ଇଏ ପରା କଂଗ୍ରେସ ରଥ। ଆଗକୁ ୩୩ ହାତ ଗଲେ ପଛକୁ ୧୬ ହାତ ଆସେ। ବେଳେ ବେଳେ ବଳଗଣ୍ଡିରେ ଯାହା ଅଟକୁ ଥିଲା କିନ୍ତୁ ଏଇନା ୯ ହାତ ଗଡି ଏମିତି ଜାମ୍ ହୋଇଛି ଯେ...ମୂଳରୁ ହାତେ ବି ବଢୁନି...
୩ ବିରୋଧୀ ନେତା JUI-Fର ଫଜଲ୍-ଉର୍-ରେହମାନ, PML-Nର ଶାହବାଜ ଶରିଫ୍ ଓ PPPର ଆସିଫ୍ ଅଲି ଜର୍ଦ୍ଦାରୀଙ୍କୁ ସେ ୩ଟି ମୂଷା ବୋଲି ଇଙ୍ଗିତ କରିଥିବା କୁହାଯାଉଛି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ । ନ୍ୟାସନାଲ୍ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ ଦଳ ନେତା ଶେହବାଜ ଶରିଫ୍
ଆଜି ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ । ସନ୍ଧ୍ୟା ପ୍ରାୟ ୪ଟାରେ ଉପସ୍ଥାପିତ ହେବ ଅନାସ୍ଥା ପ୍ରସ୍ତାବ ।