• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Road Problem

Tribal Woman Questions During Public Hearing In Kendrapara
ଅଫିସରଙ୍କୁ ବୃଦ୍ଧାଙ୍କ ପ୍ରଶ୍ନ- ବାବୁ ଆମ ଗାଁକୁ ରାସ୍ତା କେବେ ଦେବୁ ? କାହିଁକି ଏତେ ଦିନ ହେଲା ରାସ୍ତା ହେଉନି ?

ବାବୁ ଆମ ଗାଁକୁ ରାସ୍ତା କେବେ ଦେବୁ ? କାହିଁକି ଏତେ ଦିନ ହେଲା ଆମ ଗାଁକୁ ରାସ୍ତା ହେଉନି ? ଜନଶୁଣାଣି ଶିବିରରେ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଏଭଳି ପ୍ରଶ୍ନ କରିଛନ୍ତି ଜଣେ ଅନୁସୂଚିତ ଜନଜାତି ବୃଦ୍ଧା। 

Road Problem
ରାସ୍ତା ନୁହେଁ ବିଲ ! କେବଳ ଦରକାର ବଳଦ...ଲଙ୍ଗଳ

ଗାଁକୁ ଯିବ ତ କଚଡେ ଖାଇବ...ଆଣ୍ଠୁଏ କାଦୁଅରେ ଘାଂଟି ହେବ । ସାଇକେଲ୍‌ରେ ବସି ନୁହେଁ ବରଂ କାନ୍ଧରେ ବୋହି ଘରକୁ ଯାଉଛନ୍ତି ଲୋକେ । ଜାଣିଛନ୍ତି କି ଏ ବିଶ୍ୱସ୍ତରୀୟ ରାସ୍ତା କୁଆଡୁ କୁଆଡୁକୁ ଯାଇଛି ?

Odisha’s Lamtaput 5T school
ଗାଁରେ ରହିଛି ଫାଇଭ୍ ଟି ସ୍କୁଲ ଯିବାକୁ ନାହିଁ ରାସ୍ତା

ଗାଁର ରାସ୍ତା ସମସ୍ୟା ନେଇ ଅନେକ ବାର ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ଲୋକେ । ପ୍ରଶାସନ କିନ୍ତୁ ଦାବି ଶୁଣି ଚୁପ୍ ବସି ଯାଉଥିବା ଅଭିଯୋଗ ହୋଇଛି...

Road Problem
ଏମିତି ରାସ୍ତା ରାଜ୍ୟରେ ନାହିଁ : ସାଇକେଲ କାନ୍ଧେଇ ଘରକୁ ଯାଉଛନ୍ତି ଲୋକେ

ବିଚିତ୍ର ରାସ୍ତା ! ପଚପଚ୍‌ କାଦୁଅରେ ପୂରା ଭର୍ତ୍ତି...ଗାଁ ନା ଶୁଣିଲେ ଯିବାକୁ ଅରାଜି ହେଉଛନ୍ତି ଗାଡିବାଲା । ପୁଣି ସାଇକେଲ୍‌ରେ ଲୋକେ ନୁହେଁ ବରଂ ସାଇକେଲ କାନ୍ଧେଇ ଯିବାକୁ ପଡ଼ୁଛି ଘରକୁ

poor condition of road in Odisha’s Niali
‘ଭୋଟ୍ ଦେଇଛୁ ଶଙ୍ଖରେ ଚାଲୁଛୁ ଜଙ୍ଘେ ପଙ୍କରେ’

ଜନତା ପଚାରିଛନ୍ତି ମହଙ୍ଗା ପ୍ରଶ୍ନ- ଆମ ଭୋଟ୍ ର କଣ ମୂଲ୍ୟ ନାହିଁ ? ଦେଶ ପାଳୁଛି ଆଜାଦିର ଅମୃତ ମହୋତ୍ସବ । ସବୁ ଗାଁରେ ପକ୍କା ରାସ୍ତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଠି ଲୋକଙ୍କ ଭାଗ୍ୟରେ ବହଳ କାଦୁଅ...

