• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Paddy

Dhana Mandi
ଧାନ ଉଠିଲାନି ବୋଲି ଜୀବନ ହାରିଦେଲେ ଚାଷୀ, ତା’ପରେ ଉଠିଲା ଧାନ..!

ମଣ୍ଡିରେ ଚାଷୀର ଜୀବନ ନେଲା ହତାଶାର ନିଆଁ । ୨୩ ଦିନ ଧରି ଧାନ ଉଠିବାରୁ ଚାଷୀ ମୃତ୍ୟୁ ଅଭିଯୋଗ ।

Dhana Mandi
ମଣ୍ଡିରୁ ଉଠୁନି ଧାନ, ସରିବାକୁ ବସିଲାଣି ସମୟ... କ’ଣ କରିବେ ଚାଷୀ..?

ଅସନ୍ତୁଷ୍ଟ ଚାଷୀ, ବୀରମହାରାଜପୁର-ଆମରପାଲି ରାସ୍ତାର ପଥରଘାଟ ଛକରେ ଧାନବସ୍ତା ରଖି ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ ।

Farmers
ବାଦ ପଡିଲେ ଅସଲ ଚାଷୀ, ବିକ୍ରି ହୋଇପାରୁନି ଧାନ

ପୁଣି ଧାନ କିଣାରେ ଅବ୍ୟବସ୍ଥା ! ଗ୍ରାଉଣ୍ଡ ଜିରୋରୁ ସାମନାକୁ ଆସିଲା ଚାଷୀଙ୍କ ବିକଳ ଚିତ୍ର ।

Paddy - Mandi
ଚାଷୀଙ୍କ ବଡ଼ ଚିନ୍ତା, ମଣ୍ଡି ଖୋଲୁନି ଧାନ ବିକ୍ରି ହେଉନି..!

କେଉଁଠି ଆଦୌ ଖୋଲିନି ତ ଆଉ କେଉଁଠି ଦେଖା ନାହାନ୍ତି ମିଲର୍ସ ।

Cyclone Jawad| Untimely Rain Damages Acres Of Paddy Crop In Ganjam And Gajapati
ଏକର ଏକର ଜମିରେ କୋବି ଓ ପରିବା ଫସଲ ନଷ୍ଟ

ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଛାରଖାର୍ ଧାନ ଓ ପରିବା ଚାଷ... ପାଣି ଜମି ରହି ବିଲରେ ଗଜା ହୋଇଗଲାଣି ପାଚିଲା ଧାନ... ସେପଟେ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ପରିବା ଚାଷୀ ହନ୍ତସନ୍ତ... ଏକର ଏକର ଜମିରେ କୋବି ଓ ପରିବା ଫସଲ ନଷ୍ଟ... କେମିତି ଶୁଝିବେ ଋଣ ସେହି ଚିନ୍ତାରେ ଚାଷୀ...

Cyclone Jawad | Paddy Crops Damaged Due To Rainfall In Balasore’s Soro
ବାତ୍ୟା ପରେ ସୋରରେ କଣ ରହିଛି ଚାଷୀ ଭାଙ୍କର ପ୍ରତିକ୍ରିୟା ଶୁଣନ୍ତୁ ...

କେଉଁଠି କ୍ଷେତରେ ଭାସୁଛି ଧାନ, କେଉଁଠି ଗଜା ହେଲାଣି ପାଚିଲା ଧାନ । ଜୱାଦ ଗଲା କିନ୍ତୁ ଚାଷୀଙ୍କୁ ଦେଇଯାଇଛି ଦୁଃଖ ।

Cyclone Threat To Odisha | Farmers In Gajapati Sell Paddy To Andhra At Low Prices
ଅନ୍ଧାର ରାତିରେ ଆନ୍ଧ୍ରକୁ ଚାଲାଣ ହେଉଛି ବର୍ଷଯାକର ଅମଳ...

ଆସୁଥିବା ବର୍ଷାକୁ ନେଇ ଚାଷୀ ଅମଳକୁ ନେଇ ଚିନ୍ତାରେ ରହିଥିବା ବେଳେ ଏବେ ସଂରକ୍ଷଣ ପାଇଁ ସ୍ଥାନକୁ ନେଇ ଚିନ୍ତା ପ୍ରକଟ କରିଛି । ଏମିତି ସ୍ଥିତିରେ ଅନ୍ଧାର ରାତିରେ ଆନ୍ଧ୍ରକୁ ଚାଲାଣ ହେଉଛି ବର୍ଷଯାକର ଅମଳ । ପ୍ରତିଦିନ ଶହ ଶହ ଟ୍ରକ୍ ଧାନ ଆନ୍ଧ୍ରକୁ ଚାଲାଣ ହେଉଛି । ଦେଖନ୍ତୁ ଏହାର ଏକ ରିପୋର୍ଟ ।

Woman Farmer Grows Rare Paddy In Balasore
ଗୋଟିଏ ଧାନରୁ ଚୋପା ଛଡାଇଲେ ବାହାରୁଛି ଦୁଇଟି ଚାଉଳ

ଗୋଟିଏ ଧାନରୁ ଦୁଇଟି ଚାଉଳ I ବାଲେଶ୍ୱର ନୀଳଗିରି ବ୍ଲକ ଚଣ୍ଡୀପୁର ଅଞ୍ଚଳରେ ହେଉଛି ଚାଷ । ଡବଲ ଚାଉଳ ଧାନର ନାଁ ହେଉଛି ସଉତୁଣୀ। ସେଣ୍ଟ୍ରାଲ ସିଡ୍ବ୍ୟା ଙ୍କରେ ରହିଛି ଏଭଳି ପ୍ରାୟ ୧ ହଜାର ୫୫ ପ୍ରକାରର ଧାନବିହନ

Ranendra-Pratap-Swain
ମଣ୍ଡିରେ ଧାନ ଗଦା ହୋଇଛି, ହେଲେ ମନ୍ତ୍ରୀ କହିଲେଣି ସମୟ ସରିଯାଇଛି ଆଉ କିଣାଯିବନି

ଭୁବନେଶ୍ୱର: ଚାଷୀଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ । ଚାଷୀଙ୍କ ଠାରୁ ଏବେ ଆଉ ଧାନ କିଣିବେନି ରାଜ୍ୟ ସରକାର । କେନ୍ଦ୍ର କୋଟ୍‌କୁ ବଲ ଗଡ଼େଇ ନିଜ ଧୂଳି ଝାଡ଼ିଦେଲେ ରାଜ୍ୟ ସରକାର । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର…

Mandi
ସୁଧୁରୁନି ମଣ୍ଡି ଅବସ୍ଥା, ହଜାର ହଜାର କ୍ୱିଣ୍ଟାଲ ଧାନ ଗଜା ହେଲାଣି...

ମୌସୁମୀ ବର୍ଷା, ଟୋକନ୍ ଲାପ୍ସ ଆଉ ମିଲର୍ସଙ୍କ ମନମାନିରେ ଧନ୍ଦି ହୋଇ ଆକ୍ତାମାକ୍ତା ହେଲେଣି ରବି ଧାନ ବିକ୍ରି ପାଇଁ ମଣ୍ଡିରେ ଅପେକ୍ଷାରତ ଚାଷୀ । ଗ୍ରାଉଣ୍ଡ ଜିରୋରେ ନଦେଖିଲେ ବିଶ୍ୱାସ ହେବନି । ଅନେକ ସ୍ଥାନରେ ଧାନ ଗଜା ଧରିଗଲାଣି…