Advertisment

‘ଖୁବଶୀଘ୍ର ପିଓକେ ଭାରତରେ ମିଶିବ’

‘ପିଓକେ ଲୋକମାନେ ଭାରତୀୟ ପରିବାରର ଅଂଶ । ସେହି ଦିନ ଆଉ ଦୂର ନୁହେଁ ଯେତେବେଳେ ସେମାନେ ସ୍ବେଚ୍ଛାକୃତ ଭାବେ ଆସି ଭାରତରେ ସାମିଲ ହେବେ ।

author-image
Santosh Kumar Sahoo

‘ପିଓକେ  ଲୋକମାନେ ଭାରତୀୟ ପରିବାରର ଅଂଶ । ସେହି ଦିନ ଆଉ ଦୂର ନୁହେଁ ଯେତେବେଳେ ସେମାନେ ସ୍ବେଚ୍ଛାକୃତ ଭାବେ ଆସି ଭାରତରେ ସାମିଲ ହେବେ । ଅପରେସନ ସିନ୍ଦୂର ମାଧ୍ୟମରେ ଭାରତର ଶକ୍ତି ଦେଖିଲା ବିଶ୍ବ ।’ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

Advertisment
Rajnath Singh Operation Sindoor
Advertisment
Advertisment