• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ram Mandir

Ram Mandir
ସଜେଇ ହେଉଛି ଅଯୋଧ୍ୟା

ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର।

Ram Mandir
ଆଗେଇ ଚାଲିଛି ମନ୍ଦିର ନିର୍ମାଣ କାର୍ଯ୍ୟ, ସମୀକ୍ଷା କଲେ କମିଟି ଅଧ୍ୟକ୍ଷ

ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରିଛନ୍ତି ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ମନ୍ଦିର ପରିସର ପରିଦର୍ଶନ କରିବା ସହ ସେ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

Ram Mandir
ବ୍ୟଗ୍ର ହେଲାଣି ଅଯୋଧ୍ୟା ନଗରୀ, OTV କ୍ୟାମେରାରେ Exclusive ଚିତ୍ର 

ମନ୍ଦିରର ପ୍ରଥମ ମହଲା, ପୂର୍ବ ଦିଗକୁ ମୁଖ୍ୟ ଦ୍ୱାର, ୩୨ଟି ପାହାଚ ଆଦି ତିଆରି ସରିଥିବା ବେଳେ, କେବଳ ଶେଷସ୍ପର୍ଶ ଦେଉଛନ୍ତି ଶିଲ୍ପୀ ଓ କାରିଗର । ମନ୍ଦିରର ବୈଶିଷ୍ଟ ହେଉଛି- ନାଗର ଶୈଳୀର ବାସ୍ତୁକଳା । ୩୮୦ ଫୁଟ୍ ଲମ୍ବା, ୨୫୦ ଫୁଟ୍ ଓସାର ଓ ୧୬୧ ଫୁଟ୍ ଉଚ୍ଚତା।

Mamata Banerjee
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ନାହିଁ ମମତା !

ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଟିଏମସି ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ମିଳିଛି । ତେବେ ଟିଏମସି ଆନୁଷ୍ଠାନିକ ଭାବେ ଏହି ନିଷ୍ପତ୍ତି ଘୋଷଣା କରିନାହିଁ।

Ram Mandira
ସାମ୍ନାକୁ ଆସିଲା ରାମ ମନ୍ଦିରର ସଂପୂର୍ଣ୍ଣ ଦୃଶ୍ୟ, ପୌରାଣିକ କଥାବସ୍ତୁ ଆଧାରରେ ଚାଲିଛି ନିର୍ମାଣ କାମ

ଜାନୁଆରି ୨୨ରେ ପ୍ରାଣ ପ୍ରତିଷ୍ଠା ପାଇଁ ଜୋରସୋରରେ ଚାଲିଛି କାମ । ପୁରା ଅଯୋଧ୍ୟା ନଗରୀକୁ ନୂଆ ରୂପ ଦିଆଯାଉଛି। ସହରର ସୌନ୍ଦର୍ଯ୍ୟକରଣ ବି ଜୋରସୋରରେ ଚାଲିଛି।

Ram Mandira
ରାମ ମନ୍ଦିର ପାଇଁ ଘଣ୍ଟା ପ୍ରଦାନ କଲେ ପରିବା ବିକାଳୀ, ଏକାସାଙ୍ଗେ ଦେଖାଇବ ୯ ଦେଶର ସମୟ

ତାମିଲନାଡୁରେ ସ୍ୱତନ୍ତ୍ର ଭାବେ ନିର୍ମିତ ୪୨ଟି ଘଣ୍ଟିକୁ ଅଯୋଧ୍ୟା ପଠାଯାଇଛି। ନମକ୍କଲ ଜିଲ୍ଲାର ଏକ ଫ୍ୟାକ୍ଟ୍ରିରେ ଏଗୁଡିକୁ ନିର୍ମାଣ କରାଯାଇଛି। ବେଙ୍ଗଲୁରୁର ଜଣେ ଭକ୍ତ ରାଜେନ୍ଦ୍ର ପ୍ରସାଦ ରାମମନ୍ଦିର ଲାଗି ଏହି ବେଲ୍ ଗୁଡିକୁ ତିଆରି କରାଇଛନ୍ତି ।

Ram Mandir Issued, Minakhi Lekhi
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ କିଏ ଆସିବେ କିଏ ଆସିବେନି...ମିନାକ୍ଷୀ କହିଲେ....

