• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Police

BJP target BJD
କଣ୍ଟ୍ରୋଲ ଦୋକାନରେ CMଙ୍କ ପୋଷ୍ଟର ପ୍ରସଙ୍ଗ, ବିଜେଡି ଓ ରାଜ୍ୟ ପୋଲିସ୍‌କୁ ବିଜେପିର ଟାଗେର୍ଟ

ପୋଲିସ୍ ଯେମିତି ରାଜ୍ୟ ସରକାରଙ୍କ ପୋଷ୍ଟରକୁ ସୁରକ୍ଷା ଦେଉଛନ୍ତି ସେ ସବୁ ଦେଖିଲେ ଲାଗୁଛି, ଓଡ଼ିଶା ପୋଲିସ ବିଜୁ ଜନତା ଦଳର ସିକ୍ୟୁରିଟିଗାର୍ଡ ସାଜିଛି।

IED blast
ଶିର୍ଲା ଜଙ୍ଗଲରେ IED ବ୍ଲାଷ୍ଟ; ଓଡ଼ିଶାରେ ସକ୍ରିୟ କି ଲାଲବାହିନୀ ?

କନ୍ଧମାଳରେ ପୁଣି ଲାଲ ହିଂସା । ପୂର୍ବରୁ ଖଞ୍ଜିଥିଲେ ଆଇଇଡି, ଆଜି କୁମ୍ବିଂ ବେଳେ ବିସ୍ଫୋରଣ । ତୁମୁଡ଼ିବନ୍ଧ ଥାନା ଶିର୍ଲା ଜଙ୍ଗଲରେ ଏସଓଜି ଯବାନ କୁମ୍ବିଂ କରୁଥିବା ବେଳେ ହଠାତ୍ ହୋଇଥିଲା ବିସ୍ଫୋରଣ ।

Odisha Police
ମାଓ ମୁକାବିଲା ପାଇଁ ଓଡ଼ିଶା ପୋଲିସ କିଣିବ ହାଇଟେକ୍‌ ୱିପେନ୍‌

ଅତ୍ୟାଧୁନିକ କର୍ଣ୍ଣର ସଟ୍ ୱିପେନ୍ ଦ୍ୱାରା ଶତ୍ରୁଙ୍କୁ ସହଜରେ ଦେଖି ଟାର୍ଗେଟ କରାଯାଇପାରିବ ।

Killing wife, daughter
ଗୁମର ଖୋଲିଲା CDR; ୩ ମାସ ତଳୁ ବ୍ଲୁ ପ୍ରିଣ୍ଟ, ୬ ସାପ ଧରାଳିଙ୍କ ସହ ଡିଲ୍

ଶେଷରେ ବସନ୍ତ ଆଚାର୍ଯ୍ୟ ସହ ଡିଲ୍ ଫାଇନାଲ୍ ହୋଇଥିଲା ଏବଂ ପ୍ରମାଣକୁ ଲୁଚାଇବାକୁ ଯାଇ ସେହି ସିମକୁ ନଷ୍ଟ କରିବା ସହ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ । ଏସବୁ ତଥ୍ୟ କଲ୍ ଡିଟେଲ୍ସ ରେକର୍ଡ-CDRରେ ଥିବା କହିଛି ଗଞ୍ଜାମ ପୋଲିସ୍ ।

Police Double Role
ସକାଳେ ଜବତ, ରାତିରେ ଚୋରାଚାଲାଣ ! ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସର ଡବଲ୍ ରୋଲ୍ ଅଭିଯୋଗ

କେତେବେଳେ କାନ ଧରି ତ ଆଉ କେତେବେଳେ ଗୋଡ଼ ହାତ ଧରି କ୍ଷମା ମାଗୁଛନ୍ତି। ଛାଡ଼ି ଦେବାକୁ କାକୁତି ମୀନତି ହେଉଛନ୍ତି। ଆଉ ଏପଟେ ହାତ ଯୋଡ଼ି ନେହୁରା ହେଉଛନ୍ତି ଏଭଳି ଭାବେ।

DGP
କିଏ ହେବେ ରାଜ୍ୟ ପୋଲିସର ପରବର୍ତ୍ତୀ ମୁଖିଆ ?

୧୯୮୮ ବ୍ୟାଚର୍ ଆଇପିଏସ୍ ଅଫିସର୍ ମନୋଜ ଛାବ୍ରା ଚଳିତ ମାସରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ନାଁ ବିଚାରକୁ ନିଆଯିବ ନାହିଁ ବୋଲି କୁହଯାଉଛି।

Next DGP
କିଏ ହେବେ ରାଜ୍ୟ ପୋଲିସର ପରବର୍ତ୍ତୀ ମୁଖିଆ, ମହିଳା କାର୍ଡ ପାଇଁ ରେସରେ ଆଗରେ ବି. ରାଧିକା

ପାଖାପାଖି ୬ ମାସ ପରେ ନିର୍ବାଚନ । ତା ପୂର୍ବରୁ ଆସନ୍ତା ଡିସେମ୍ବରରେ ପୂରି ଯାଉଛି ଏବେକାର ପୋଲିସ୍ ଡିଜି ତଥା ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁନିଲ ବଂଶଲଙ୍କ କାର୍ଯ୍ୟକାଳ । ନୂଆ ବର୍ଷରେ ନୂଆ ଡିଜିପି ଦେଖିବ ରାଜ୍ୟ । ତେବେ କାହା ଉପରେ ଭରସା କରିବେ ସରକାର ?

Odisha Police DG
କିଏ ହେବେ ରାଜ୍ୟ ପୋଲିସର ପରବର୍ତ୍ତୀ ମୁଖିଆ ?

ପରବର୍ତ୍ତୀ ପୋଲିସ ଡିଜି ରେସରେ ସବୁଠୁ ଆଗରେ ରହିଛନ୍ତି ୧୯୮୯ ବ୍ୟାଚ୍ ମହିଳା IPS ବି.ରାଧିକା ।

IIC
ୱାର୍ଡ ମେମ୍ବରଙ୍କ ମୁଣ୍ଡକୁ ପଥରରେ ଛେଚି ଦେଲେ ଥାନା ASI

ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ।

Female SI
ପ୍ରେମ ସମ୍ପର୍କ ପାଇଁ ବିଷ ପିଇଥିଲେ କି ଲେଡି ଏସ୍‌.ଆଇ? ଅଧା ଚିକିତ୍ସାରୁ ଗାଏବ ହେଲେ କାହିଁକି?

ମଶା ତେଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ...କିନ୍ତୁ ଅଧା ଚିକିତ୍ସାରୁ ଗାଏବ ହୋଇଗଲେ । ପୁଣି ନିଖୋଜ ହେବା ପଛରେ ଯୁବ ସବ୍‌-ଇନ୍ସପେକ୍ଟରଙ୍କ ସଂପୃକ୍ତି ଥିବା ନେଇ ବଢୁଛି ଚର୍ଚ୍ଚା । ମେଡିକାଲ କର୍ତ୍ତୃପକ୍ଷଙ୍କର ଗୋଟିଏ କଥା ପୋଲିସ ବାବୁଙ୍କର ଆଉ ଗୋଟିଏ କଥା...

female SI
ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲରୁ କୁଆଡ଼େ ଗଲେ ଲେଡି SI ?

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲରୁ କୁଆଡ଼େ ଗଲେ ଲେଡି SI ? ଆତ୍ମହତ୍ୟା ଉଦ୍ୟମ ପରେ ଚିକିତ୍ସାଧୀନ ଥାଇ ବେଡରୁ ଅନ୍ତର୍ଦ୍ଧାନ । ଦ୍ବନ୍ଦ୍ବ ବଢାଉଛି ଅଧିକାରୀଙ୍କ ବୟାନ, ସେପଟେ ଉଭାନକୁ ନେଇ ବଢୁଛି ସସ୍ପେନ୍ସ

Home Guard
ହୋମଗାର୍ଡଙ୍କୁ ନିର୍ଯାତନା ମାମଲା; ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ

DIG ବ୍ରିଜେଶ ରାୟଙ୍କ ଘରେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲା ପରେ ଏବେ ଘନଉଛି ବିବାଦ। କାହିଁକି ଏବଂ କେଉଁ ପରିସ୍ଥିତିରେ ଦିଆଗଲା ନିର୍ଯାତନା, ନିଜ ଆଡୁ ମାମଲା ରୁଜୁ କରି ମହିଳା ଅପରାଧ ନିରୋଧି ସେଲ୍ ADGଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିଶନ।

Odisha Police
ହେବ କି ବଡ କାର୍ଯ୍ୟାନୁଷ୍ଠାନ?