Road Problem
ବିଲରେ କମ୍‌ ରାସ୍ତାରେ ଅଧିକ କାଦୁଅ

ରାସ୍ତା ନୁହେଁ ବିଲ । ୪ କିମି ପର୍ଯ୍ୟନ୍ତ ଅବସ୍ଥା ପୂରା ଖରାପ । ଆମ୍ବୁଲାନ୍ସ ପଶିପାରୁନି କି ଗାଡି ବାହାରିପାରୁନି । ଭାରରେ ବୁହା ହେଉଛନ୍ତି ରୋଗୀ...ଅଭିଯୋଗ ହେଉଛି ହେଲେ ରାସ୍ତା ହେଉନି

Road Problem
ପାଦେ ପାଦେ ବିପଦ, ଶୋଚନୀୟ ରାସ୍ତା, ହେଲେ ଯିବାକୁ ବାଧ୍ୟ...

ସ୍ୱପ୍ନ ପାଲଟିଛି ପିଚୁ ରାସ୍ତା। କାଦୁଅ ରାସ୍ତାରେ ବର୍ଷ ବର୍ଷ ଧରି ଚାଲିବାକୁ ବାଧ୍ୟ ହେଉଛନ୍ତି ଲୋକେ। ଆସୁନି ଆମ୍ବୁଲାନ୍ସ କି ଗଡ଼ୁନି ଗାଡ଼ି। ଭାରରେ ବୁହାହୋଇ ମେଡିକାଲ ଯାଉଛନ୍ତି ଗର୍ଭବତୀ ମହିଳା

Road Problem
ପାଦେ ପାଦେ ବିପଦ, ଶୋଚନୀୟ ରାସ୍ତା, ହେଲେ ୟିବାକୁ ବାଧ୍ୟ...

ସ୍ୱପ୍ନ ପାଲଟିଛି ପିଚୁ ରାସ୍ତା । କାଦୁଅ ରାସ୍ତାରେ ବର୍ଷ ବର୍ଷ ଧରି ଚାଲିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆସୁନି ଆମ୍ବୁଲାନ୍ସ କି ଗଡ଼ୁନି ଗାଡ଼ି । ଭାରରେ ବୁହାହୋଇ ମେଡିକାଲ ଯାଉଛନ୍ତି ଗର୍ଭବତୀ ମହିଳା ।

Road Problem
‘୪ ବର୍ଷ ହେଲାଣି ଲଲିପପ୍‌ ଦେଉଛନ୍ତି, ଆମେ ଆଉ ବୋକା ନୁହେଁ’

ମାସେ କି ବର୍ଷେ ନୁହେଁ, ୪ ବର୍ଷ ହେଲାଣି ପୋଲ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଓ ବିଧାୟକ । ଦିନ ଗଡୁଛି ହେଲେ ପ୍ରତିଶ୍ରୁତି ପାଳନ ହେଉନି । ଲୋକେ କହୁଛନ୍ତି ଆଉ ଆମେ ଖାଇବୁନି ଲଲିପପ୍‌

Road Problem
କାମ କଲନି... ଖୋଳି ଦେଲ, ଆମେ ଯିବୁ କେମିତି ?

କରିବନି ଯଦି ଖୋଳିଲ କାହିଁକି ? ଆମେ ଏ ରାସ୍ତାରେ ଯିବୁ କେମିତି ? ବର୍ଷା ହେଲେ ଗାତ କେଉଁଟା ରାସ୍ତା କେଉଁଟା ଜାଣିବା ମୁସ୍କିଲ

Road Problem
ପିଚୁ କମ୍‌ ଖାଲ ଅଧିକ...ଟିକିଏ ଅସାବଧାନ ହେଲେ ଯିବ ପ୍ରାଣ

ରାସ୍ତାରେ ପିଚୁ କମ୍‌ ଖାଲଖମା ଅଧିକ । ଗାଡି ଗଲା ବେଳେ ଏମିତି ଝୁଲୁଛି ଯେ କେତେବେଳେ ଓଲଟି ପଡିବ କିଏ କହିବ? ପ୍ରଶାସନଠୁ ନେତା...ସମସ୍ତଙ୍କୁ ଗୁହାରି କରିବା ପରେ ବି ଠିକ୍‌ ହେଉନି ରାସ୍ତା ଅବସ୍ଥା।

BJD MLA
ଶାସକ ଦଳର ବିଧାୟକ...ନିଜ ପଂଚାୟତକୁ କରିପାରିଲେନି ରାସ୍ତା

ଜିତିବାକୁ ୪ ବର୍ଷ ପୂରିଲାଣି....ସିଏ ପୁଣି ଶାସକ ଦଳରୁ । ହେଲେ ଏଯାଏଁ ନିଜ ପଞ୍ଚାୟତକୁ କରିପାରିଲେନି ଖଣ୍ଡେ ରାସ୍ତା । ପୋଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି ପିଲା...ପାଠ ପଢାରେ ବନ୍ଧା ହେଲାଣି ଡୋରି । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ।

