ସେ ଥିଲେ ବଲିଉଡ୍ର ପ୍ରଥମ ଆଇଟମ ଡ୍ୟାନ୍ସର। ତାଙ୍କ ଦମଦାର ଡ୍ୟାନ୍ସ ଯୁବପିଢିଙ୍କ ହୃଦୟକୁ ରୋମାଞ୍ଚିତ କରିଦେଉଥିଲା। ତାଙ୍କ ପିଲାଦିନ କିନ୍ତୁ ଥିଲା ସଂଘର୍ଷମୟ। ପରିସ୍ଥିତି ଏମିତି ହୋଇଥିଲା ଯେ ତାଙ୍କ ଶରୀର କଙ୍କାଳ ହୋଇଯାଇଥିଲା। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ।
ନିଜ ହସରେ ସମସ୍ତଙ୍କୁ ପାଗଳ କରୁଥିବା ଜୁହୀ ଚାୱଲାଙ୍କ ଆଜି ଜନ୍ମଦିନ। ସେ ୫୫ ବୟସରେ ପହଞ୍ଚିଥିଲେ ବି ଆଜି ବି ତାଙ୍କ ଦେହରୁ ସୌନ୍ଦର୍ଯ୍ୟର ଛାପ ଖସିନି। ସେ ତାଙ୍କ କ୍ୟାରିୟର୍ରେ ପ୍ରାୟ ସବୁ ବଡ ବଡ ଅଭିନେତାଙ୍କ ସହ କାମ କରିଛନ୍ତି। କିନ୍ତୁ ସଲମାନଙ୍କ ସହ କାହିଁକି ତାଙ୍କ କୌଣସି ଫିଲ୍ମ ନାହିଁ…
ମୁମ୍ବାଇ ପୋଲିସ ପକ୍ଷରୁ ସଲମାନଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି ।
ବଚ୍ଚନ ପରିବାରର ବୋହୂ ହେବା ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ସଲମାନ ଖାନ୍ ଓ ବିବେକ ଓବେରାୟଙ୍କ ସହ ଥିବା ଚର୍ଚ୍ଚା ହେଉଥିଲା। ସେହିପରି ଐଶ୍ୱର୍ଯ୍ୟାଙ୍କ ହାତ ଧରିବା ପୂର୍ବରୁ ଅଭିଷେକ ବଚ୍ଚନଙ୍କର ମଧ୍ୟ କରିସ୍ମା କପୁରଙ୍କ ସହ ଏନ୍ଗେଜ୍ମେଣ୍ଟ୍ ହୋଇଯାଇଥିଲା। ଆଜି ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ। ତେବେ ଚାଲନ୍ତୁ ଜାଣିବା ଐଶ୍ୱର୍ଯ୍ୟା କେମିତି ହେଲେ ବଚ୍ଚନ ପରିବାରର ବୋହୂ...
ପ୍ରତି ଶୁକ୍ରବାର ବକ୍ସ ଅଫିସ୍ରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିବା ବେଳେ ସେଥିମଧ୍ୟରୁ କିଛି ଫିଲ୍ମ ଦର୍ଶକଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ କୌତୁହଳ ବୃଦ୍ଧି ପାଉଥିବା ବେଳେ ଓରମାକ୍ସ ମିଡିଆ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍’ର ଏକ ରିପୋର୍ଟ କାର୍ଡ ଶେୟାର କରିଛି।
ସଲମାନ ଖାନ୍ ବର୍ତ୍ତମାନ ‘ବିଙ୍ଗ୍ ହ୍ୟୁମାନ’ ସଂସ୍ଥା ଗଠନ କରି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କର ଏଭଳି ମନୋଭାବ ଆଜିକାଲିର ନୁହେଁ। ସୁଟିଂ ସରିବା ପରେ ସମସ୍ତେ ଯେତେବେଳେ ଘରକୁ ଫେରିଯାଉଥିଲେ ସେତେବେଳେ ସଲମାନ ରାତି ଅଧରେ ରାସ୍ତାକଡ ଭିକାରୀଙ୍କୁ ଖାଦ୍ୟ ବାଣ୍ଟୁଥିଲେ।