ମହିଳା ହୋମଗାର୍ଡକୁ ନିର୍ଯାତନା ମାମଲା : ହେବ କି ବଡ କାର୍ଯ୍ୟାନୁଷ୍ଠାନ? ମାମଲା ଯାଇ ପହଞ୍ଚିଲାଣି ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଯାଏଁ

DIG Brijesh Ray
ହୋମଗାର୍ଡଙ୍କୁ ନିର୍ଯାତନା ଅଭିଯୋଗ ପରେ DIG ବ୍ରିଜେଶ କୁମାର ରାୟଙ୍କ ବଦଳି

ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା ।

Fake Jawan
ମୁହଁରେ କପଡ଼ା ବାନ୍ଧି ବସିଥିଲେ ନକଲି ଯବାନ, ଧରାପଡ଼ିଗଲେ

ପୁରୀରୁ ନକଲି ଆର୍ମୀ ଯବାନ ଅଟକ.. ତାଙ୍କ ନାଁ ସୁନୀଲ କୁମାର ବୋଲି ଜଣାପଡ଼ିଛି

Irate locals set Phiringia Police Station on fire
ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ଥାନା IIC ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। 

Godman
'ତନ୍ତ୍ର ସାଧନାରେ ବିଘ୍ନ ହେବାରୁ ସାଧୁଙ୍କ ହତ୍ୟା କରି ରକ୍ତ ପିଇବାକୁ ଚାହୁଁଥିଲା ବାବା ବୋଲାଉଥିବା ପିଶାଚ !'

ସେ ପୁରୀ ଭଳି ସହର ହେଉ କି ଅନୁଗୁଳ କିଆକଟା ଭଳି ପଛୁଆ ଇଲାକା । ଏବେବି ଲୋକଙ୍କ ମନରୁ ହଟିନି ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ିର କୁହେଳିକା । ପୁରୀର ଏକ ଆଶ୍ରମରେ ଜଣେ ବାବା ଆଉ ଜଣେ ବାବାଙ୍କୁ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଚର୍ଚ୍ଚା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ମୃତକଙ୍କ ରକ୍ତ ପିଇଥିବା ଚର୍ଚ୍ଚା ହେଉଛି। ତେଣେ ଅନୁଗୁଳ କିଆକଟାରେ ନାବାଳକ ହତ୍ୟା ଘଟଣାରେ ବି ଖୋଲୁଛି ଅନ୍ଧବିଶ୍ବାସରୁ କରୁଣ ପରିଣତିର ଗୋଟିକ ପରେ ଗୋଟିଏ କଳାଫର୍ଦ୍ଦ। ମଙ୍ଗଳା କୋଠିରେ ରାତିରେ ଅଧିଆ ପଡ଼ିଥିବା ବେଳେ, ନାବାଳକକୁ ସେଠାକାର ସାଧିକା ବଳି ଦେଇଥିବା ଅଭିଯୋଗ ହୋଇଛି।

Police arrest godman for killing another baba in Puri
'ତନ୍ତ୍ର ସାଧନାରେ ବିଘ୍ନ ହେବାରୁ ସାଧୁଙ୍କ ହତ୍ୟା କରି ରକ୍ତ ପିଇବାକୁ ଚାହୁଁଥିଲା ବାବା ବୋଲାଉଥିବା ପିଶାଚ !'

ସାଧୁସନ୍ଥ ରହୁଥିବା ଆଶ୍ରମରେ ସୈତାନୀ କାଣ୍ଡର କାରଣ କଣ? ବାବାଙ୍କୁ କାହିଁକି ନିର୍ମମ ଭାବେ ହତ୍ୟାକଲେ ଆଉ ଜଣେ ବାବା? ଜଘନ୍ୟ କାରନାମା ପଛରେ ଲୁଚିଛି କି ତନ୍ତ୍ରମନ୍ତ୍ରର କଳାକାହାଣୀ?

