Mayor Sulochana Das defends ‘Bangladeshi’ residents, later backtracks amid BJP protests
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Mayor Sulochana Das defends ‘Bangladeshi’ residents, later backtracks amid BJP protests
ଓଡ଼ିଶାରେ ରହୁଥିବା ବାଂଲାଦେଶୀଙ୍କ ସପକ୍ଷରେ ଓକିଲାତି କରି ଅଡୁଆରେ ଭୁବନେଶ୍ୱର ମେୟର। କହିଛନ୍ତି, ସେମାନେ ଆମ ଦେଶର ନାଗରିକ, ସେମାନଙ୍କୁ ରାଜ୍ୟରୁ ବାହାର କରାଯିବ ନାହିଁ। ତେବେ ମେୟରଙ୍କ ଏହି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ସହ ରାସ୍ତାକୁ ଓହ୍ଲାଇଛି ବିଜେପି। ମେୟର ସୁଲୋଚନା ଦାସଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ତାଙ୍କ ଇସ୍ତଫା ଦାବି କରିଛି। କିନ୍ତୁ ବିରୋଧ ବଢ଼ିବା ପରେ ୟୁ-ଟର୍ଣ୍ଣ ମାରିଛନ୍ତି ମେୟର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)