ଅନ୍ତ ହୋଇଛି 'ବିଗ୍ ବସ୍ ୧୬' ପାଇଁ ଅପେକ୍ଷା କରିଥିବା ଦର୍ଶକଙ୍କର। ଏଥିରେ କୃଷ୍ଣା ଅଭିଷେକଙ୍କୁ ଏକ ଭିନ୍ନ ଢଙ୍ଗରେ ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା ଏଥିରେ ତାଙ୍କର କ’ଣ ଭୂମିକା ରହିଛି…
ପରଦାରେ ଖୁବ୍ ଶିଘ୍ର ଆସିବ ‘ବିଗ୍ ବସ୍ ସିଜନ ୧୬’। ସଲମାନ ଖାନ ପୁଣି ହୋଷ୍ଟ୍ କରୁଥିବା ନଜର ଆସିବେ। ତେବେ ସେ କାହିଁକି ବାରମ୍ବାର ହୋଷ୍ଟ କରୁଛନ୍ତି, ତା’ର ଖୁଲାସା କରିଛନ୍ତି
ବିଗ୍ ବସ୍-୧୬ରେ ସଲମାନଙ୍କ ଚାର୍ଜକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ସଲମାନ ଏହି ସୋ ପାଇଁ କୁଆଡେ ୧୦୦୦ କୋଟି ଦାବି କରୁଥିବା କୁହାଯାଉଛି। ସଲମାନ ଏହି ପ୍ରେସ୍ ମିଟ୍ରେ ଏହାର ସତ୍ୟତା ସାମ୍ନାକୁ ଆଣିଛନ୍ତି।
ଖୁବ ଶୀଘ୍ର ସଲମାନ ଖାନଙ୍କ ସୋ ‘ବିଗ୍ ବସ୍ ୧୬’ ଆରମ୍ଭ ହେବାକୁ ଯାଉଛି। ବିଗ୍ ବସ୍ ଘରେ ଦେଖିବାକୁ ମିଳିବ ଚର୍ଚ୍ଚିତ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ।
ବଲିଉଡ୍ରେ ବୟକଟ୍ ଟ୍ରେଣ୍ଡ୍ ଯୋଗୁଁ ଫ୍ଲପ୍ ହେଉଛି ସବୁ ଫିଲ୍ମ। ଏହାରି ଭିତରେ ବ୍ଲକ୍ ବ୍ଲଷ୍ଟର୍ର ସବୁ ରେକର୍ଡ ଭାଙ୍ଗୁଛି ସାଉଥ୍ ଫିଲ୍ମ। ଏନେଇ ବଲିଉଡ୍ ତାରକା ଏବେ ସାଉଥ୍ ମୁହାଁ ହେଉଛନ୍ତି। ଦେଖନ୍ତୁ କେଉଁମାନେ ଅଛନ୍ତି ଏହି ତାଲିକାରେ।
ବିଷ୍ଣୋୟୀ ଗ୍ୟାଙ୍ଗର ପ୍ଲାନ୍ ବି’ର ଖୁଲାସା, ଫାର୍ମହାଉସରେ ମର୍ଡର ପାଇଁ ହୋଇଥିଲା ପ୍ଲାନିଂ ।
ହତ୍ୟା ଧମକ ମିଳିବା ପରେ ଫ୍ୟାନ୍ସମାନେ ଓ ଖୋଦ୍ ସଲୁ ଭାଇ ମଧ୍ୟ ଚିନ୍ତାରେ ।
ସଲମାନଙ୍କୁ ଆର୍ମସ ଲାଇସେନ୍ସ ମିଳିଥିବା ନେଇ ମୁମ୍ବାଇ ପୋଲିସ ସୂଚନା ଦେଇଛି
ସଲମାନଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା। ତାଙ୍କ ଜୀବନରେ ଅନେକ ଝିଅ ଆସିଛନ୍ତି ସତ କିନ୍ତୁ କେହି ରହିପାରି ନାହାନ୍ତି। ସଂଗୀତା ବିଜଲାନୀ ସଲମାନଙ୍କ ପ୍ରଥମ ପ୍ରେମିକା ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କ ପୂର୍ବରୁ ଆଉ ଜଣେ ସୁନ୍ଦରୀ ତାଙ୍କ ଜୀବନରେ ଆସିଥିଲେ। ଜାଣନ୍ତୁ ସେ କିଏ?
