• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ram Mandir

Washington DC
ବିଦେଶରେ ରାମଧୁନ..କାର ସଜାଇ ଲେଖିଲେ ରାମ

ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ ।

Ayodhya
ଓଡ଼ିଶାରେ ଅଛି ଗୋଟିଏ ଗାଁ..ପ୍ରଭୁ ଆସିଥିବାରୁ ନାଁ ଅଯୋଧ୍ୟା

ଆସନ୍ତାକାଲି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା । ରାମମୟ ହେଲାଣି ଅଯୋଧ୍ୟା । ଶ୍ରଦ୍ଧାଳୁ, ସନ୍ୟାସୀ ସମସ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଏପଟେ ଓଡ଼ିଶାର ଅଯୋଧ୍ୟାରେ ବି ଉତ୍ସାହ କିଛି କମ ନୁହେଁ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ରହିଛି ଏହି ଅଯୋଧ୍ୟା ଗାଁ ।

Ram Mandir
ଆସିଲେଣି ଅତିଥି..ସଜେଇ ହେଲାଣି ଅଯୋଧ୍ୟା..ହେବ ପାଞ୍ଚଶହ ବର୍ଷ ଅପେକ୍ଷାର ଅନ୍ତ

ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପରିସରରେ ହଜାରେ ଆଠ ଯଜ୍ଞ କୁଣ୍ଡରେ ଚାଲିଛି ବେଦ ଓ ପାରାୟଣ ପାଠ ।

Pran Pratistha Utsav
ପ୍ରାଣପ୍ରତିଷ୍ଠା ପୂର୍ବରୁ ଦିବ୍ୟରୂପରେ ଭବ୍ୟ ଶ୍ରୀରାମ ମନ୍ଦିର

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭବ୍ୟ ଶ୍ରୀରାମ ମନ୍ଦିରର ଦିବ୍ୟ ରୂପ। ସୁଗନ୍ଧ ପୁଷ୍ପରେ ପ୍ରସ୍ଫୁଟିତ ନବନିର୍ମିତ ମନ୍ଦିର।ଆକର୍ଷଣୀୟ, ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ। ଯେମିତି ସ୍ୱର୍ଗପୁରୀ ପାଲଟିଛି ଶ୍ରୀରାମ ଜନ୍ମଭୂମି।

Ram Naam in Odisha
କାହା ଲେଖନୀରେ ରାମ ନାମ ତ କାହା ହାତରେ ପ୍ରତିକୃତି, ଅଯୋଧ୍ୟା ପଠାଇବାକୁ ଭିନ୍ନ ଢଙ୍ଗରେ ରାମ ନାମ ଲେଖା

ନିଜର ଯାଦୁଗରୀ ସ୍ପର୍ଶରେ କିଏ ପ୍ରଭୁ ଶ୍ରୀରାମଙ୍କ କ୍ଷୁଦ୍ର ମୂର୍ତ୍ତିଟିଏ କରି ଚର୍ଚ୍ଚାକୁ ଆସିଛନ୍ତି ତ ଆଉ କିଏ ୨୫ ଲକ୍ଷ ରାମନାମ ଲେଖି ନିଜକୁ ଉତ୍ସର୍ଗ କରିଦେଇଛନ୍ତି ମର୍ଯ୍ୟାଦାପୁରୁଷଙ୍କ ଉଦ୍ଦେଶ୍ୟରେ।

Ram Mandir
୧୧ ଶହ ଟନ ଫୁଲରେ ସଜେଇ ହେଉଛି ଅଯୋଧ୍ୟା, ଉପହାରରେ ମିଳିଛି ବିଶାଳକାୟ ତାଲା

ଆସୁଛନ୍ତି ପ୍ରଭୁ ଶ୍ରୀରାମ । ପ୍ରାୟ ୫ ଶହ ବର୍ଷ ପରେ ନିଜ ଆସ୍ଥାନରେ ବିରାଜିବେ ରାମଲାଲା । ସୋମବାର ହେବ ପ୍ରାଣ ପ୍ରତିଷ୍ଠା । ମଝିରେ ରହିଲା ଆଉ ମାତ୍ର ଗୋଟିଏ ଦିନ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବପ୍ରବଣ ଭକ୍ତଙ୍କ ଉତ୍ସାହ କାହିଁରେ କଣ ।

