ଗ୍ଲୋବାଲ୍ ମାର୍କେଟ୍ରେ ସୁନା ଦାମ୍ ବୃଦ୍ଧି ଯୋଗୁ ଆଜି ଭାରତୀୟ ବଜାରରେ ମଧ୍ୟ ସୁନା ଓ ରୁପା ଦର ବୃଦ୍ଧି ପାଇଛି। MCXରେ ପ୍ରତି ୧୦ ଗ୍ରାମକୁ ସୁନା ୫୦,୨୮୦ ଟଙ୍କା ରହିଛି।
କମିଲା ସୁନା ଦର । କେବଳ ସୁନା ନୁହେଁ ରୁପା ବି ଶସ୍ତା ହେଲା, ଜାଣନ୍ତୁ କେତେ ରହିଛି ଦାମ୍...
ଗତ ଦୁଇ ଦିନ ହେବ ସୁନା ଦର ବୃଦ୍ଧି ପାଉଥିବାବେଳେ ଆଜି ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି...
ଆଜି ସୁନା ଦର ସ୍ଥିର ରହିଥିବାବେଳେ ରୂପା ଦର ହ୍ରାସ ପାଇଛି, ଜାଣନ୍ତୁ କେତେ...
ସପ୍ତାହର ପ୍ରଥମ ଦିନରେ ସୁନା ଓ ରୂପା ଦର ବୃଦ୍ଧି ଘଟିଛି। ଆଜି ମାର୍କେଟ୍ରେ ଟ୍ରେଡିଂ ଆରମ୍ଭ ହେଉ ହେଉ ସୁନା ଓ ରୂପା ଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।
ପୁଣି ବଢ଼ିଲା ସୁନା ଓ ରୂପା ଦର। ଆଜି ସୁନା ପ୍ରତି ୧୦ ଗ୍ରାମକୁ ୨୫୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ରୂପା ପ୍ରତି କିଲୋକୁ ୯୩୩ ଟଙ୍କା ମହଙ୍ଗା ହୋଇଛି।
ଗତକାଲି ଭଳି ଆଜି ବି କମିଛି ସୁନାଦର । ୨୪ କ୍ୟାରେଟ୍ ସୁନା ମୂଲ୍ୟ କେତେ ଜାଣନ୍ତୁ...
ଭାରତୀୟ ସର୍ରାଫା ବଜାରରେ ଆଜି ସୁନା ଦର ହ୍ରାସ ପାଇଥିବା ବେଳେ ରୂପା ଦରରେ ବୃଦ୍ଧି ଘଟିଛି। ଗତ କିଛିଦିନ ସୁନା ଦର ବୃଦ୍ଧି ପାଇଥିବା ବେଳେ ଆଜି ହ୍ରାସ ପାଇଛି।
ଆଜି ବି ସୁନାରୂପା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଜାଣନ୍ତୁ କେତେ...
ଗତ ଶନିବାର ଅପେକ୍ଷା ଆଜି ପୁଣି ବଢ଼ିଛି ସୁନା ଦର, ଜାଣନ୍ତୁ କେତେ...
ଗତକିଛି ଦିନ ଧରି ସୁନା ମୂଲ୍ୟରେ ବୃଦ୍ଧି ଘଟୁଥିବାବେଳେ ଆଜି ପୁଣି ବଢ଼ିଛି ସୁନା ଦର ।
ଗତ କିଛିଦିନ ହେବ ସୁନା ଦର ବୃଦ୍ଧି ପାଉଥିବାବେଳେ ଆଜି ଦର ସାମାନ୍ୟ ହ୍ରାସ ପାଇଛି...
ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି। Multi Commodity Exchange(MCX)ରେ ସୁନା ଦର(Gold Price) ୦.୦୮% ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୧୫ ଟଙ୍କାରେ କାରବାର ଚାଲିଥିଲା।
ଲଗାତାର ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ ପାଇଛି। ଗତକାଲି ତୁଳନାରେ ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୨୨୦ ଟଙ୍କା ହ୍ରାସ ପାଇଛି।
ପୁଣି ବଢ଼ିଲା ସୁନା ଦର। MCXରେ ଆଜି ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୁନା ୧୧୧ଟଙ୍କା ବୃଦ୍ଧି ପାଇ ୪୮,୭୦୦ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।
ଆଲୋକର ପର୍ବ ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ସର୍ରାଫା ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଘଟିଛି। ୨୪ କ୍ୟାରେଟ୍ ସୁନା ଦର ୪୭,୮୧୭ ଟଙ୍କା ଥିବାବେଳେ ରୂପା ୯୧୧ ଟଙ୍କା ହ୍ରାସ ପାଇ ଦର ପ୍ରତି କିଲୋକୁ ୬୪,୫୪୨ ଟଙ୍କାରେ ପହଞ୍ଚିଛି।
ସପ୍ତାହ ଆରମ୍ଭରୁ ସର୍ରାଫା ବଜାରରେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ୨୪ କ୍ୟାରେଟ୍ ସୁନା ଦର ୭୪୬ ଟଙ୍କା ହ୍ରାସ ପାଇଛି। ସୁନା ଦରରେ ଏହି ହ୍ରାସ ଯୋଗୁ ୧୦ ଗ୍ରାମ ସୁନା ୪୭,୩୭୯ ଟଙ୍କା ହୋଇଛି। ସେହିପରି ପ୍ରତି କିଲୋକୁ ରୂପା ଦର ୬୩,୧୮୬ ଟଙ୍କାରେ ପହଞ୍ଚିଛି।