ଲଣ୍ଡନରୁ ଫେରୁ ଫେରୁ ସୁଭଦ୍ରାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା । ଆସନ୍ତା ୨୪ ତାରିଖରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ।
ଲଣ୍ଡନରୁ ଫେରୁ ଫେରୁ ସୁଭଦ୍ରାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା । ଆସନ୍ତା ୨୪ ତାରିଖରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ।
ଆପଣଙ୍କର କେଉଁ କାରଣ ପାଇଁ ଖାରଜ ହୋଇଛି ? ଯୋଜନାରେ ପୁଣି ଥରେ ସାମିଲ ହେବାର ରାସ୍ତା ଅଛି ନା ନାହିଁ ? ବ୍ୟସ୍ତ ହୁଅନ୍ତୁନି, ଏଥିପାଇଁ ବାଟ ଖୋଲିଛନ୍ତି ସରକାର ।
ଆପଣଙ୍କର କେଉଁ କାରଣ ପାଇଁ ଖାରଜ ହୋଇଛି ? ଯୋଜନାରେ ପୁଣି ଥରେ ସାମିଲ ହେବାର ରାସ୍ତା ଅଛି ନା ନାହିଁ ? ବ୍ୟସ୍ତ ହୁଅନ୍ତୁନି, ଏଥିପାଇଁ ବାଟ ଖୋଲିଛନ୍ତି ସରକାର ।
ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା’ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ସେନେଇ ନୂଆ ଗାଇଡ୍ଲାଇନ୍ ଆସିବ ।
ସୁଭଦ୍ରା ଯୋଜନାରେ ହେଲା ସଂଶୋଧନ । ରାଜ୍ୟ କ୍ୟାବିନେଟ୍ରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି ।
ସୁଭଦ୍ରା ପାଇଁ ଆବେଦନ କରି କୌଣସି ମହିଳା ଯଦି ଟଙ୍କା ନପାଇ ଦ୍ବନ୍ଦ୍ବରେ ଅଛନ୍ତି, ତେବେ ନିଶ୍ଚିନ୍ତ ରୁହନ୍ତୁ। କାରଣ ଆପଣଙ୍କ ପାଖକୁ ତ୍ରୁଟି ସୁଧାରିବାକୁ ସରକାରଙ୍କ ତରଫରୁ ଯିବ ଫୋନ୍ କଲ୍। ଦରକାର ପଡ଼ିଲେ ଅଙ୍ଗନବାଡ଼ି କର୍ମୀ ଘରକୁ ଯାଇ ସୁଭଦ୍ରା ଟଙ୍କା ପାଇବା ପାଇଁ ନିଶ୍ଚିତ କରାଇବେ।
'ସୁଭଦ୍ରା' ନେଇ ବଡ଼ ଅପଡେଟ୍। ଆବେଦନ ପତ୍ରରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ମହାଷଷ୍ଠୀର ଶୁଭ ମୁହୂର୍ତ୍ତରେ ମହିଳାଙ୍କୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ବାରିପଦା ସଭାରୁ ପ୍ରାୟ ୩୫ ଲକ୍ଷ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିଛନ୍ତି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି।
ଦୁଇଟି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିଛି । ଖୁବ୍ ଜଲ୍ଦି ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ଦେବୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ଆସନ୍ତାକାଲି ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷ ହିତାଧିକାରୀ ପାଇବେ ପ୍ରଥମ କିସ୍ତି ।
ସୁଭଦ୍ରା ଆଶାୟୀଙ୍କ ମନରୁ ଦ୍ୱନ୍ଦ୍ୱ ଦୂର । ଦୁର୍ଗାପୂଜା ପୂର୍ବରୁ ମିଳିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ଅକ୍ଟୋବର ୯ରେ ମିଳିବ ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କୁ ବାରିପଦାରେ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।
ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ।
କେଉଁ ଦିନ ମିଳିବ ସୁଭଦ୍ରା ସହାୟତା ଆଜି ଆସିପାରେ ତାରିଖ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ତାରିଖ ଘୋଷଣା କରିପାରନ୍ତି ।
ଏମିତିକି ବ୍ୟାଙ୍କ ୧୦ଟା ବେଳେ ଖୋଲୁଥିବାବେଳେ ସକାଳ ୮ରୁ ମହିଳାମାନେ ଆସି ଧାଡିରେ ଛିଡା ହୋଇଥିଲେ ।
ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ଉପାନ୍ତ ଅଞ୍ଚଳର ବହୁ ମହିଳା ଏବେବି ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କେନ୍ଦ୍ରରେ ଅପେକ୍ଷା କରୁଛନ୍ତି ।
ଜନତା ମୈଦାନରେ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଆବାସ ସହରୀ 2.0 ସହ ବହୁ ପ୍ରକଳ୍ପର କଲେ ଶୁଭାରମ୍ଭ ଓ ଶିଳାନ୍ୟାସ ।
'ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନତା ମଇଦାନରେ ସ୍ବତନ୍ତ୍ର ଉତ୍ସବରେ ବଟନ ଟିପି ଶୁଭାରମ୍ଭ କରିଛନ୍ତି । ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି।
ବ୍ୟାଙ୍କ୍ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ଟଙ୍କା । ଆଜି ନିଜ ଜନ୍ମଦିନରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ। ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
୧ ଟଙ୍କା ପଠାଯିବା ପରେ ଏସଏମଏସ୍ ଜରିଆରେ ଅବଗତ କରାଯାଉଛି । ଆକାଉଣ୍ଟକୁ ୧ ଟଙ୍କା ପ୍ରଦାନ କରାଯିବା ଏକ ନିରନ୍ତର ପ୍ରକ୍ରିୟା, ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନି, ସେମାନଙ୍କ ଆବେଦନ ବିଚାରାଧୀନ ରହିଥିବା ଦର୍ଶାଯାଇଛି।
ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାର ଶୁଭାରମ୍ଭ କରୁ କରୁ ହିତାଧିକରାରୀଙ୍କ ଆକାଉଣ୍ଟରେ ପଡ଼ିବ ୫-୫ ହଜାର ଟଙ୍କା ।
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ନିଜ ଜନ୍ମ ଦିନରେ ଜନତା ମଇଦାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ବାସୀଙ୍କୁ ଭେଟି ଦେବେ ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନା ।
ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର କ୍ରେଜ୍ । ଆୟୋଜିତ ହେଲା ୧୦ ହଜାରରୁ ଅଧିକ ସ୍ୱାଗତ ପଦଯାତ୍ରା । ସ୍ୱାଗତ ପଦଯାତ୍ରା'ରେ ସାମିଲ ହେଲେ ହଜାର ହଜାର ମହିଳା। ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କାଏ ଲେଖାଏଁ ।