଭବ ମହାନ୍ତି ଲୋକସଭାକୁ ଏହି ବିବାଦକୁ ନେଇଛନ୍ତି । ବର୍ଷାଙ୍କୁ ପରୋକ୍ଷରେ ଧମକ ଦେଇ କହିଛନ୍ତି, ଏହାର ତଦନ୍ତ ଚାଲିଛି ।

Anubhav Mohanty Varsha Priyadarshini Viral Video
ବର୍ଷା-ଅନୁଭବ କଳି ଭାଇରାଲ

ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ କଳି ଝଗଡ଼ାର ଏକ ପୁରୁଣା ଭିଡିଓ ଶେୟାର କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି.. ନିଜେ ଫେସବୁକ ପେଜରେ ଏହି ସିସିଟିଭି ଫୁଟେଜ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଭବ.. ଯାହା ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି...

Anubhav Mohanty
ଘର ଚାବି ପାଇଁ ସାମ୍ନାସାମ୍ନି ହେଲେ ବର୍ଷା-ଅନୁଭବ : ସିସିଟିଭି ଫୁଟେଜ ଭାଇରାଲ

ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। ସିସିଟିଭି ଭିଡ଼ିଓରେ ଉଭୟ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ। କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ଚାବି ଖୋଲୁଥିବା ଦେଖିବାକୁ ମିଳିଛି

Anubhav-Varsha
ଅନୁଭବଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ସାଂସଦ ଅନୁଭବ ମହାନ୍ତି ଆବେଦନ କରିଥିଲେ। ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। 

anubhav-varsha
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ବର୍ଷା ହାଜର ହୋଇଛନ୍ତି। 

barsh-anubhab
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

ପୁଣି ଫ୍ୟାମିଲି କୋର୍ଟରେ ଅନୁଭବ ଓ ବର୍ଷା ହାଜର ହୋଇଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି, ତାଙ୍କ ସହ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ହାଜର ହୋଇଥିଲେ। କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ।

Anubhav- Varsha
ପୁଣି ଥାନାକୁ ଗଲା ଅନୁଭବ-ବର୍ଷା କଳି

ପୁଣି ଥାନାକୁ ଗଲା ଅନୁଭବ-ବର୍ଷା କଳି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅନୁଭବ ମଧ୍ୟ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି।