• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rishabh Pant

Who will be Team India's wicketkeeper-batsman in 2023 World Cup?
୨୦୨୩ ବିଶ୍ୱକପ୍‌ରେ କିଏ ହେବ ଟିମ୍ ଇଣ୍ଡିଆର ୱିକେଟ୍‌କିପର୍‌-ବ୍ୟାଟର୍

୨୦୨୩ ବିଶ୍ୱକପ୍‌ରେ କିଏ ହେବ ଟିମ୍ ଇଣ୍ଡିଆର ୱିକେଟ୍‌କିପର୍‌-ବ୍ୟାଟର୍‌? ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ରିଷଭ ପନ୍ତ ଅନ୍‌ଫିଟ୍ ଥିବାରୁ ତାଙ୍କ ବିକଳ୍ପ ଖୋଜାଚାଲିଛି । ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ପନ୍ତଙ୍କ ଅନୁପସ୍ଥିତିରେ ପ୍ରଥମ ପସନ୍ଦ ହେଉଛନ୍ତି ଲୋକେଶ ରାହୁଲ । ଏହାଛଡ଼ା ଦୌଡ଼ରେ ଈଶାନ କିଶନ, ସଞ୍ଜୁ ସାମ୍‌ସନ୍ ବି ରହିଛନ୍ତି ।

Rishabh Pant
ଏସିଆ କପ୍‌ ଓ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଋଷଭ ପନ୍ତ

ଚଳିତବର୍ଷ ସେପ୍ଟେମ୍ବରରେ ଏସିଆ କପ୍‌ ହେବାକୁ ଥିବା ବେଳେ ଅକ୍ଟେବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ । ଏଥିରୁ ବାଦ ପଡ଼ିଲେ ୱିକେଟ୍‌ କିପର୍‌ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ।

Rishabh Pant, Urvashi Rautela
ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବାରୁ ରାଗିଗଲେ ଉର୍ବଶୀ, କହିଲେ...

ଉର୍ବଶୀଙ୍କୁ ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଶ୍ନ ପଚାରିବାରୁ ସେ ରାଗିଯାଇ କିଛି ଉତ୍ତର ନ ଦେଇ ସେଠାରୁ ଚାଲିଯାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Rishabh Pant and Kapil Dev
ରିଷଭ ପନ୍ତଙ୍କୁ ଚାପୁଡ଼ା ମାରିବେ କପିଳ ଦେବ !

ଗତ ଡିସେମ୍ବର ୩୦ରେ କ୍ରିକେଟର୍ ରିଷଭ ପନ୍ତ୍ ଦୁର୍ଘଟଣାର ଶିକାର ହୋଇଥିଲେ।

Rishabh Pant Likely To Be Airlifted To Delhi
ପ୍ଲାଷ୍ଟିକ୍‌ ସର୍ଜରୀ ପାଇଁ ଏୟାରଲିଫ୍ଟ ହୋଇପାରନ୍ତି ଋଷଭ୍‌ ପନ୍ତ

କ୍ରିକେଟର ଋଷଭ୍‌ ପନ୍ତଙ୍କୁ ଏୟାରଲିଫ୍ଟ କରାଯାଇପାରେ। ଅଧିକ ଚିକିତ୍ସା ପାଇଁ ଡେରାଡୁନରୁ ଦିଲ୍ଲୀକୁ ତାଙ୍କୁ ଏୟାରଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି। 

Why Cricketer Rishabh Pant Self Drive Car
କାହିଁକି ନିଜେ କାର୍‌ ଚଲାଉଥିଲେ ଋଷଭ୍‌ ପନ୍ତ ? ଆମ୍ବୁଲାନ୍ସ ଭିତରେ କହିଲେ ଅସଲ କାରଣ...

କାହିଁକି ନିଜେ ଡ୍ରାଇଭ କରୁଥିଲେ ପନ୍ତ ? କେମିତି ହେଲା ଦୁର୍ଘଟଣା ? ଏହାର କାରଣ ଏବେ ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରୁ ଯେଉଁ ଆମ୍ବୁଲାନ୍ସରେ ପନ୍ତଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା, ସେହି ଆମ୍ବୁଲାନ୍ସର ଫାର୍ମାସିଷ୍ଟ ମୋନୁ କୁମାର ଘଟଣା ସମ୍ପର୍କରେ କହିଛନ୍ତି।

Rishabh Pant
କେମିତି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେଲେ ଋଷିଭ ପନ୍ତ?

ମଝି ରାସ୍ତାରେ କେମିତି ଏତେ ବଡ ଦୁର୍ଘଟଣାର ସାମ୍ନା କଲେ ଋଷଭ? ବର୍ତ୍ତମାନ କେମିତି ଅଛନ୍ତି ପନ୍ତ?

Rishabh Pant
ଗାଡ଼ି ଖୁବ୍‌ ସ୍ପିଡ୍‌ରେ ଥିଲା, ଆଖି ଲାଗିଯିବାରୁ ଡିଭାଇଡରରେ ପିଟିହେଲା ! ଏବେ ପନ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଭୟଙ୍କର ରାସ୍ତା ଦୁର୍ଘଟଣାରେ ଆହତ କ୍ରିକେଟର୍ ରିଷବ ପନ୍ତ ବିପଦମୁକ୍ତ । ଡେରାଡୁନରେ ଚାଲିଛି ଚିକିତ୍ସା, ସହାୟତା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ।

Rishabh Pant car accident
ମା’କୁ ସରପ୍ରାଇଜ୍‌ ଦେବାକୁ ଚାହୁଁଥିଲେ ଋଷଭ୍‌ ପନ୍ତ ! କାର୍‌ରେ ଏକୁଟିଆ ଯାଉଥିଲେ ରୁର୍‌କି

ମା’କୁ ଭେଟିବା ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ଭାରତୀୟ କ୍ରିକେଟର୍‌।

Know What Cricketer Rishabh Pant Said During Rescue After Horrific Car Crash
‘ମୁଁ ଋଷଭ୍‌ ପନ୍ତ, ମୋତେ ଉଦ୍ଧାର କର...’

ଭୟଙ୍କର କାର୍‌ ଦୁର୍ଘଟଣାର ଶିକାର ହୋଇ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର୍‌ ଋଷଭ୍ ପନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସୌଭାଗ୍ୟବଶତଃ, ଏକ ବଡ଼ ଧରଣର ଅଘଟଣରୁ ସେ ଅଳ୍ପକେ ଭର୍ତ୍ତି ଯାଇଛନ୍ତି। ହେଲେ ଦୁର୍ଘଟଣାରେ ଋଷଭ୍‌ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପନ୍ତଙ୍କୁ ହଠାତ୍ କେହି ଚିହ୍ନି ପାରିନଥିଲେ..।

Video Shows Cricketer Rishabh Pant Car Catches Fire
ଭୟଙ୍କର ଥିଲା କ୍ରିକେଟର ଋଷଭ୍‌ ପନ୍ତଙ୍କ କାର୍‌ ଦୁର୍ଘଟଣା, ସାମ୍ନାକୁ ଆସିଲା Video...

ମର୍ସିଡିଜ୍‌ କାର୍‌ରେ ପନ୍ତ ଘରକୁ ଫେରୁଥିବା ବେଳେ ଗାଡ଼ି ଡିଭାଇଡରରେ ପିଟି ହୋଇ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଦୁର୍ଘଟଣାରେ ଋଷଭ୍‌ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଆଘାତ ଲାଗିଛି।

Rishabh Pant Car Accident
କେତେବେଳେ ଓ କେମିତି ଦୁର୍ଘଟଣାର ଶିକାର ହେଲା ଋଷଭ୍‌ ପନ୍ତଙ୍କ କାର୍‌ ? ମର୍ସିଡିଜ୍‌ ଜଳିକି ସମ୍ପୂର୍ଣ୍ଣ ନଷ୍ଟ

ନୂଆଦିଲ୍ଲୀରୁ ଉତ୍ତରାଖଣ୍ଡର ରୁରକି ଅଭିମୁଖେ ଯାଉଥିବା ସମୟରେ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର ଆଜି ସକାଳ ୫.୧୫ ରେ ନାରସନ୍ ସୀମାରେ ରେଲିଂ ସହ ମୁହାଁମୁହିଁ ଧକ୍କା ହୋଇଥିଲା

Cricketer Rishabh Pant Car Accident
ଦୁର୍ଘଟଣାରେ ଟିମ୍‌ ଇଣ୍ଡିଆ କ୍ରିକେଟର ଋଷଭ୍ ପନ୍ତ ଗୁରୁତର

ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀରୁ ରୁର୍କୀ କାର୍‌ରେ ଫେରିଲା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Why Rishabh Pant Compared with Dhoni
ପନ୍ତଙ୍କ ପ୍ରଦର୍ଶନରେ ଧୋନିଙ୍କ ଝଲକ

ମହେନ୍ଦ୍ର ସିଂ ଧୋନି ଓ ରିଷଭ ପନ୍ତ - ଉଭୟଙ୍କ ମଧ୍ୟରେ ଯେତେବେଳେ ବି ତୁଳନା କରାଯାଏ, ନିକିତିର ଗୋଟିଏ ପଟ ବହୁତ ଓଜନିଆ ହୋଇଯାଏ। ଏବେ ପ୍ରତିଭାଶାଳୀ ପନ୍ତଙ୍କ ପ୍ରଦର୍ଶନରେ କିମ୍ବଦନ୍ତୀ ଧୋନିଙ୍କ ଝଲକ ଦେଖିବାକୁ ପାଇଛନ୍ତି କ୍ରିକେଟ୍ ବିଶ୍ଳେଷକ। ଫଳରେ ପୁଣି ଥରେ ତୁଳନା ହୋଇଛି; ହେଲେ ପନ୍ତ କ’ଣ ନିଜ ମାର୍ଗଦର୍ଶକଙ୍କୁ ଟପିପାରିବେ?

Rishabh Pant
ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ 

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି।