• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Srimandir

Srimandir Parikrama Prakalpa
ପରିକ୍ରମା ଉତ୍ସବ ପାଇଁ ମିଳିଲାନି ନିମନ୍ତ୍ରଣ କି ସମ୍ମାନ, କ୍ଷୋଭ ବାଢ଼ିଲେ ପରିକ୍ରମା ପ୍ରକଳ୍ପ ବିସ୍ଥାପିତ

ଏତେବଡ଼ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା, ନା ନିମନ୍ତ୍ରଣ ମିଳିଲା ନା କାହାକୁ ଡାକି ସମ୍ମାନ କି ସମ୍ବର୍ଦ୍ଧନା ଖଣ୍ଡେ ଦିଆଗଲା।

Arpan Rath
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରିଲା, କିନ୍ତୁ ପୁରୀରେ ପହଞ୍ଚିଲାନି ଭକ୍ତଙ୍କ ଗୁଆ-ଚାଉଳ

ଗାଁ ଗାଁରେ ବୁଲିଲା ଅର୍ପଣ ରଥ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଠାରୁ ସଂଗ୍ରହ ହେଲା ଗୁଆ-ଚାଉଳ। ଏଥିପାଇଁ ପାଣି ଭଳି କୋଟି କୋଟି ଟଙ୍କା ବି ଖର୍ଚ୍ଚ କଲେ ସରକାର। ହେଲେ ପରିକ୍ରମା ପ୍ରକଳ୍ପ ତ ଲୋକାର୍ପଣ ହେଲା, କିନ୍ତୁ ମହାପ୍ରଭୁଙ୍କ ପାଖରେ ପହଞ୍ଚିଲାନି ଭକ୍ତଙ୍କ ଗୁଆ-ଚାଉଳ।

Parikrama Prakalpa
ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନଡ଼ିଆ ଭାଙ୍ଗି ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି । ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Parikrama Prakalpa
ଆଜି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ଭକ୍ତିରେ ଭିଜୁଛି ଶ୍ରୀକ୍ଷେତ୍ର

ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା । ଏହା ଆଗରୁ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି । ଚାରି ଦ୍ୱାରରେ ବେଦ ପାଠ ବି କରାଯାଇଛି ।

Parikrama Prakalpa
ଅନ୍ତ ହେଲା ଅପେକ୍ଷା; ଆଜି ଲୋକାର୍ପଣ ହେବ ପରିକ୍ରମା ପ୍ରକଳ୍ପ

ଆଜି ସେଇ ମାହେନ୍ଦ୍ର ବେଳା । ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

Ramgiri
ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା; ଗଜପତିରେ ଶ୍ରୀରାମ ବିଗ୍ରହଙ୍କ ହେବ ପ୍ରାଣ ପ୍ରତିଷ୍ଠା

ଗଜପତି ଜିଲ୍ଲା ରାମଗିରିରେ ନିର୍ମାଣ ଚାଲିଛି ଭଗବାନ ଶ୍ରୀ ରାମ ଓ ଦେବୀ ସୀତାଙ୍କ ପ୍ରତିମୂର୍ତ୍ତି । ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ୍ ୨୨ ତାରିଖରେ ଏହି ମୂର୍ତ୍ତିର ମଧ୍ୟ ପ୍ରତିଷ୍ଠା ଉତ୍ସବ ହେବ । ଏଥିପାଇଁ ଜୋରସୋରରେ ଚାଲିଛି କାର୍ଯ୍ୟ ।

Jay Jagannath
ଅନ୍ତ ହେଲା ଅପେକ୍ଷା... ଭକ୍ତିରେ ଭିଜୁଛି ଶ୍ରୀକ୍ଷେତ୍ର; ଆଜି ଲୋକାର୍ପଣ ହେବ ପରିକ୍ରମା ପ୍ରକଳ୍ପ

ଆଜି ସେଇ ମାହେନ୍ଦ୍ର ବେଳା । ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

Gajapati Maharaja On Arpan Rath
ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼କୁ ନେଇ ଚିନ୍ତା ପ୍ରକାଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ଗୁଆ ଚାଉଳ ସଂଗ୍ରହ ନେଇ ପରିଚାଳନା କମିଟି କହି ନାହିଁ । ସରକାରଙ୍କ ସ୍ତରରେ ତାହା କରାଯାଉଛି ଏବଂ ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଂଶ୍ଳୀଷ୍ଟ ନାହିଁ। 

Gajapati Maharaja On Arpan Rath
ସରକାରଙ୍କ ଅର୍ପଣ ରଥ ବୁଲା ରଥଯାତ୍ରା ନୁହେଁ, ଏହା ପ୍ରଚାର ଯାତ୍ରା !