ରାଜନୈତିକ ବୟାନବାଜୀ ମଧ୍ୟରେ ଏବେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ବିରୋଧୀଙ୍କ କୋଟକୁ ବଲ ଗଡ଼ାଇ ଦେଇଛନ୍ତି ।

Ram Mandir
ସରି ଆସୁଛି ଅପେକ୍ଷା, ବଢି ଚାଲିଛି ଉତ୍କଣ୍ଠା, ଅଯୋଧ୍ୟାକୁ ସଜାଇବାକୁ ଚାଲିଛି ଆୟୋଜନ

ସରି ଆସୁଛି ଅପେକ୍ଷା, ବଢି ଚାଲିଛି ଉତ୍କଣ୍ଠା । ଅଯୋଧ୍ୟାର ସୁଶୋଭିତ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ପାଖେଇ ଆସୁଥିବା ବେଳେ ଏହି ମହାର୍ଗ ମୁହୂର୍ତ୍ତକୁ ଈଶ୍ୱରମୟ କରିବାକୁ ଚାଲିଛି ବିରାଟ ଆୟୋଜନ ।

Sri Ram Mandir
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଶ୍ୱଶୁର ଘରୁ ଉପହାର ପାଇବେ ପ୍ରଭୁ ଶ୍ରୀରାମ

ପାଟଣାର ମହାବୀର ମନ୍ଦିରରୁ ପଗଡ଼ି, ପାନ ଓ ପଦ୍ମ ମଞ୍ଜିକୁ ମିଥିଳାସ୍ଥିତ ପ୍ରଭୁ ଶ୍ରାରାମଙ୍କ ଶ୍ୱଶୁର ଘରକୁ ଯିବ । ପରେ ଏହାକୁ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ରାମ ମନ୍ଦିରକୁ ପଠାଯିବ ।

Ram Mandir
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ରାଜସ୍ଥାନରୁ ୬ କ୍ୱିଣ୍ଟାଲ ଗୁଆ ଘିଅ ଧରି ପହଞ୍ଚିଲା ରଥ

୩ ହଜାର ଆବେଦନ ଆସିଥିଲା, ୨ଶହ ନାଁ ସର୍ଟଲିଷ୍ଟ ପରେ ସରିଛି ଚୟନ। ଅଯୋଧ୍ୟାରେ ସମସ୍ତଙ୍କ ରହଣୀ ପାଇଁ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ନଗର ।

Ram Mandir
ଭବ୍ୟ ଢ଼ଙ୍ଗରେ ହେବ ରାମ ମନ୍ଦିର ପ୍ରତିଷ୍ଠା; ଅତିଥି ତାଲିକାରେ ଶିଳ୍ପପତି, କ୍ରିକେଟର୍‌ ଓ ଫିଲ୍ମଷ୍ଟାର

ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି । ଆସନ୍ତା ୨୨ ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ସାରିଛି ।

6,000 invitations being sent out for Ayodhya's Ram Temple consecration
ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ ; ଜାଣନ୍ତୁ କ’ଣ ହୋଇଛି ଲେଖା

ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ପଠାଯିବା ଆରମ୍ଭ ହୋଇଯାଇଛି। ଏହାରି ଭିତରେ କାର୍ଡର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ନିମନ୍ତ୍ରଣ ପତ୍ରର ଲଫାପା ଭିତରେ ଏକ ଚିଠି ମଧ୍ୟ ଅଛି। ଏଥିରେ କ’ଣ ଲେଖାଯାଇଛି ଜାଣିବା ପାଇଁ ପଢନ୍ତୁ।

Ram Mandir
ଅଯୋଧ୍ୟା ରାମ ମନ୍ଦିରରେ ୨୦ ପୂଜାରୀ ପଦବୀ ପାଇଁ ୩୦୦୦ ଆବେଦନ

ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି, ବୃନ୍ଦାବନର ଜୟକାନ୍ତ ମିଶ୍ର ଏବଂ ଅଯୋଧ୍ୟାର ଦୁଇ ମହନ୍ତ ମେଥିଲେଶ ନନ୍ଦିନୀ ଶରଣ ଏବଂ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ବିଚାରକ ମଣ୍ଡଳୀ ରାମମନ୍ଦିରର ପୂଜାରୀ ପାଇଁ ଆବେଦନ କରିଥିବା ୨୦୦ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନେଉଛନ୍ତି ।

Ram Mandir
ଜାନୁଆରୀ ୨୨ରେ ଆସନ୍ତୁ ନାହିଁ ରାମ ମନ୍ଦିର, ଗାଁ ମନ୍ଦିରରେ କରନ୍ତୁ ପୁଜାର୍ଚ୍ଚନା

ରାମ ମନ୍ଦିର ପାଇଁ ଅଧିକ ବାଟ ଚାଲିବାକୁ ପଡ଼ିବ । ସେଥିପାଇଁ ପ୍ରସ୍ତୁତ ହୋଇ ଆସନ୍ତୁ ।

Ram Mandir
ସାକାର ହେବ ୫ଶହ ବର୍ଷର ସ୍ବପ୍ନ ଓ ସଂଘର୍ଷ

ସାକାର ହେବାକୁ ଯାଉଛି କୋଟି କୋଟି ରାମଭକ୍ତଙ୍କ ଶତାବ୍ଦୀ ପୁରୁଣା ସ୍ୱପ୍ନ। ଭବ୍ୟ ଓ ଦିବ୍ୟ ସ୍ୱରୂପ ନେଇ ଉଦଘାଟିତ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର। ଆସନ୍ତାବର୍ଷ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମ ମନ୍ଦିରର ଉଦଘାଟନ କରିବେ।

Ajodhya
ଅଯୋଧ୍ୟାରେ ଆଜିଠାରୁ ହେଲିକପ୍ଟର ସେବା ଆରମ୍ଭ

ଆଜି ସକାଳ ୯ଟାରୁ ପ୍ରଥମ ହେଲିକପ୍ଟର ଉଡାଣ କରିଛି । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି ହେଲିକପ୍ଟର ସେବା ଜାରି ରହିବ । ଆକାଶ ଉପରୁ ଅଯୋଧ୍ୟା ନଗରୀର ଏରିଏଲ ଭ୍ୟୁ ଦର୍ଶନ କରିପାରିବେ ପର୍ଯ୍ୟଟକ ।

Amit Shah On Ram Mandir
ଶାହା କହିଲେ ବର୍ଷେ ଭିତରେ ସରିବ ରାମ ମନ୍ଦିର

ଆଗାମୀ ବର୍ଷକ ମଧ୍ୟରେ ସରିବ ରାମ ମନ୍ଦିର କାମ ।

Ram Mandir
ସରିଲାଣି କାମ ! ହଜାରେ ବର୍ଷ ରହିବ ରାମ ମନ୍ଦିର, ଭୂମିକମ୍ପ ବି କ୍ଷତି କରିପାରିବନି

ଏକାଥରେ ୨ ଲକ୍ଷ ଭକ୍ତ ଦର୍ଶନ କରିପାରିବାର ବ୍ୟବସ୍ଥା । ୨୦୨୪ ମକର ସଂକ୍ରାନ୍ତି ସୁଦ୍ଧା ବିଗ୍ରହ ପ୍ରତିଷ୍ଠା ।

1st Phase Of Ram Mandir Construction Work Completed | Updates On 2nd Phase Work
ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ

ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ। ମୂଳଦୁଆ ମଜବୁତ ପାଇଁ ୧୪ମିଟର ମୋଟୋଇର କଂକ୍ରିଟ ଚଟାଣ ନିର୍ମାଣ କରାଯାଇଛି ।

ram mandir
ଘନଉଛି ରାମ ମନ୍ଦିର ଜମି କିଣା ଦୁର୍ନୀତି ମାମଲା, ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି କିଣାଯାଇଥିବା ଜମିରେ ଦୁର୍ନୀତି ହୋଇଥିବା ନେଇ ଯେଉଁ ଅଭିଯୋଗ ଆସିଛି, ତାହାର ତଦନ୍ତ କରାଯିବ । ତଦନ୍ତ ପରେ ଯଦି କିଛି ଅନିୟମିତତା ହୋଇଥିବା ଜଣାପଡ଼େ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉତ୍ତରପ୍ରଦେଶ…