• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Subhadra

Subhadra Yojana 98 Lakh Beneficiaries to Receive 2nd Installment
ସ୍ୱପ୍ନରେ ଆସୁଛି ‘ସୁଭଦ୍ରା’

ଗରିବ ମହିଳା ଦେଖୁଛନ୍ତି ‘ସୁଭଦ୍ରା’ ସ୍ୱପ୍ନ । ସେପଟେ କୋଟିଏ ଛୁଇଁବ ‘ସୁଭଦ୍ରା’ ହିତାଧିକାରୀଙ୍କ ସଂଖ୍ୟା । ରାଜ୍ୟର ୯୮ ଲକ୍ଷ ମହିଳା ସୁଭଦ୍ରାର ଲାଭ ପାଇସାରିଛନ୍ତି । ଆଉ ଏବେ ପୁଣି ଆସନ୍ତା ୬ ଓ ୮ ତାରିଖରେ ସେମାନଙ୍କୁ ମିଳିବାକୁ ଯାଉଛି ଯୋଜନାର ଦ୍ୱିତୀୟ କିସ୍ତି । ହେଲେ ଏ ଗରିବ ମହିଳା ମାନଙ୍କ ପାଇଁ ସୁଭଦ୍ରା ସାଜିଛି ସାତ ସପନ ।

Subhadra Yojana
ମାର୍ଚ୍ଚ ୩୧ ସୁଭଦ୍ରା ଡେଡଲାଇନ୍ 

ସହାୟତା ପାଇବାକୁ ଯୋଗ୍ୟତା ଥାଇ ବି, ଏଯାଏଁ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି କି ? ଆପଣଙ୍କ ହାତରେ ଆଉ କେବଳ ମାସେ ସମୟ। ମାର୍ଚ୍ଚ ୩୧ ହେଉଛି ଏଇଥର ପାଇଁ ସୁଭଦ୍ରା ଆବେଦନର ଶେଷ ତାରିଖ। ମାର୍ଚ୍ଚ ୩୧ ଭିତରେ ଯେଉଁମାନେ ଆବେଦନ କରିବେ, ସେମାନେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ୩ଟି ଯାକ କିସ୍ତିର ଟଙ୍କା ପାଇବେ। କୋଟିଏ ମହିଳାଙ୍କୁ ସୁଭଦ୍ରା ସହାୟତା ଦେଇ ଆସନ୍ତା ୬ ତାରିଖରେ ରାଜ୍ୟ ସରକାର ଇତିହାସ ସୃଷ୍ଟି କରିବାକୁ ଯାଉଥିବା ବେଳେ, ୮ରେ ମହିଳାଙ୍କୁ ମିଳିବ ଦ୍ବିତୀୟ କିସ୍ତି ଟଙ୍କା।

Subhadra Yojana
Subhadra Yojana: ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧; ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି ଯାକ କିସ୍ତି

ଗୋଟିଏ ପଟେ ଦ୍ୱିତୀୟ କିସ୍ତି ଟଙ୍କା ପାଇବାକୁ ସୁଭଦ୍ରା ହିତାଧିକାରୀମାନେ ଚାହିଁ ବସିଥିବା ବେଳେ, ଏବେବି ଅନେକଙ୍କୁ ମିଳିନି ପ୍ରଥମ କିସ୍ତିର ଖୁସି। ଚାରି ପାଞ୍ଚ ମାସ ପୂର୍ବରୁ ଆବେଦନ ଓ ବାରମ୍ବାର ଡକୁମେଣ୍ଟ ଦାଖଲ କରିଥିଲେ ମଧ୍ୟ ସହାୟତାରୁ ବଞ୍ଚିତ ଥିବା କହିଛନ୍ତି ବହୁ ମହିଳା।

Subhadra Yojana
Subhadra Yojana: ମାର୍ଚ୍ଚ ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା

ମାର୍ଚ୍ଚ ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ପଞ୍ଚମ କିସ୍ତିରେ ଉପକୃତ ହେବେ ରାଜ୍ୟର ୧ ଲକ୍ଷ ୭୦ ହଜାର ମହିଳା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

