• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rajnath Singh

Rajnath Singh
‘ଜାହାଜ ଉପରେ ଯିଏ ଆକ୍ରମଣ କରିଛି, ତାକୁ ପାତାଳରୁ ବି ଖୋଜି ଆଣିବୁ’

ନିକଟରେ ଆରବ ସାଗରରେ ତେଲ ଧରି ଆସୁଥିବା ଜାହାଜ ଏମଭି ଚେମ୍ ପ୍ଲୁଟୋ ଉପରେ ଆକ୍ରମଣ ଘଟଣାକୁ ଭାରତ ଗୁରୁତର ସହ ନେଇଛି ।

Aircraft
ବାୟୁସେନାରେ ସାମିଲ ହେଲା C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

ଏହି C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଛୋଟ ରନୱେରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ କରିପାରିବ । ଏହାକୁ ଟେକ୍ ଅଫ୍ କରିବା ପାଇଁ ୮୪୪ ମିଟରରୁ ୯୩୪ ମିଟର ଲମ୍ବର ରନୱେ ଆ‍ବଶ୍ୟକ । ସେହିପରି ଲ୍ୟାଣ୍ଡିଂ ପାଇଁ କେବଳ ୪୨୦ ମିଟର ରନୱେ ଆବଶ୍ୟକ ।

Rajnath Singh
ରାଜନାଥଙ୍କ ଫୋକସରେ 'ନାରୀଶକ୍ତି' : LOCରେ ମୁତୟନ ହେବେ ମହିଳା

ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ନିଯୁକ୍ତି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଞ୍ଜୁରୀ ।

Union Minister Rajnath Singh arrives in Jammu
ରାଜୌରୀରେ ରାଜନାଥ ସିଂ: ଯବାନଙ୍କ ମନୋବଳ ବଢ଼ାଇଲେ ପ୍ରତିରକ୍ଷା ମନ୍ତ୍ରୀ

ଶୁକ୍ରବାର କାଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ କରିଥିଲେ ଆତଙ୍କବାଦୀ। ଯବାନଙ୍କ ଉପରକୁ ସେମାନେ ଗୁଳି ମଧ୍ୟ ଚଳାଇଥିଲେ। ଏଥିରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Union Minister Rajnath Singh
ଆତଙ୍କୀ ହମଲାର ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କାଶ୍ମୀର ରାଜୌରୀରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଆତଙ୍କୀ ହମଲାର ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କାଶ୍ମୀର ରାଜୌରୀରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ: ବଢ଼ାଇଲେ ଯବାନଙ୍କ ମନୋବଳ, ୫ ସହିଦଙ୍କୁ ଦେଲେ ଶ୍ରଦ୍ଧାଂଜଳି, ତେଣେ ଘାଟିରେ ଜୋରଦାର ହେଲା ସେନାର ଅପରେସନ୍ ତ୍ରିନେତ୍ର, ଜଣେ ଆତଙ୍କୀ ସଫା

Rajnath Singh
ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ରାଜନାଥଙ୍କ ଆହ୍ୱାନ

SCO ବୈଠକରେ ଆହ୍ୱାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Sco meeting defence minister rajnath singh chair meet
SCO ବୈଠକରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆହ୍ୱାନ; ‘ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେଲେ ଏକଜୁଟ ହେବାକୁ ହେବ’

SCO ୨୦୨୩ ଉପରେ ଭାରତ ଅଧ୍ୟକ୍ଷତା କରୁଛି । ଏହି ବୈଠକରେ ଚୀନ୍, କାଜାଖସ୍ତାନ, ରୁଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀମାନେ ଅଂଶଗ୍ରହଣ କରିଛନ୍ତି ।

Rajnath Singh Discusses LAC Violations
ସୀମାର ଶାନ୍ତି ଉପରେ ନିର୍ଭର କରୁଛି ଦୁଇ ଦେଶର ସଂପର୍କ: ରାଜନାଥ

ଚୀନର ଷ୍ଟେଟ କାଉନସିଲ ଓ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗ ଫୁ ଙ୍କୁ ଏହା କହିଛନ୍ତି ରାଜନାଥ ସିଂହ । SCO ବୈଠକ ପୂର୍ବରୁ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ହୋଇଥିଲା।

Rajnath Singh
ଆହୁରି ଶକ୍ତିଶାଳି ହେବ ଭାରତ, ଚୀନ୍‌କୁ ଦେବ ଚକ୍‌ମା

ପୂର୍ବ ଲଦାଖରେ ଚୀନ ସେନା ଭାରତୀୟ ସେନାର ମୁହାଁମୁହିଁ ସ୍ଥିତି ପରେ ସେନାବାହିନୀ ଲାଗି ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

Accident
ଗଭୀର ଖାତକୁ ଖସିପଡ଼ିଲା ‍ବସ୍‌, ୧୬ ଯବାନ ସହିଦ

ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୬ ସେନା ଯବାନ ସହିଦ୍‌ ହୋଇଛନ୍ତି । ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାତକୁ ଖସିପଡ଼ି ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୬ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ବଡ଼ ଦୁର୍ଘଟଣା : ଗଭୀର ଖାତକୁ ଖସିପଡ଼ିଲା ‍ବସ୍‌, ୧୬ ଯବାନ ସହିଦ