Mukesh Ambani
Ayodhya Ram Mandir: ମୁକେଶଙ୍କ ବଡ଼ ଘୋଷଣା...ଏହି ଦିନ ବନ୍ଦ ରହିବ ରିଲାଏନ୍ସର ସବୁ ଅଫିସ୍

ଜାନୁଆରୀ ୨୨ ରେ ଛୁଟି ରହିବ ରିଲାଏନ୍ସ ଇଣ୍ତଷ୍ଟ୍ରୀ । ପୁରା ଭାରତରେ ଥିବା ରିଲାଏନ୍ସର ସମସ୍ତ ଶାଖା ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା ଅବସରରେ ଛୁଟି ରହିବ । ଏନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ୱାନୀ ।

Ram Lalla
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେମିତି ହେଲା ଫଟୋ ଭାଇରାଲ, ଅସନ୍ତୋଷ ଝାଡ଼ିଲେ ମୁଖ୍ୟ ପୁରୋହିତ

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫଟୋ କେମିତି ଅନଲାଇନରେ ଆସିଲା .. ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଖେଳି ଯାଇଛି । ଅନ୍ୟପଟେ ଫଟୋ ଭାଇରାଲ ପରେ ଅସନ୍ତୋଷ ଝାଡ଼ିଛନ୍ତି ମୁଖ୍ୟ ପୂଜକ ।

Ram Prasad
ଭକ୍ତର ଭାବାବେଗକୁ ଆଘାତ...ରାମମନ୍ଦିର ପ୍ରସାଦ ନାଁରେ ଅନଲାଇନରେ ମିଳୁଛି ପେଡ଼ା

ଆମାଜନରେ ରାମ ମନ୍ଦିରର ପ୍ରସାଦ ନାଁରେ ମିଳୁଛି ମିଠା । ଏପରି ଅଭିଯୋଗ ଆସିବା ପରେ ଇ-କମର୍ସ କମ୍ପାନୀ ଏହି ପ୍ରସାଦ ବିକ୍ରି ଉପରେ କଟକଣା ଲଗାଇଛି ।

Sri Ram Mandir
ମୁଖରେ ସୁଦର୍ଶନ ହସ, ହାତରେ ଧନୁର୍ବାଣ .. ଏମିତି ଦିଶୁଥିଲେ ପ୍ରଭୁ ଶ୍ରୀରାମ

ନୀଳକମଳ ଓ କଳାମେଘ ଭଳି ଶ୍ୟାମସୁନ୍ଦର ଶରୀରରେ ପ୍ରକାଶିତ ହେଉଥିଲା କୋଟି କୋଟି କାମଦେବଙ୍କ ଶୋଭା । ନାଲି ନାଲି ପାଦରେ ନଖ ଗୁଡ଼ିକର ଜ୍ୟୋତି ଏଭଳି ଲାଗୁଥିଲା, ଯେପରି ନାଲି ପଦ୍ମର ପତ୍ରରେ ସ୍ଥିର ହୋଇଯାଇଛି ମୋତି ।

1st Photo Of Ram Lalla
ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରଥମ ଝଲକ, ଧଳା ମାର୍ବଲ ଆସ୍ଥାନ ଉପରେ ବିରାଜମାନ ରାମଲାଲା

ଆସନ୍ତା ୨୨ ତାରିଖ ଦିନ ୧୨ଟା ୩୦ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ୬ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ।

Narendra Modi
୧୨ ତାରିଖରୁ ଚଟାଣରେ ଶୋଉଛନ୍ତି, ଖାଲି ପଇଡ଼ ପାଣି ପିଉଛନ୍ତି ମୋଦି !

ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଭଳି ଏକ ଐତିହାସିକ ଓ ପବିତ୍ର କାର୍ଯ୍ୟକ୍ରମର ସେ ସାକ୍ଷୀ ହେବାକୁ ଯାଉଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ।

Ayodhya Ram Mandir
ଓଡ଼ିଶା ଭୂଇଁରେ ଶ୍ରୀରାମଙ୍କ କାହାଣୀ ! ଘଞ୍ଚ ଜଙ୍ଗଲର କିଛି ଦିବ୍ୟସ୍ଥଳରେ ତ୍ରେତୟା ଯୁଗର ଛାପ

ମାତା ଜାନକୀଙ୍କ ସହ ରହିଛି ଗଭୀର ସଂପର୍କ । ମାଲକାନଗିରର ସୀତାକୁଣ୍ଡ ଓ କେନ୍ଦୁଞ୍ଜରର ସୀତାବିଞ୍ଜର କଥା ।

Ram Mandir Prasad
ଅନଲାଇନରେ ମିଳିବନି ରାମଲାଲାଙ୍କ ପ୍ରସାଦ, ହୋମ ଡେଲିଭରୀକୁ ମନ୍ଦିର ପକ୍ଷରୁ ନା

ଅନଲାଇନରେ ମିଳୁନି ଶ୍ରୀରାମଙ୍କ ପ୍ରସାଦ । ଗତ କିଛିଦିନ ତଳେ ଅନଲାଇନରେ ରାମଙ୍କ ପ୍ରସାଦ ଉପଲବ୍ଧ ହେବ ବୋଲି ଖବର ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଖଣ୍ତନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।

Holiday
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଛୁଟି ଘୋଷଣା କଲେ ଏହି ସବୁ ରାଜ୍ୟ...

ଦେଶ ରାମମୟ .. ଦେଶବାସୀ ରାମମୟ .. ତନ, ମନ, ପ୍ରାଣ ମଧ୍ୟ ରାମମୟ । ରାମଭକ୍ତିରେ ଭିଜୁଛି ପୁରା ଅଯୋଧ୍ୟା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବୁକ ହୋଇ ପଡ଼ିଛି ପୁରା ଭାରତ । ଏହି ମହତ୍ ହିନ୍ଦୁ ସମାରୋହକୁ ଆଗେଇ ନେବା ପାଇଁ କିଛି ରାଜ୍ୟ ଆସନ୍ତା ଜାନୁଆରୀ ୨୨ କୁ ଛୁଟି ଘୋଷଣା କରିଛନ୍ତି ।

Ayodhya Ram Mandir
ଆସୁଛନ୍ତି ପ୍ରଭୁ ଶ୍ରୀରାମ, ପ୍ରାଣ ପ୍ରତିଷ୍ଠା ପାଇଁ ଆରମ୍ଭ ହେଲା ଆଦ୍ୟ ପର୍ବ

ରାମ ମନ୍ଦିରରେ ଶ୍ରୀରାମଙ୍କ ବିଗ୍ରହ ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍କଣ୍ଠା । ଉତ୍ସବ ମୁଖର ହୋଇ ଉଠିଛି ରାମ ଜନ୍ମଭୂମି ଅଯୋଧ୍ୟା ନଗରୀ । ପ୍ରାଣପ୍ରତିଷ୍ଠାର ଆଦ୍ୟପର୍ବ ଆରମ୍ଭ ହୋଇ ଯାଇଛି ।

Ram Mandir
ସଂଗୀତରେ ରାମ... ଭଜନ-କୀର୍ତ୍ତନରେ ରାମ... ସରଜୁ ତଟରେ ରାମ... ଦୀପରେ ଦୀପରେ ରାମ

ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ ଅନୁଷ୍ଠିତ ହୋଇଥିବା ବେଳେ, କାଲି ମୂର୍ତ୍ତିର ପରିସର ପ୍ରବେଶ କାର୍ଯ୍ୟକ୍ରମ ରହିଛି।

Ram Mandir
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଆଦ୍ୟପର୍ବର ଶୁଭାରମ୍ଭ, ଆଜି ସଂପନ୍ନ ହେଲା ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ

ରାମମନ୍ଦିର ଗର୍ଭଗୃହରେ ଲାଗିଛି ୧୨ଟି ମୟୂର ଖୋଦିତ ଏହି ସୁନା ଚଦର ଲାଗିଥିବା ବିରାଟ କବାଟ।

Ayodhya Ram Mandir
Ayodhya Ram Mandir: ଦେଢ଼ ମାସ ପର୍ଯ୍ୟନ୍ତ ଜଳିବ ଧୂପକାଠି, ୫୦ କିଲୋମିଟର ଯାଏଁ ବାସିବ..!