ଦ୍ୱିତୀୟ କିସ୍ତିରେ ମିଳିବ ୧୦ ହଜାର
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର। ସାମ୍ନାକୁ ଆସିଲା ସବୁଠୁ ବଡ଼ ଅପଡେଟ୍। ଦ୍ୱିତୀୟ କିସ୍ତିରେ ମିଳିବ ୧୦ ହଜାର ଟଙ୍କା। ଦେଖନ୍ତୁ ଏହି ରିପୋର୍ଟ ।

subhadra
ମାର୍ଚ୍ଚ ୮ରେ ସୁଭଦ୍ରା ଦ୍ୱିତୀୟ କିସ୍ତି 

ମାର୍ଚ୍ଚ ୮ରେ ବ୍ରହ୍ମପୁରରେ ସୁଭଦ୍ରାର ଦ୍ୱିତୀୟ କିସ୍ତି ଦେବେ ସରକାର । ବଡ଼ କଥା ହେଲା ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ମିଳିଥିବା ବେଳେ, ଦ୍ୱିତୀୟ କିସ୍ତି କିନ୍ତୁ ଯିବ କୋଟିଏ ମହିଳାଙ୍କ ଖାତାକୁ । ଅର୍ଥାତ ୪ଟି ପର୍ଯ୍ୟାୟରେ ବିଭିନ୍ନ କାରଣ ପାଇଁ ବାଦ ପଡ଼ିଥିବା ୨ଲକ୍ଷ ମହିଳାଙ୍କୁ ଏକାବେଳକେ ୨ଟି କିସ୍ତିର ଟଙ୍କା ଯିବ । 

subhadra
Subhadra yojana: ମାର୍ଚ୍ଚ ୮ରେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଦିବସରେ ବ୍ରହ୍ମପୁରରେ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବେ ସରକାର। ବଡ଼ କଥା ହେଲା, ମାର୍ଚ୍ଚ 8 ରେ କୋଟିଏ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା। ପୂର୍ବରୁ 98 ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ଯାଇଥିବା ବେଳେ ଆଉ 2 ଲକ୍ଷ ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ବିଭାଗ। ଯେଉଁମାନଙ୍କ ଆକାଉଣ୍ଟରେ NPCI ଏବଂ KYC ସମସ୍ୟା ଥିଲା, ସେମାନଙ୍କ ପାଖକୁ ମଧ୍ୟ ଏଇ ଦିନ ଦୁଇଟି କିସ୍ତି ଯିବ।

Subhadra Yojana
Odisha Subhadra Yojana: ସୁଭଦ୍ରା ଯୋଜନା ନେଇ ବଡ଼ ସୂଚନା, ଏହି ଦିନ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା

ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା । ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧ କୋଟି ମହିଳାଙ୍କୁ ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ । ଏହି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ମାଲେମାଲ୍‌ ହେବେ SHG !
ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ସୁଭଦ୍ରା ମେଳା

ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ସୁଭଦ୍ରା ମେଳା । ଭୁବନେଶ୍ୱର ସମେତ ୪ ଜିଲ୍ଲାରେ ଏହି ମେଳା ହେବାକୁ ଯାଉଛି ।

Subhadra Shakti Mela
Subhadra Shakti Mela: କାଲିଠୁ ରାଜଧାନୀରେ 'ସୁଭଦ୍ରା ଶକ୍ତି ମେଳା', ବଦଳିଯିବ କି ମିଶନ ଶକ୍ତି ନାଁ ?

ଆଗାମୀ ଦିନରେ ବଦଳିପାରେ ମିଶନ ଶକ୍ତି ନାଁ । ମିଶନ ଶକ୍ତି ବିଭାଗ ହୋଇପାରେ ସୁଭଦ୍ରା ଶକ୍ତି । ଆଜି ଉପମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ମିଳିଛି ଏଭଳି ସଙ୍କେତ ।

Subhadra Yojana
Odisha Subhadra Yojana 2025: ବାଦ୍ ପଡ଼ିବେନି ଜଣେ ବି ଯୋଗ୍ୟ ମହିଳା, ସମସ୍ତଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

ଅଙ୍ଗନବାଡ଼ି କେନ୍ଦ୍ର, ଜିଲ୍ଲା ଓ ବ୍ଲକରେ ରିଜେକ୍ଟ ମହିଳାଙ୍କ ତାଲିକା ଅଛି । ସୁଭଦ୍ରା କମିଟି ସଦସ୍ୟଙ୍କୁ ଭେଟନ୍ତୁ, ସେ ଚାହିଁଲେ ଲିଷ୍ଟରେ ନାଁ ଯୋଡ଼ି ହେବ । ମାର୍ଚ୍ଚ ୮ ପୂର୍ବରୁ ସୁଭଦ୍ରା ହିତାଧିକାରୀ ସଂଖ୍ୟା କୋଟିଏ ଛୁଇଁବ ବୋଲି ପ୍ରଭାତୀ କହିଛନ୍ତି ।