Police suicide in odisha
ଚିନ୍ତା ବଢାଉଛି ପୁଲିସ କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା

ଗତ ବର୍ଷକ ମଧ୍ୟରେ ରାଜ୍ୟରେ ପ୍ରାୟ ଅଧ ଡଜନରୁ ଅଧିକ ପୁଲିସ କର୍ମଚାରୀଙ୍କ ରହସ୍ୟଜନକ ମୃତ୍ୟୁ ଅତ୍ୟନ୍ତ ଉଦ୍‌ବେଗ ଓ ଚିନ୍ତାଜନକ ହୋଇପଡିଛି। ଏହା ପଛରେ ଅନେକ କାରଣ ଥିବା କୁହାଯାଏ।

‘Dabangg’ police officer
ଦବଙ୍ଗ ପୋଲିସ ଅଫିସର : ନାଁ ଶୁଣିବା ମାତ୍ରେ ଥରହର ମାଫିଆଙ୍କ ସହ ଅପରାଧୀ

ନାଁ ଯେମିତି କାମ ବି ସେମିତି । ବର୍ଦ୍ଦିରେ ଦେଖିବା ମାତ୍ରେ ଥରହର ମାଫିଆ । ଚୋରା ମଦଠୁ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସେ ମାଷ୍ଟର । ଉଲ୍ଲେଖନୀୟ କାମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମିଳିଛି ପୁରସ୍କାର

Nayagarh
ଦବଙ୍ଗ ପୋଲିସ ଅଫିସର : ନାଁ ଶୁଣିବା ମାତ୍ରେ ଥରହର ମାଫିଆଙ୍କ ସହ ଅପରାଧୀ

ନାଁ ଯେମିତି କାମ ବି ସେମିତି । ବର୍ଦ୍ଦିରେ ଦେଖିବା ମାତ୍ରେ ଥରହର ମାଫିଆ । ଚୋରା ମଦଠୁ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସେ ମାଷ୍ଟର । ଉଲ୍ଲେଖନୀୟ କାମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମିଳିଛି ପୁରସ୍କାର।

Tension erupts at Maharishi College in Bhubaneswar
ମହର୍ଷି କଲେଜରେ ତୁମୁଳକାଣ୍ଡ: କଲେଜରେ ପଶି ରଡ୍‌ରେ ପିଟିଲେ ଅଣଛାତ୍ର

ରାଗ ସୁଝାଇବା ପାଇଁ ଆଜି ୧୦ରୁ ଉର୍ଦ୍ଧ୍ୱ ଯୁବକ କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ ।

Sambalpur violence
ସମ୍ବଲପୁରର ସ୍ଥିତି ଉପୁଜିବା ପ୍ରି-ପ୍ଲାନ୍ଡ: ଏସପି

କର୍ଫ୍ୟୁ ପରଠୁ ସୁଧୁରୁଛି ସମ୍ବଲପୁରର ସ୍ଥିତି, ଏସପି କହିଲେ ଅଘଟଣ ଥିଲା ପ୍ରି-ପ୍ଲାନ୍ଡ। ଏଯାଏଁ ୭୯ ଗିରଫ, ସ୍ଥିତି ସମୀକ୍ଷା କଲେ ରାଜସ୍ବ ବିଭାଗ ACS, ଏପଟେ ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଥିବା କହି ବର୍ଷିଲେ ଗିରିରାଜ।

Hanuman Jayanti violence in Sambalpur
ସମ୍ବଲପୁର ହିଂସା: ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ?

ଏଭଳି ଘଟଣାର ପୂର୍ବାଭାସ କେମିତି ପାଇ ପାରିନଥିଲା ଗୁଇନ୍ଦା ବିଭାଗ ?

Sambalpur violence
କେମିତି ସ୍ୱାଭାବିକ ଅବସ୍ଥାକୁ ଫେରିବ ସମ୍ବଲପୁରର ଜନଜୀବନ ?

ସମ୍ବଲପୁର ସହରର ଅଇଁଠାପାଲି ସମେତ ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପୋଲିସ।