Advertisment

ଓଡ଼ିଶାକୁ ବୋକା ବନାଉଛି ଛତିଶଗଡ଼ !

ଆଖି ନୁହେଁ ଛାତି ଭିତରୁ କାନ୍ଦୁଛି ଚାଷୀ । ଗଜା ହେଉଛି ବସ୍ତା ବସ୍ତା ଧାନ । ପ୍ରଶାସନ ଉପରେ ପଡୁନି ଫରକ୍‌ । ଶୋଭାଯାତ୍ରାରେ ଆସି ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀ ଭିତରକୁ ଧସେଇ ପଶିଲେ ଚାଷୀ ।

author-image
Lipsa Mohapatra

ଆଖି ନୁହେଁ ଛାତି ଭିତରୁ କାନ୍ଦୁଛି ଚାଷୀ । ଗଜା ହେଉଛି ବସ୍ତା ବସ୍ତା ଧାନ । ପ୍ରଶାସନ ଉପରେ ପଡୁନି ଫରକ୍‌ । ସୋନପୁର ଜିଲ୍ଳାର ଚାଷୀ ମାନଙ୍କର ଅଭିନବ ଆନ୍ଦୋଳନ କରିଛନ୍ତି । ମୁଣ୍ଡ ଉପରେ ଗଜା ହୋଇଥିବା ଧାନବସ୍ତା । ତୁଣ୍ଡରେ ପ୍ରଶାସନ ବିରୋଧୀ ଶ୍ଳୋଗାନ । ଶୋଭାଯାତ୍ରାରେ ଆସି ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀ ଭିତରକୁ ଧସେଇ ପଶିଲେ ଚାଷୀ ।

Advertisment
Farmer Protest Paddy Chhattisgarh
Advertisment
Advertisment