Subhadra
ମାର୍ଚ୍ଚ ୮ ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀ ସଂଖ୍ୟା

ମାର୍ଚ୍ଚ ୮ ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀ ସଂଖ୍ୟା । ୯୮ ଲକ୍ଷ୍ୟ ମହିଳାଙ୍କ ପାଖରେ ପହଞ୍ଚି ସାରିଲାଣି ସୁଭଦ୍ରା ଯୋଜନା । ଭାଗ୍ୟବାନ ୨ ଲକ୍ଷ ମହିଳା ହେବେ ପ୍ରଥମ କିସ୍ତିର ଶେଷ ହିତାଧିକାରୀ। ଯେଉଁମାନେ ଯୋଗ୍ୟ ବୋଲି ଭାବୁଛନ୍ତି କିନ୍ତୁ ରିଜେକ୍ଟ ହେଇଛନ୍ତି ସେଣ୍ଟରକୁ ଯାଇ ସୁଭଦ୍ରା କମିଟି ସଦସ୍ୟକୁ ଭେଟନ୍ତୁ।

Subhadra Yojana At Koraput
Subhadra Scheme At Koraput: ବାଧକ ସାଜିଛି ଦ୍ବୈତ ଆଧାର କାର୍ଡ, କୋଟିଆ ପଞ୍ଚାୟତବାସୀଙ୍କୁ ମିଳୁନି ସୁଭଦ୍ରା ଟଙ୍କା !

ପର୍ଯ୍ୟାୟ ପରେ ପର୍ଯ୍ୟାୟ କ୍ରମେ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଉଛି। ହେଲେ ସୀମା ବିବାଦରେ ଫସିଥିବା ସୀମାନ୍ତ ଅଂଚଳ କୋରାପୁଟ ଜିଲ୍ଲା କୋଟିଆର ଅନେକ ମହିଳା କିନ୍ତୁ ଯୋଜନାରୁ ବଞ୍ଚିତ। ଯାଞ୍ଚ ବେଳେ କାଟ୍ ଖାଇଯାଇଛି ସେମାନଙ୍କ ଆବେଦନ। କାରଣ ସେମାନଙ୍କ ପାଖରେ ରହିଛି ଦୁଇ ଦୁଇଟି ରାଜ୍ୟ ଆନ୍ଧ୍ର ଏବଂ ଓଡ଼ିଶାର ଆଧାର କାର୍ଡ। କେମିତି ହଟିବ ସମସ୍ୟା, ସେଥିପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ।

Subhadra Yojana
Subhadra Yojana: ମହିଳାଙ୍କ ପାଇଁ ଖୁସି ଖବର; ଖାତାକୁ ଗଲା ସୁଭଦ୍ରା ଟଙ୍କା

ବ୍ୟାଙ୍କ୍‌ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା ପ୍ରଦାନ କରାଯାଇଛି । ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଗଲା ଟଙ୍କା । 

Subhadra
ସରିଲା ମହିଳାଙ୍କ ଅପେକ୍ଷା, କିଛି ସମୟ ପରେ ଆକାଉଣ୍ଟକୁ ଆସିବ ଟଙ୍କା

ଯାଜପୁରରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ।

Subhadra
Subhadra Yojana: ଆଜି ମିଳିବ 'ସୁଭଦ୍ରା' ଟଙ୍କା; ଯାଜପୁରରେ କିସ୍ତି ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ

NPCIରେ ଅସୁବିଧା ନେଇ ୩ ଲକ୍ଷ ୩୮ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ଅଟକିଥିଲା। ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ କହିବା ପରେ ୬୮ ହଜାର ହିତାଧିକାରୀଙ୍କର ଡକ୍ୟୁମେଣ୍ଟ କ୍ଲିୟର ହୋଇଛି। ବାକି ହିତାଧିକାରୀ NPCI କ୍ଲିୟର କଲେ ଆସନ୍ତା ମାର୍ଚ୍ଚ ୮ରେ ଉଭୟ ପ୍ରଥମ ଓ ଦ୍ବିତୀୟ କିସ୍ତି ଟଙ୍କା ପାଇବେ ।

Subhadra
ଆସନ୍ତାକାଲି ଆଉ ୧୮ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଯାଜପୁରରେ ସ୍ୱତନ୍ତ୍ର ଉତ୍ସବରେ ପ୍ରାୟ ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

