Advertisment

ରଜରେ କାନ୍ଦୁଛି କୁନି ଝିଅ, ମେଡିକାଲରେ ପଡ଼ିଛନ୍ତି ବାପା

ଗୋଟିଏ ପଟେ ଚାଲିଛି ରଜ ସେଲିବ୍ରେସନ। ଆଉ ଅନ୍ୟ ପଟେ କୁନି ଝିଅର ଶୁଖିଲା ମୁହଁ । ତା ଓଠରୁ ହସ ଉଡ଼ିଯାଇଛି ଆଉ ଆଖିରୁ ଧାର ଧାର ଲୁହ ବୋହିଚାଲିଛି। କାରଣ ଅନ୍ୟ ଝିଅମାନେ ରଜ ପାଳୁଥିବାବେଳେ ସେ ହସ୍ପିଟାଲରେ ପଡିଥିବା ନିଜ ବାପାର ଯତ୍ନ ନେଉଛି ।

author-image
Namita Biswal

ସିଏ ପାଦରେ ନାଇଛି ନାଲି ଅଳତା। ପିନ୍ଧିଛି ନୂଆ ଡ୍ରେସ ହଳିଏ ଆଉ ରଜ ପାଇଁ ସେ ହୋଇଛି ସଜବାଜ ।ରଜ ଥିବାରୁ ତାର ବି ଇଚ୍ଛା ଥିଲା ସାଙ୍ଗସାଥିଙ୍କ ସହ ମିଶି ଦୋଳି ଖେଳିବ । ଆଉ ପିଠା ପଣା ଖାଉ ମଉଜ କରିବ। ହେଲେ ପାଣିଫୋଟକା ପରି ତାର ସବୁ ଇଚ୍ଛା ଆଜି ମିଳେଇ ଯାଇଛି। ଆଉ ସେଇଥିପାଇଁ ମୁହଁ ଶୁଖାଇ ବସି ରହିଛି ଏଇ କୁନି ଝିଅଟି । କାରଣ ଅନ୍ୟ ଝିଅମାନେ ରଜ ପାଳୁଥିବାବେଳେ ସେ ହସ୍ପିଟାଲରେ ପଡିଥିବା ନିଜ ବାପାର ଯତ୍ନ ନେଉଛି ।

Advertisment
Minor Girl Diarrhea Raja Festival Emotional Story
Advertisment
Advertisment