Advertisment

Ratha Yatra 2025 Live Updates: ସରିଲା ରଥଟଣା, ଶରଧାବାଲିରେ ପହଞ୍ଚିଲା ୩ ରଥ

ଦୁଇ ଦିନ ପରେ ସରିଲା ରଥଟଣା । ଶରଧାବାଲିରେ ଲାଗିଲା ତିନି ରଥ । ଆଡ଼ପ

author-image
Tapaswini Nayak
ଅଦ୍ୟତନ ହୋଇଛି
New Update
Ratha Yatra 2025 Live Updates In Odia

ଘୋଷଯାତ୍ରା

ଦୁଇ ଦିନ ପରେ ସରିଲା ରଥଟଣା । ଶରଧାବାଲିରେ ଲାଗିଲା ତିନି ରଥ । ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଜନ୍ମ ବେଦିକୁ ବିଜେ କରିବେ ଶ୍ରୀବିଗ୍ରହ । ଆସନ୍ତାକାଲିଠାରୁ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କର ସମସ୍ତ ନୀତିକାନ୍ତି କରାଯିବ ।। otvkhabar.in

Advertisment
Ratha Yatra Subhadra Puri Balabhadra Lord Jagannath
Advertisment
Advertisment