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି

Rajnath Singh
କାଶ୍ମୀରରୁ ପାକିସ୍ତାନକୁ ପୁଣି ଧମକ ଦେଲେ ରାଜନାଥ, କହିଲେ ପରିଣାମ ଭୋଗିବାକୁ ପଡ଼ିବ

ପାକ୍ ଅଧିକୃତ କାଶ୍ମୀରରେ ଲୋକଙ୍କ ପ୍ରତି ବଢୁଥିବା ଆକ୍ରୋଶକୁ ବି କଡ଼ା ଭାଷାରେ ନିନ୍ଦା କରି ପଡ଼ୋଶୀ ଦେଶକୁ ଚତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

Defence Minister Rajnath Singh
ରାଜନାଥ ସିଂଙ୍କୁ ଉପହାରରେ ମିଳିଲା ଧଳାଘୋଡ଼ା

ରାଜନାଥ ସିଂଙ୍କୁ ମଙ୍ଗୋଲିଆରୁ ମିଳିଲା ଘୋଡ଼ା ଉପହାର : ଶ୍ରଦ୍ଧାରେ ‘ତେଜସ୍‌’ ନାଁ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

Rajnath
ସେନା ପାଇଁ ପରୀକ୍ଷା ଦେଲା ପରେ ବି କାହିଁକି ସେନାରେ ଯୋଗ ଦେଲେନି ରାଜନାଥ?

ଆସାମ ରାଇଫଲ୍ସ ଏବଂ ଭାରତୀୟ ସେନାର ୫୭ ତମ ମାଉଣ୍ଟେନ୍ ଡିଭିଜନର ଯବାନମାନଙ୍କୁ ସମ୍ବୋଧିତ କରି ଏମିତି କହିଛନ୍ତି ରାଜନାଥ। ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆଜି ଭାବୁଛି ଆପଣମାନଙ୍କୁ ମୋର ପିଲାଦିନର କଥା କହିବି। ପିଲା ଦିନରୁ ମୋର ଇଚ୍ଛା ଥିଲା, ସେନାରେ ସାମିଲ ହେବାକୁ। ସେନା ପାଇଁ ପରୀକ୍ଷା ବି ଦେଲି କିନ୍ତୁ ସେହି ସମୟରେ ବାପାଙ୍କ ଦେହାନ୍ତ ହେବାରୁ ମୁଁ ଆଉ ସେନାରେ ସାମିଲ ହେଲିନି।

Rajnath Singh Naveen Patnaik
ରାଷ୍ଟ୍ରପତି ନିର୍ବାଚନକୁ ବିଜେପିର ଅଙ୍କକଷା

ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଜୁଟାଇବାକୁ ୟୁପିଏ, ଏନଡିଓ ଓ ଅନ୍ୟ ଦଳଙ୍କ ସହ ଆଲୋଚନା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ୱ ଦେଇଛି ବିଜେପି ।

Rajnath Singh
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ

ରାଜନାଥଙ୍କ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। 

Defence Minister Rajnath Singh
ହେଲିକପ୍ଟର ଲ୍ୟାଣ୍ଡିଂ ପୂର୍ବରୁ କ’ଣ ଘଟିଥିଲା ? ଦୁର୍ଘଟଣାର ବିବରଣୀ ଦେଲେ ରାଜନାଥ

କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ବିବୃତି ରଖିଛନ୍ତି। ଲ୍ୟାଣ୍ଡିଂର ୭ ମିନିଟ୍‌ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Narendra Modi
ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନକୁ ଗୁରୁତ୍ୱ, ୭ ନୂଆ କମ୍ପାନୀର ଶୁଭାରମ୍ଭ କଲେ ମୋଦି

ଦେଶରେ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ପେସାଦାର ମନୋବୃତ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଦେଶର ଅର୍ଡିନାସ ଫ୍ୟାକ୍ଟ୍ରି ବୋର୍ଡକୁ ୭ଟି ନୂଆ କମ୍ପାନିରେ ପରିଣତ କରାଯାଇଛି ।

Rajnath Singh
ରାମ ଲାଲାର ହେବ ଜଳାଭିଷେକ, ୧୧୫ ଦେଶରୁ ଆସିଲା ଜଳ

ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ୧୧୫ ଟି ଦେଶରୁ ଆସିଛି ଜଳ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି । ଆଜି ଏହି ସୂଚନା ଦେଇ ସେ କହିଛନ୍ତି ଯେ, ରାମ ଲଲ୍ଲାର ଜଳାଭିଷେକ ପାଇଁ ସମସ୍ତ ଦେଶରୁ ଜଳ ଆସିବା ଉଚିତ ।

rajnatha singh
ରାଜନାଥ ସିଂହ: ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍‌ ପ୍ରତିଶ୍ରୁତି ପୁରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲେହ ଗସ୍ତରେ ଯାଇ ପୂର୍ବତନ ସେନା କର୍ମଚାରୀଙ୍କୁ ଭେଟିଛନ୍ତି । ପୂର୍ବତନ ସେନା କର୍ମଚାରୀଙ୍କ ସୁବିଧା ପାଇଁ ମୋଦି ସରକାରଙ୍କ ପକ୍ଷରୁ ୱାନ୍‌ ରାଙ୍କ୍ ୱାନ୍‌ ପେନସନ ଯୋଜନା ଘୋଷଣା କରାଯାଇଛି । ଏହାଦ୍ୱାରା ପୂର୍ବତନ…