Road Problem
୧୦ ବର୍ଷ ହେଲା କହି କହି ଥକିଗଲେଣି...ତଥାପି ରାସ୍ତା ହେଉନି

ମାସେ କି ବର୍ଷେ ନୁହେଁ ୧୦ ବର୍ଷ ହେଲାଣି ରାସ୍ତା ତିଆରି ପାଇଁ କହୁଛନ୍ତି ଲୋକେ । ପ୍ରଶାସନ ଶୁଣିନି କି ରାସ୍ତା ତିଆରି ହେଉନି । ଏପଟେ ଲୋକେ କହିଲେଣି ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ।

reconstruct road
ଶୁଣିଲାନି ପ୍ରଶାସନ...କାଦୁଅ ରାସ୍ତାକୁ ମରାମତି କଲେ ଗାଁ ପୁଅ

ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ଏପରି ଅବସ୍ଥା ରହିଥିବାରୁ ବହୁ ଦୁର୍ଦ୍ଦଶା ଭୋଗୁଥିଲେ ଗାଁ ଲୋକେ । ସାମାନ୍ୟ ବର୍ଷା ହେଲେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି । ଗାଁକୁ ଯିବାକୁ ହେଲେ ଖଣ୍ଡେ ଦୂରରେ ଗାଡ଼ି ରଖିବାକୁ ପଡ଼ୁଥିଲା

village in Rairakhol
ନବୀନ ବିକାଶର ଚିହ୍ନ କଥା ଛାଡ଼ନ୍ତୁ ଏଠି ଛାଇଟିକେ ବି ପଡ଼ିନି

ପ୍ରଚାର ସର୍ବସ୍ୱ ନବୀନ ସରକାର ଥରେ ଏହି ଅବହେଳିତ ଗାଁକୁ ଦେଖନ୍ତୁ । ଆଉ ପରଖନ୍ତୁ ନିଜ ବିକାଶର ସ୍ଥିତି ଏଠି କେମିତି । କିଏ ଜାଣେ କାଲି ଯଦି ଗୋଡ଼ି ଖସି କାହାର ଜୀବନ ଚାଲିଯାଏ । କିଏ ରହିବ ଉତ୍ତରଦାୟୀ? ନବୀନ ସରକାର ଆଖି ଖୋଲି ଏ ଚିତ୍ର ଦେଖନ୍ତୁ ଆଉ ଏ ରାସ୍ତା ସମସ୍ୟା କେବେ ଲାଘବ ହେବ ସେ ନେଇ ପ୍ରତିଶ୍ରୁତି ଦିଅନ୍ତୁ....

road irks villagers in Kendrapara
‘ଏ ରାସ୍ତାରେ ଯିବାକୁ ଡର ଲାଗୁଛି’

ଗୋଟିଏ ମାତ୍ର ବାଟ.. ହେଲେ ଯିବାକୁ ଛାତି ଧଡ଼ ଧଡ଼..

Sans govt help, locals construct road on own in Keonjhar
ଶୁଣିଲାନି ପ୍ରଶାସନ, ବିକଳ୍ପ ବାଛିଲେ ବାସିନ୍ଦା; ହାତରେ ପାହାଡ଼ କାଟି କଲେ ୮ କିମି ରାସ୍ତା

ହଦଗଡ଼ ପଞ୍ଚାୟତ ମୁଖ୍ୟାଳୟକୁ ପହଞ୍ଚିବାକୁ ହେଲେ ୪ଟି ଗାଁ ଲୋକଙ୍କୁ ଦରକାର ଥିଲା ୮ କିଲୋମିଟର ପାହାଡ଼ କାଟି ରାସ୍ତା ତିଆରି କରିବାର ଅସମ୍ଭବ ଲକ୍ଷ୍ୟ । ତେବେ ସେ ଲକ୍ଷ୍ୟ ହାସଲ କରିବାକୁ ଏକ ନିଆରା ଉପାୟ ପାଞ୍ଚିଥିଲେ ଗାଁ ଲୋକେ ।

sp office road problem
ଚରମସୀମାରେ ଦୁର୍ନୀତି : ଏସ୍‌ପି ଅଫିସ ରାସ୍ତା ମାସେ ନପୁରୁଣୁ ଫାଟି ଆଁ କଲାଣି

