Advertisment

ରାଜନାଥଙ୍କ ରଣହୁଙ୍କାର

ରାଜନାଥଙ୍କ ରଣହୁଙ୍କାର । ନାଁ ନନେଇ ଡୋନାଲ୍ଡ ଟ୍ରମ୍ଫଙ୍କୁ ଟାର୍ଗେଟ କଲେ ପ୍ରତିରକ୍ଷା ମନ୍ତ୍ରୀ । ଭାରତ-ଆମେରିକା ଟାରିଫ୍‌ ୱାର୍‌ ମଧ୍ୟରେ ଆମେରିକା ରାଷ୍ଟ୍ରପତିଙ୍କୁ ରାଜନାଥ ମାରିଲେ ତେରଛା ବାଣ । କହିଛନ୍ତି, ଭାରତ ହେଉଛି ବିଶ୍ୱର ଦ୍ରୁତତମ ବିକାଶ କରୁଥିବା ଦେଶ । କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଭାରତର ବିକାଶ ପସନ୍ଦ ନୁହେଁ । ସେମାନେ ନିଜକୁ ଦୁନିଆର ‘ବସ୍’ ବୋଲି ଭାବୁଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି

Rajnath Singh
Advertisment
Advertisment