ବହୁ ଚର୍ଚ୍ଚିତ କାମିୟା ଜାନି ଓ ଗୋମାଂସ ଭକ୍ଷଣ ପ୍ରଚାର ବିବାଦ ପ୍ରସଙ୍ଗରେ ମତ ରଖି ଗଜପତି କହିଛନ୍ତି, ଯଦି ଅଭିଯୋଗ ହୋଇଥାଏ ତା ହେଲେ ଏପରି ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ କାହିଁକି ନିଆଯିବ।

Parikrama Prakalpa
ଆସନ୍ତାକାଲି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଦିନ ଗୋଟାଏରୁ ସାଢ଼େ ଗୋଟାଏ ଶୁଭଲଗ୍ନ

ସରି ଆସୁଛି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରତୀକ୍ଷା। ପାଖେଇ ଆସୁଛି ମହାଯଜ୍ଞରେ ପୂର୍ଣ୍ଣାହୂତି ମୂହୁର୍ତ୍ତ। ଆସନ୍ତାକାଲି ବୁଧବାର, ପୌଷ ଶୁକ୍ଳ ସପ୍ତମୀ ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

Srimandir
ଉତ୍ସବମୁଖର ଶ୍ରୀକ୍ଷେତ୍ର; ଆଜି ମହାଯଜ୍ଞର ଦ୍ୱିତୀୟ ଦିନ

ଗତକାଲି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହୋଇଥିଲା ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ । ଶ୍ରୀମନ୍ଦିର ଐଶାନ୍ୟକୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ରୋଷଶାଳାରୁ ବୈଷ୍ଣବାଗ୍ନୀ ସଂସ୍କାର ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥଲା ।

Srimandir Parikrama Prakalpa
ବେଦ ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ଶ୍ରୀମନ୍ଦିରର ଚଉଦିଗ

ମକର ସଂକ୍ରାନ୍ତିରୁ ତ୍ରିଦିନାତ୍ମକ ଯଜ୍ଞର ଶୁଭାରମ୍ଭ, ବେଦଧ୍ବନିରେ କଂପୁଛି ଚଉଦିଗ । ଶ୍ରୀସେତୁରୁ ଶ୍ରୀମାର୍ଗ ଯାଏଁ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି ।

Puri
ପୁରୀକୁ ଜଗିବେ ୧୦୦ ସୁପରଭାଇଜିଂ ଅଫିସର, ୨୫୦ SI ଓ ASI !

ସୁରୁଖୁରୁରେ ସବୁ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟବସ୍ଥା ହୋଇଛି ବୋଲି DGP କହିଛନ୍ତି ।

Parikrama Prakalpa
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: କାଲିଠୁ ମହାଯଜ୍ଞ, ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର। ଯଜ୍ଞ ପ୍ରତିଷ୍ଠାର ତୃତୀୟ ଦିନରେ ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ।

Govt Holiday
୧୭ ତାରିଖରେ ସରକାରୀ ଛୁଟି, ବନ୍ଦ ରହିବ ସରକାରୀ ଅଫିସ୍‌, ସ୍କୁଲ ଏବଂ କଲେଜ

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା

Arpana Ratha
ଜଗନ୍ନାଥଙ୍କ ସହ କାହିଁକି ଲାଗିଛି ପାଣ୍ଡିଆନଙ୍କ ଫଟୋ ?

ବଡମ୍ବାର କଙ୍କଡ଼ାଯୋଡି ଗାଁରେ ବି ବିରୋଧ । ବିରୋଧ କଲେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ।

Srimandir, Lord Jagannath
ଦୁଲୁକିଲାଣି ଶ୍ରୀକ୍ଷେତ୍ର, ମନ୍ତ୍ରଧ୍ୱନୀରେ କମ୍ପିଲାଣି ଶ୍ରୀମନ୍ଦିର ଚତୁପାର୍ଶ୍ୱ...

