Advertisment

ଆଜି ବି ଗାଁ ଲୋକ ଖୋଜୁଛନ୍ତି ବିକାଶ

ଯେଉଁ ଗାଁ ସାରା ରାଜ୍ୟକୁ ଆଲୁଅ ଯୋଗାଉଛି, କିନ୍ତୁ ନିଜେ ପଡ଼ିଛି ଅନ୍ଧାରରେ । ଏହି ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା-ମହୁଲପାଟଣା । ସବୁ ଦେଇ ଆଜି ସର୍ବସ୍ବ ହରାଇଛି ଏହି ଡଙ୍ଗର ପାହାଡ଼ ଘାଟି ଇଲାକା । ଆଜି ବି ଗାଁ ଲୋକ ଖୋଜୁଛନ୍ତି ବିକାଶ ।

author-image
Santosh Kumar Sahoo

ଆଜି ଆମେ ଏମିତି ଏକ ଗ୍ରାମାଞ୍ଚଳର ଚିତ୍ର ଦେଖାଉଛୁ, ଯିଏ ସାରା ଦୁନିଆକୁ ଆଲୁଅ ଯୋଗାଉଛି, କିନ୍ତୁ ନିଜେ ପଡ଼ିଛି ଅନ୍ଧାରରେ । ହଜାର ହଜାର ହେକ୍ଟର ଜମିକୁ ଜଳ ଯୋଗାଇ ଚାଷୀ ମୁହଁରେ ହସ ଫୁଟାଉଛି ଯେଉଁ ଇଲାକା, ସେହି ଇଲାକା କାନ୍ଦୁଛି ଅନବରତ । ସେହି ଅଞ୍ଚଳ ହେଉଛି, ବିକାଶର ମାନଚିତ୍ରରେ ଖୋଜାପଡ଼ିଥିବା କଳାହାଣ୍ଡି ଜିଲ୍ଲାର ମୁଖିଗୁଡ଼ା-ମହୁଲପାଟଣା । ହେଲେ କେମିତି ଓ କାହିଁକି, ଦେଖନ୍ତୁ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପକୁ ନିଜ ଛାତିରେ ଜାବୁଡ଼ି ଧରି ବତୀଘର ସାଜିଥିବା ଏକ ଗାଁର କାହାଣୀ ।

Advertisment
Odisha Kalahandi Road Problem
Advertisment
Advertisment