Advertisment

Video: ବିଜେଡି ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ

ପଣା ସଂକ୍ରାନ୍ତିରେ ଖୋଲିବ ବିଜେଡି ପାଞ୍ଜି । ଦୁର୍ନୀତିର ଲେଖା ଛିଡିବ, ଆଉ ରହିବନି ବିଜେଡି । ଦୋଷମୁକ୍ତ ହେଉ ହେଉ ବିଜେଡି ଓ ଦଳର ସୁପ୍ରିମୋଙ୍କୁ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସିଧାସଳଖ ନିଶାନା ।

author-image
Santosh Kumar Sahoo

ବିଜେଡି ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ। ସାଂସଦଙ୍କ ନାଁରେ ଥିବା ୫ଟି ମାମଲାରେ ଦୋଷମୁକ୍ତ ହେବା ପରେ ଆଜି ସିଧାସଳଖ ନବୀନ ଓ ବିଜୁ ଜନତା ଦଳକୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ । କହିଛନ୍ତି, ଯିଏ ତାଙ୍କୁ ଦଳରୁ ବାହାର କରିଥିଲେ, ଓଡ଼ିଶାବାସୀ ସେମାନଙ୍କୁ ରାଜ୍ୟରୁ ବିଦା କରିଦେଲେ। ତାଙ୍କ ବିରୋଧରେ ବିଜେଡି କେମିତି ପ୍ରତିହିଂସା ରାଜନୀତି କରିଥିଲା ତାହା ବଖାଣିବା ସହ ଆଗକୁ ବିଜେଡିର ପାଞ୍ଜି ଖୋଲିବେ ବୋଲି କହିଛନ୍ତି ପ୍ରଦୀପ।

Advertisment
Naveen Patnaik BJD VK Pandian Pradeep Panigrahi
Advertisment
Advertisment