କାଲି ପୁଣି ସୁଭଦ୍ରା ଟଙ୍କା
Subhadra Yojana: କାଲି ମିଳିବ ୧୮ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା, ଯାଜପୁରରେ ଚତୁର୍ଥ ପର୍ଯ୍ୟାୟ କିସ୍ତି ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଆଉ ୧୮ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ ।

Subhadra Yojana
Subhadra Yojana: ଖୁସି ଖବର: ଆସନ୍ତାକାଲି ୧୮ ଲକ୍ଷରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା

NPCIରେ ଅସୁବିଧା ନେଇ ୩ ଲକ୍ଷ ୩୮ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ଅଟକିଥିଲା। ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ କହିବା ପରେ ୬୮ ହଜାର ହିତାଧିକାରୀଙ୍କ କ୍ଲିୟର ହୋଇଛି।

ଫେବ୍ରୁଆରୀରେ ସୁଭଦ୍ରା ଟଙ୍କା
Subhadra Yojana: ଫେବ୍ରୁଆରୀ ୮ରେ ମିଳିବ ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ଫେବ୍ରୁଆରୀ ୮ରେ ମିଳିବ ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଯାଜପୁରରେ ବଣ୍ଟନ କରାଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।

ଚୁଟକିରେ ପହଞ୍ଚିବ ସୁଭଦ୍ରା ଟଙ୍କା !
ଚୁଟ୍‌କିରେ କ୍ରେଡିଟ୍‌ ହେବ ‘ସୁଭଦ୍ରା’ ଟଙ୍କା !

ହାତରେ ଆଉ ଗୋଟିଏ ଦିନ ! ଆରମ୍ଭ ହେଲା କାଉଣ୍ଟଡାଉନ୍‌ ! ଦୂର କରନ୍ତୁ NPCI ଅଡୁଆ ! ଖୁବ୍‌ ଶୀଘ୍ର ସରକାର ଦେବେ ସୁଭଦ୍ରା ଟଙ୍କା ! ବ୍ୟାଙ୍କ ଯାଆନ୍ତୁ... ଅପଡେଟ୍‌ କରାନ୍ତୁ । ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ୍‌ ହେବ ସୁଭଦ୍ରାର ଅର୍ଥ ରାଶି ୫ ହଜାର ଟଙ୍କା ।

Subhadra Yojana New Update
Subhadra Yojana New Update: ସୁଭଦ୍ରା ଯୋଜନାର ଆସିବ ୩ଟି ନୂଆ ରୂପ, ମହିଳାଙ୍କ ପାଇଁ ତିନିଗୁଣା ଖୁସି..

ସୁଭଦ୍ରା ଯୋଜନାର ଆସିବ ନୂଆ ୩ଟି ରୂପ । କେବଳ ଆର୍ଥିକ ସହାୟତା ନୁହେଁ ଏଥର ମହିଳାଙ୍କୁ ଋଣଦେବ ସୁଭଦ୍ରା । ଏବେ କେବଳ ପାଞ୍ଚ ହଜାର ନୁହେଁ ଋଣ ନେଇ ବ୍ୟବସାୟ ଆରମ୍ଭ କରିପାରିବେ ମହିଳା ।

subhadra
କେମିତି ପାଇବେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ?

ଆପଣ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି ? ଆପଣଙ୍କୁ ଏଯାଏ ଟଙ୍କା ମିଳିନି କି ? ତେବେ ଆଜି ହିଁ ଯାଆନ୍ତୁ ବ୍ୟାଙ୍କ ।

Update On Subhadra
Subhadra Yojana: ଏତିକି କରିଦିଅନ୍ତୁ, ପାଇବେ ସୁଭଦ୍ରା ଟଙ୍କା

NPCI ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ । ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ ଓ ସମସ୍ୟାର ସମାଧାନ କରିବେ । ବ୍ୟାଙ୍କରେ ପହଞ୍ଚି NPCI ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇପାରିବେ ।

Subhadra Yojana
୨୯, ୩୦ରେ ବ୍ୟାଙ୍କ ଯାଆନ୍ତୁ: ପ୍ରଭାତୀ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରେସମିଟ୍ । NPCI ଅଡ଼ୁଆ ଦୂର କଲେ ଚତୁର୍ଥ ପର୍ଯ୍ୟାୟରେ ସମସ୍ତେ ପାଇବେ ସୁଭଦ୍ରା ଟଙ୍କା ।