ଡରିଯାଇଛନ୍ତି କି ଭାଇଜାନ୍? ଏଥର ଇଦ୍ରେ ଘରୁ ବାହାରିଲେନି କି ପ୍ରଶଂସକଙ୍କୁ ବି ଭେଟିଲେନି। ପଞ୍ଜାବୀ ଗାୟକ ମୁସେୱାଲାଙ୍କୁ ହତ୍ୟା ପରେ ସଲମାନ ଡରିଯାଇଥିବା ନେଇ ବଢିଲା ଚର୍ଚ୍ଚା ।
ଡରିଯାଇଛନ୍ତି କି ଭାଇଜାନ୍? ଏଥର ଇଦ୍ରେ ଘରୁ ବାହାରିଲେନି କି ପ୍ରଶଂସକଙ୍କୁ ବି ଭେଟିଲେନି। ପଞ୍ଜାବୀ ଗାୟକ ମୁସେୱାଲାଙ୍କୁ ହତ୍ୟା ପରେ ସଲମାନ ଡରିଯାଇଥିବା ନେଇ ବଢିଲା ଚର୍ଚ୍ଚା...ଜାଣନ୍ତୁ କଣ ରହିଛି ପୂରା ଘଟଣା
ରେକର୍ଡ ଭଙ୍ଗା ରୋଜଗାର କରିଛି 'KGF ୨'। ଚଳିର ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ହୋଇଛି। କିନ୍ତୁ କାଟି ପାରିନି ସଲ୍ମାନ୍ ଖାନ୍ଙ୍କ ରେକର୍ଡ। ଆଜି ବି ଭାଇଜାନ ଆଗରେ।
ଆଜିକାଲି ସାଉଥ୍ ଫିଲ୍ମ ଓ ଗୀତ ପ୍ରତି ସମସ୍ତେ ପାଗଳ। ସାଉଥ୍ ଗୀତ ଆଜିକାଲି ସମସ୍ତଙ୍କ ମୁହଁରେ। ଏଥିରୁ ମଧ୍ୟ ତ୍ରାହୀ ପାଇ ନାହାନ୍ତି ସଲମାନ ଖାନ୍।
ସଲମାନ ଆଜିକାଲି ବଲିଉଡର ଜଣେ ନାମିଦାମୀ ଅଭିନେତା। ତାଙ୍କର ଟଙ୍କାର ଅଭାବ ନାହିଁ। ଅନେକ ଚାରିଟେବୁଲ୍ ଟ୍ରଷ୍ଟ୍ ପାଇଁ ସେ ଟଙ୍କା ଦେଉଛନ୍ତି। କିନ୍ତୁ ଏମିତି ବି ଏକ ଦିନ ଥିଲା ପୋଷାକ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ସୁନୀଲ୍ ଶେଟ୍ଟୀ କରିଥିଲେ ସାହାଯ୍ୟ।
କେବଳ ଧମକପୂର୍ଣ୍ଣ ଚିଠି ନୁହେଁ ସଲମାନଙ୍କୁ ହତ୍ୟା କରିବାକୁ ଘର ନିକଟରେ ପହଞ୍ଚି ଯାଇଥିଲା ସାର୍ପ ସୁଟର ।
ସଲମାନ୍ଙ୍କ ବାପା ସଲିମ ଖାନ୍ଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ୍ ଚିହ୍ନଟ କରିଛି। ଅଭିଯୁକ୍ତ ସିଦ୍ଧେଶ ହିରାମାନ୍ କମ୍ବେଲ ଓରଫ ମହାକାଳଙ୍କୁ ଜେରା ବେଳେ ସବୁକିଛି ଖୁଲାସା ହୋଇଛି।
ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କ ଘର ବାହାରୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଦିଲ୍ଲୀ ପୋଲିସ୍ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କୁ ପଚରାଉଚରା କରି ଅନେକ ତଥ୍ୟ ଓଗାଳିଛି। ପଚରାଉଚରା ବେଳେ ଲରେନ୍ସ କହିଛି ଯେ, ଏଥିରେ ତାର କୌଣସି ହାତ ନାହିଁ।
ସିଦ୍ଧୁ ମୁସେୱାଲାଙ୍କ ପରେ ଗ୍ୟାଙ୍ଗଷ୍ଟରଙ୍କର ଟାର୍ଗେଟରେ ସଲମାନ୍ ।
ସଲମାନ ଓ ତାଙ୍କ ବାପା ସଲିମ ଖାନ୍ଙ୍କୁ ଚିଠି ମାଧ୍ୟମରେ ହତ୍ୟା ଧମକ ।