ଯାଜପୁର ଏସ୍‌ପି ଅଫିସଠାରୁ ଖଣ୍ଡରପୁରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ପୂରା ବେହାଲ l ରାସ୍ତା ଉପରେ ତିନୋଟି ପଞ୍ଚାୟତର ଲୋକେ ନିର୍ଭର ବି କରନ୍ତି l ପ୍ରତିଦିନ ପାଖାପାଖି ୧୦ ହଜାର ଲୋକ ସେହି ରାସ୍ତା ଦେଇ ଯାଆସ ବି କରନ୍ତି । ହେଲେ ରାସ୍ତା ଅବସ୍ଥା ଏତେ ବେହାଲ ଯେ କେତେବେଳେ ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ । ଏମିତିକି ରାସ୍ତା ମରାମତି ଲାଗି ବାରମ୍ବାର ଦାବି ହେବା ପରେ ବି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ।

Road Scam
ଦୁର୍ନୀତି କରିବାକୁ ଡର ନାହିଁ, ସବୁଠି ନିମ୍ନ ମାନର କାମ

ବୋରିଗୁମାରେ ୮ ବର୍ଷ ଧରି ମରାମତି ହେଉନି ରାସ୍ତା, ଲୋକେ ହିନସ୍ତା ।

NHAI
କଟକ-ସମ୍ବଲପୁର NH-୫୫ରେ ପାଦେ ପାଦେ ବିପଦ, ୩ ବର୍ଷରେ ଗଲାଣି ଅଢ଼େଇ ଶହରୁ ଅଧିକ ଜୀବନ

୪ବର୍ଷ ହେଲା ସରିପାରୁନି ସଂପ୍ରସାରଣ କାମ । ଅସହାୟତା ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Special story
ଗାଁ ରାସ୍ତାରେ ବୁଲିଲା ହଳ

ଦୀର୍ଘବର୍ଷ ଧରି ମରଣଯନ୍ତା ପାଲଟିଥିବା ରାସ୍ତା ଉପରେ ପିଚୁ କଂକ୍ରିଟ ତ ଦୂରର କଥା ମୋରମ ମୁଠେବି ପଡି ପାରିନାହିଁ l

Road Problem
ବାପ୍‌ରେ ବାପ୍‌ ! ଏବେ ବି ଏମିତି ଗାଁକୁ ଏଭଳି ରାସ୍ତା, କେବେ ଆଖି ଖୋଲିବେ ସରକାର..

ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ନିଇତି ଲୋକମାନେ ସେଠାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି ।

School Problem
ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଡରୁଛନ୍ତି ବାପା-ମାଆ ! ପାଠ ପଢ଼ା ବୋଝ ପାଲଟିଛି

ରାୟଗଡ଼ା ଜିଲ୍ଲା ଗୁଣୁପୁର ସବଡିଭିଜନର ଚନ୍ଦ୍ରପୁର ବ୍ଲକର କିଛି ଗାଁରେ ପିଲାଙ୍କ ପାଇଁ ପାଠ ପଢ଼ିବା ଏକ ବୋଝ ପାଲଟିଛି ।

damage road
୫ଟି ଗାଁକୁ କାଳ ସାଜିଛି ୭ କିଲୋମିଟର ରାସ୍ତା, ଆନ୍ଧ୍ରରେ ମିଶିବାକୁ ଲୋକଙ୍କ ଚେତାବନୀ

୫ଟି ଗାଁକୁ କାଳ ସାଜିଛି ୭ କିଲୋମିଟର ରାସ୍ତା । ସବୁଦିନିଆ ରାସ୍ତା ନଥିବାରୁ ଶହ ଶହ ଲୋକେ ହଇରାଣ । ରାସ୍ତା ନଥିବାରୁ ଆନ୍ଧ୍ରରେ ମିଶିବାକୁ ଲୋକଙ୍କ ଚେତାବନୀ ।

People suffer due to sans proper motorable road in Koraput
ଗାଁକୁ ରାସ୍ତା ନାହିଁ, କେମିତି ଯିବା କେମିତି ଆସିବା ?

ବର୍ଷା ଦିନ ଆସିଲେ ଗାଁକୁ ଯିବାକୁ ଇଚ୍ଛା କରୁନାହାନ୍ତି ଲୋକେ । ଯିଏ ଗାଁରେ ରହିଥାଏ ସିଏ ବାହାରିବାକୁ ବି ଚାହାନ୍ତି ନାହିଁ ।