ଏହି ଧୂପକାଠି ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଜଳିବ ବୋଲି ଅନୁମାନ କରାଯାଉଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୬ ମାସ ସମୟ ଲାଗିଥିଲା ।

Hotel Booking
Ayodhya Ram Mandir : ଅଯୋଧ୍ୟାରେ ୫ ଗୁଣା ବଢ଼ିଲା ହୋଟେଲ୍‌ ଭଡ଼ା; ଟପିପାରେ ୧ ଲକ୍ଷ

ବିଭିନ୍ନ ଟ୍ରାଭେଲ୍‌ ପୋର୍ଟାଲ ଗୁଡ଼ିକର ତଥ୍ୟ ଆପଣ ଜାଣିଲେ ନିଶ୍ଚୟ ଚକିତ ହେବେ । କାରଣ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଇଚ୍ଛୁକ ଅଛନ୍ତି ଲକ୍ଷ ଲକ୍ଷ ଲୋକ ।

Ram Mandir
୨୨ ତାରିଖ ଯେତିକି ପାଖେଇ ଆସୁଛି ଭକ୍ତଙ୍କ ଉତ୍କଣ୍ଠା ସେତିକି ବଢ଼ୁଛି

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ୧୬ ତାରିଖରୁ ଆରମ୍ଭ ହେବ କାର୍ଯ୍ୟକ୍ରମ ।

ayodhya ram mandir
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ; ଅତିଥିଙ୍କୁ ସ୍ୱାଗତ ଜଣାଇଲା ମୁସଲିମ୍ ସମାଜ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଅତିଥିଙ୍କ ସମେତ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ ଜଣାଇଛନ୍ତି ଅଯୋଧ୍ୟାର ମୁସଲିମ ସମାଜ ।

Narendra Modi
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା, ଶ୍ରୀରାମ ଆସୁଛନ୍ତି.. ସ୍ୱଚ୍ଛତା ବଜାୟ ରଖ

ଭାରତର ଦୀର୍ଘତମ ସମୁଦ୍ର ସେତୁର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଅଭିଯାନର ପ୍ରଚାର କରିଛନ୍ତି । ମହାରାଷ୍ଟ୍ରର ନାସିକରେ ଥିବା କାଲାରାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ନିଜେ ସଫେଇ କରି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଛନ୍ତି ।

RAM KIT
ହାର୍ଟ ଆଟାକ୍‌ ଆସିଲେ ତୁରନ୍ତ ଏହି କିଟ୍‌ରେ ଥିବା ଔଷଧ ଖାଆନ୍ତୁ, ଜୀବନ ବଞ୍ଚାନ୍ତୁ

ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା କରିହେବ । ସବୁଠାରୁ ବଡ଼ କଥା ହେଲା ଏହି କିଟ୍‌ର ଦାମ୍‌ ମାତ୍ର ୫ ରୁ ୭ ଟଙ୍କା ।

Ayodhya Ram Mandir
ଅଯୋଧ୍ୟାରେ ପହଞ୍ଚିଲା ୫୦୦ କେଜିର ଢୋଲ, ରହିଛି ସୁନା ରୁପାର ପରସ୍ତ

ମାତା ସୀତାଙ୍କ ଜନ୍ମସ୍ଥାନ ନେପାଳ ଜନକପୁରରୁ ପ୍ରଭୁ ଶ୍ରୀରାମଙ୍କ ପାଇଁ ରୂପା ଜୋତା, ଅଳଙ୍କାର ଏବଂ ପୋଷାକ ସହିତ ୩୦୦୦ ରୁ ଅଧିକ ଉପହାର ଆସି ପହଞ୍ଚିଛି ।