Advertisment

ଭାଇଜାନଙ୍କୁ ବଞ୍ଚାଇ ଦେଇଥିଲେ ଧନଖଡ଼

ଦିନେ ଧନଖଡଙ୍କ ଯୋଗୁଁ ବଞ୍ଚିଯାଇଥିଲେ ଭାଇଜାନ୍ । ବେଲ୍‌ ପାଇ ବାହାରିଥିଲେ ଜେଲ୍‌ରୁ । ଆଉ ଭାଇଜାନଙ୍କୁ ଏହି ବେଲ୍‌ ଦେଇଥିଲେ ଜଗଦୀପ ଧନଖଡ଼ । ସଲମାନଙ୍କ ପାଇଁ କେସ୍‌ ଲଢିଥିଲେ । ଆପଣ ହୁଏତ ଜାଣିନଥିବେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ଜଣାଶୁଣା ଓକିଲ ଥିଲେ ଜଗଦୀପ ଧନଖଡ । ଓକିଲ କ୍ୟାରିୟରରେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ସହ ଥିଲା ତାଙ୍କର ଖାସ୍ ସମ୍ପର୍କ । ଦିନେ ସଲମାନଙ୍କ ଓକିଲ ଥିଲେ ଧନଖଡ ।

author-image
Chinmayee Sahoo

Salman Khan Jagdeep Dhankhar
Advertisment
Advertisment