ସେପଟେ ଏଯାଏଁ ଶତ ପ୍ରତିଶତ ସରିପାରିନି ଶ୍ରୀସେତୁ ଠାରୁ ଶ୍ରୀଦାଣ୍ଡ ଓ ପରିକ୍ରମା ପ୍ରକଳ୍ପର କିଛି କାମ।

Parikrama Prakalpa
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆଉ ୩ ଦିନ

ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ ।

Parikrama Prakalpa
ସରିଲା ଅଙ୍କୁରାରୋପଣ ବିଧି, କାଲି ଅଙ୍କୁରପୂଜନ ସହ ହେବ ଯଜ୍ଞ ଅଧିବାସ

ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ । ଏ

Srimandir Heritage Corridor
ପରିକ୍ରମା ପ୍ରକଳ୍ପ ଉତ୍ସବ: ଆଜି ଶ୍ରୀନଅରରେ ଗଜପତି ମହାରାଜା କରିବେ ଆଚାର୍ଯ୍ୟ ବରଣ

ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ ।

Srimandir Heritage Corridor
ପରିକ୍ରମା ପ୍ରକଳ୍ପ ଉତ୍ସବ ଲାଗି କାଲି ସନ୍ଧ୍ୟାରୁ କାର୍ଯ୍ୟକ୍ରମ

ସାମ୍ନାକୁ ଆସିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପର୍ବର କାର୍ଯ୍ୟସୂଚୀ ଓ ସମୟ ନିର୍ଘଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ।

Srimandir Heritage Corridor
ପରିକ୍ରମା ପ୍ରକଳ୍ପ ଉତ୍ସବ ଲାଗି କାଲି ସନ୍ଧ୍ୟାରୁ କାର୍ଯ୍ୟକ୍ରମ, ଏବେ ବି ଅନେକ ସ୍ଥାନରେ କାମ ଅଧ ପନ୍ତରିଆ

ସାମ୍ନାକୁ ଆସିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପର୍ବର କାର୍ଯ୍ୟସୂଚୀ ଓ ସମୟ ନିର୍ଘଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ।

Srimandir Heritage Corridor
ପରିକ୍ରମା ପ୍ରକଳ୍ପ ବିସ୍ଥାପିତଙ୍କୁ ଭୁଲିଗଲେ କି ସରକାର ?

ପରିବାରଙ୍କ ଅଭିଯୋଗ, ଯେଉଁ ପରିକ୍ରମା ପ୍ରକଳ୍ପ ପାଇଁ ଆମେ ବାସହରା ହେଲୁ ସେହି ପ୍ରକଳ୍ପରେ କେଉଁଠି ବି ଆମ ନାଁ ନାହିଁ । ସବୁ ବିସ୍ଥାପିତଙ୍କୁ ପରିଚୟପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ବି ମିଳିଲାନି ।

Srimandir Heritage Corridor
ପରିକ୍ରମା ପ୍ରକଳ୍ପ ବିସ୍ଥାପିତଙ୍କୁ ଭୁଲିଗଲେ କି ସରକାର ? ଏଯାଏଁ ମିଳିନି ପରିଚୟପତ୍ର, ଉତ୍ସବକୁ କରାଯାଇନି ନିମନ୍ତ୍ରଣ

ପରିବାରଙ୍କ ଅଭିଯୋଗ, ଯେଉଁ ପରିକ୍ରମା ପ୍ରକଳ୍ପ ପାଇଁ ଆମେ ବାସହରା ହେଲୁ ସେହି ପ୍ରକଳ୍ପରେ କେଉଁଠି ବି ଆମ ନାଁ ନାହିଁ । ସବୁ ବିସ୍ଥାପିତଙ୍କୁ ପରିଚୟପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ବି ମିଳିଲାନି ।

Shankaracharya
ପୁଣି ଅସନ୍ତୋଷ ଝାଡ଼ିଲେ ଶଙ୍କରାଚାର୍ଯ୍ୟ, ପରିକ୍ରମା ପ୍ରକଳ୍ପ ଉତ୍ସବକୁ ଯିବେ କି ନାହିଁ ସନ୍ଦେହ..!

ପରିକ୍ରମା ପ୍ରକଳ୍ପ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ନିମନ୍ତ୍ରଣ ପାଇଥିବା କହିଲେ ପୁରୀ ଶଙ୍କରାଚାର୍ଯ୍ୟ ।