• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Silver Price

Gold Price fall
ଆଜି ପୁଣି ବଢିଲା ସୁନା ଦର

ଆଜି ପୁଣି ବଢିଲା ସୁନା ଦର। MCX ରେ, ଡିସେମ୍ବରରେ ସୁନା ଫ୍ୟୁଚର ୦.୩୮ ପ୍ରତିଶତ ବୃଦ୍ଧି ପାଇ ସୁନା ୪୫,୯୪୨ ଥିବାବେଳେ ରୂପା ହାର ୦.୧୮ ପ୍ରତିଶତ ବୃଦ୍ଧି ହୋଇ ୫୮,୪୯୦ କିଲୋଗ୍ରାମ ପ୍ରତି ଦର ରହିଛି। ତେବେ ରୂପା ପାଖାପାଖି ୨ ହଜାର ଟଙ୍କା ଏହାରି ମଧ୍ୟରେ ହ୍ରାସ ହୋଇଛି।

gold price
ଆଜି ବି ଏତିକି ଟଙ୍କା କମିଲା ସୁନା ଦର, ଶୀଘ୍ର କିଣିନିଅନ୍ତୁ...ନଚେତ୍‌

ଆପଣ ସୁନା କିଣିବା ଲାଗି ଇଚ୍ଛା ରଖିଛନ୍ତି କି? ଯଦି ହଁ ତେବେ ଆପଣ ଆଜି ହିଁ କିଣିନିଅନ୍ତୁ। କାରଣ ଆଜି ଉଭୟ ଧାତୁ ଅର୍ଥାତ୍‌ ସୁନା ଓ ରୂପା ଦରରେ ହ୍ରାସ ହୋଇଛି। ମୋଟ୍‌ ଉପରେ କହିବାକୁ ଗଲେ ଗତ ଦୁଇ ଦିନ ହେବ ସୁନା ଓ ରୂପା ଦର କମିବାରେ ଲାଗିଛି

gold prices rise
ସୁନା ଦରରେ ଏତିକି ଟଙ୍କା ହେଲା ହ୍ରାସ: ବିଳମ୍ବ ନକରି ଜଲଦି ହିଁ କିଣିନିଅନ୍ତୁ ସୁନା....ନଚେତ୍‌

ଆପଣ ସୁନା କିଣିବା ପାଇଁ ଇଚ୍ଛା ରଖିଛନ୍ତି କି? ତେବେ ଆଜି ହିଁ କିଣି ନିଅନ୍ତୁ। କାରଣ ଆଜି ସୁନା ଦରରେ ହ୍ରାସ ହୋଇଛି। କିଛି ସପ୍ତାହ ଧରି ସ୍ଥିର ହ୍ରାସ ଦେଖୁଥିବା ସୁନା, ୨୪ ସେପ୍ଟେମ୍ବର ଅର୍ଥାତ୍‌ ଆଜି ବି ହ୍ରାସ ପାଇଛି। ଡଲାର ଦୁର୍ବଳ ହେତୁ ଆନ୍ତର୍ଜାତୀୟ ବଜାର ସାମାନ୍ୟ ମଜବୁତ ହୋଇଛି ଦର

Women Buying Gold
ରେକର୍ଡ ସ୍ତରରୁ ୯,୩୦୦ ଟଙ୍କା ଶସ୍ତା ହେଲା ସୁନା, ରୂପା ଦର ବି କମିଲା

ଆଜି ସୁନା ଓ ରୂପା ଦର ହ୍ରାସ ଘଟିଛି। Multi Commodity Exchange(MCX)ରେ ଆଜି ସୁନା ୧୩୦ ଟଙ୍କା ଅର୍ଥାତ୍‌ ୦.୨୮% ହ୍ରାସ ଘଟି ପ୍ରତି ୧୦ ଗ୍ରାମକୁ ୪୬,୯୦୮ ଟଙ୍କାରେ କାରବାର ଚାଲିଛି।

gold price
୪ ଦିନ ବୃଦ୍ଧି ପରେ କମିଲା ସୁନା ଦର

ଗତ କିଛିଦିନ ଧରି ସୁନା, ରୂପା ଦର ବୃଦ୍ଧି ପାଇଥିବା ବେଳେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ଦର ୪ ଦିନ ଧରି ବୃଦ୍ଧି ପାଇବା ପରେ ଆଜି ୦.୫୫% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭,୩୬୦ ଟଙ୍କାରେ ପହଞ୍ଚିଛି।