RAKHI-KAHANI
୧୧ ମାସ ତଳେ ଅଲିଅଳି ଭଉଣୀର ଅକାଳ ମୃତ୍ୟୁ ହୋଇଯାଇଥିଲା। ଭଉଣୀକୁ ଝୁରି ହେଉଥିବା ଭାଇ ଭାବିଥିଲା, ଏଥର ରାକ୍ଷୀରେ ଖାଲି ପଡ଼ିବ ହାତ। ହେଲେ ସତେ ଯେମିତି ଘଟିଲା ଚମତ୍କାର। ଭଉଣୀ ସିନା ଫେରିଲାନି, ହେଲେ ସତେ ଯେମିତି ଭାଇ ହାତରେ ରାଖି ବାନ୍ଧିବାକୁ ଆରପାରିରୁ ଓହ୍ଲେଇ ଆସିଲା ଗେହ୍ଲି ଉଉଣୀର କଅଁଳ ହାତ। ଦେଖନ୍ତୁ ଅଙ୍ଗଦାନ ପାଇଁ ସମ୍ଭବ ଗୁଜରାଟ ଭଲସାଡର ଏଭଳି ଏକ ନିଆରା କାହାଣୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)